Categories: Uncategorized

ପ୍ରଥମ ଦରମା ଟଙ୍କା ଖର୍ଚ୍ଚକୁ ନେଇ ଚିନ୍ତିତ କି…

ଭବିଷ୍ୟତ ପାଇଁ ପ୍ରତ୍ୟେକଙ୍କୁ ଚାକିରୀ ଟିଏ ନିତ୍ୟାନ୍ତ ଆବଶ୍ୟକ। ତେବେ ଚାକିର ପ୍ରଥମ ଦରମା ଯେତିକି ଖୁସି ଦେଇଥାଏ, ତାହାକୁ ଖର୍ଚ୍ଚ କରିବା ପାଇଁ ମଧ୍ୟ ସେତିକି ଚିନ୍ତାରେ ପକାଇ ଥାଏ। ପ୍ରଥମ ଦରମାକୁ କିପରି ଖର୍ଚ୍ଚ କରିବେ ସେ ନେଇ ଅନେକ ଚିନ୍ତାରେ ପଡିଯାନ୍ତି। ମାତ୍ର ଏହାକୁ ଭୁଲ ଉପାୟରେ ଖର୍ଚ୍ଚ କରିବା ଫଳରେ ଟଙ୍କା କିପରି ଖର୍ଚ୍ଚ ହୋଇଯାଏ ଜଣାପଡ଼ି ନ ଥାଏ। ଏହି ଭଳି ଅଭ୍ୟାସରୁ ବଞ୍ଚିବାପଇଁ ଯୋଜନା ପ୍ରସ୍ତୁତ କରି ଟଙ୍କା ଖର୍ଚ୍ଚ କରନ୍ତୁ। ତେବେ ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ…

ବଜେଟ୍‌
ପ୍ରଥମେ ଆପଣଙ୍କୁ ବ୍ୟୟ ଓ ଆୟର କଳନା କରିବାକୁ ପଡିବ। ଯଦି ଖର୍ଚ୍ଚ ଅଧିକ ହୋଇଥାଏ ତେବେ ଜାଣିବାକୁ ଚେଷ୍ଟା କରନ୍ତୁ ଆପଣଙ୍କ କଷ୍ଟ ଅର୍ଜିତ ଟଙ୍କାକୁ କେଉଁଥିରେ ଖର୍ଚ୍ଚ କରିଛନ୍ତି ।

ସଞ୍ଚୟ

ଖର୍ଚ୍ଚର ହିସାବ ରଖିବା ପରେ କିଛି ଟଙ୍କା ସଞ୍ଚୟ ରଖିବା ଜରୁରୀ । ସଞ୍ଚୟ ଟଙ୍କାର ମାତ୍ରା ଯେତେ ଛୋଟ ହେଉଥାଉ ନା କାହିଁକି। ଏହା ଆପଣଙ୍କୁ ଖର୍ଚ୍ଚକୁ କମ୍‌ କରିଥାଏ। ଏହା ସହ ଆବଶ୍ୟକ ବେଳେ ଆପଣଙ୍କୁ କାହାର ସାହାଯ୍ୟ ନେବାକୁ ପଡିବନି।

ନିବେଶ
ଟଙ୍କାକୁ କେବଳ ସଞ୍ଚୟ କରି ନୁହେଁ ବରଂ ଏହାକୁ ଅନ୍ୟ ସ୍ଥାନରେ ନିବବେଶ କରିବା ମଧ୍ୟ ସିଖନ୍ତୁ। ଆପଣ ମ୍ୟୁଚୁଆଲ ଫଣ୍ଡ ଫିକ୍ସ ଡିପୋଜିଟ ଆଦିରେ ନିବେଶ କରିପାରିବେ।

କ୍ରେଡିଟ କାଡ ପ୍ରୟୋଗ ବନ୍ଦ କରନ୍ତୁ

ଅଧିକାଂଶ ଯୁବପିଢ଼ୀଙ୍କ ଏହା ଅଭ୍ୟାସ ହୋଇଗଲାଣି ବ୍ୟାଙ୍କରୁ କ୍ରେଡିଟ କାଡ ନେଇ ଆବଶ୍ୟକରୁ ଅଧିକ ଟଙ୍କା ଖର୍ଚ୍ଚ କରିବା। ଏହାକୁ ବନ୍ଦ କରିବା ଆବଶ୍ୟକ। ନଚେତ କରଜରେ ବୁଢ଼ିବା ଥୟ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.