ଓଡ଼ିଶା: ଆଜିର ଫଟୋ (ଜୁନ ୧୬, ୨୦୨୧)
ଭୁବନେଶ୍ୱରରେ କର୍ମକ୍ଷେତ୍ରକୁ ଯିବାକୁ ଅପେକ୍ଷାରତ ଶ୍ରମିକ ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ କଟକଣା ମାନୁ ନ ଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ...
ଓଡ଼ିଶା: ଆଜିର ଫଟୋ (ଜୁନ ୧୭ , ୨୦୨୧)
ଲକଡାଉନ ନିଅମ କୋହଳ ପରେ ରାଜମହଲ ରୁ ଶିଶୁଭବନ ଛକ ରୋଡ କଡରେ ଗାଡିକୁ ପାର୍କିଙ୍ଗ କରାଯାଇଛି ଲକଡାଉନ ନିଅମ କୋହଳ ହେବା ପରେ ଲୋକଙ୍କ...
ଓଡ଼ିଶା: ଆଜିର ଫଟୋ (ଜୁନ ୧୫, ୨୦୨୧)
ଶିବ ପାର୍ବତୀ ବିବାହ ଲାଗି ପୁରୁଣା ଭୁବନେଶ୍ୱର ଗୁଆଝର ପରିସରରେ ଚନ୍ଦନ ଉତ୍ସବ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧବାର୍ଷିକୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖ...
ଓଡ଼ିଶା: ଆଜିର ଫଟୋ (ଜୁନ ୨, ୨୦୨୧)
ଭୁବନେଶ୍ୱର ବିନ୍ଦୁସାଗରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଚାପ ଖେଳ ଭୁବନେଶ୍ୱରରେ ବର୍ଷା ଯୋଗୁଁ ଗରମରୁ ଆଶ୍ବସ୍ତି ଭୁବନେଶ୍ୱର ରସୁଲଗଡ଼ରେ ମାଛ କିଣିବାକୁ...
ଓଡ଼ିଶା: ଆଜିର ଫଟୋ (ଜୁନ ୬, ୨୦୨୧)
ଭୁବନେଶ୍ୱରେ ସପ୍ତାହନ୍ତ ବନ୍ଦ ର ଦୃଶ୍ୟ ରାଜମହଲ ଛକରେ ୨ଜଣ ମହିଳା ଟଲିରେ କବାଡିଆ ଜିନିଷ ଲଦି ରୋଡ ରେ ଯାଉଛନ୍ତି ଆଗକୁ ସାବିତ୍ରୀ ଅଶୋକ...
ଓଡ଼ିଶା: ଆଜିର ଫଟୋ (ଜୁନ ୨୨ , ୨୦୨୧)
ଭୁବନେଶ୍ୱରରେ ପ୍ରବଳ ବର୍ଷା କଟକ ଦୋଳମୁଣ୍ଡାଇ ରାସ୍ତା ପାର୍ଶ୍ୱରେ ଛତା ବିକ୍ରୟ କରୁଛନ୍ତି ବ୍ୟବସାୟୀ ଭୁବନେଶ୍ୱରରେ ଖବରକାଗଜ ବିତରକମାନଙ୍କ ଲାଗି ବିଏମସି ତରଫରୁ...
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୮, ୨୦୨୧ )
ଶୁକ୍ରବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ବର୍ଷା ବେଳର ଦୃଶ୍ୟ କଟକ ଯୋବ୍ରା ରିଂ ରୋଡ ପାର୍ଶ୍ୱରେ ଜଣେ ବ୍ୟବସାୟୀ ବିକ୍ରୟ ପାଇଁ ମାସ୍କ ଗୁଡିକୁ ସଜାଇ...
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୬, ୨୦୨୧)
ଭୁବନେଶ୍ୱର ଶିଶୁଭବନ ଅଞ୍ଚଳରେ ମୌସୁମୀ ବର୍ଷାର ଦୃଶ୍ୟ ଭୁବନେଶ୍ୱର ରାଜମହଲ ଛକରେ ହେଲମେଟ୍ ଚେକିଂ ଶିଶୁଭବନ ପରିସରରେ ଥିବା ଆହାର କେନ୍ଦ୍ର ସମ୍ମୁଖରେ...

କଟକ ତାଳଦଣ୍ଡା କେନାଲରେ ବତକମାନେ ଜଳକ୍ରୀଡା କରୁଛନ୍ତି
ଆଗକୁ ୨ ଦିନ ଶଟ୍ଡାଉନ୍ ହେବାକୁଥିବାରୁ ହାଟରେ ଲୋକଙ୍କ ପ୍ରବଳ ଭିଡ
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆରଟିପିସିଆର ପରୀକ୍ଷାକୁ ଲୋକମାନେ ଅପେକ୍ଷା କରିଛନ୍ତି
ରାଜମହଲ ଛକରେ ପୋଲିସ ବିନା କାରଣରେ ଯାତାୟାତ କରୁଥିବା ଲୋକମାନଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି।

