E-Paper
  • logo
  • Saturday 30th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ଜନ୍ମଦିନରେ ସ୍ବାମୀଙ୍କଠାରୁ ଏମିତି ଖାସ୍‌ ପ୍ରତିଶ୍ରୁତି ପାଇଲେ ନେହା କକ୍କର
4:32 pmJune 6, 2021

ବଲିଉଡ୍‌ ଗାୟିକା ନେହା କକ୍କର ଆଜି ନିଜର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ଏହି ଜନ୍ମଦିନକୁ ଅତି ସ୍ବତନ୍ତ୍ର ଭାବରେ ସେ ପାଳନ କରିଛନ୍ତି। ରୋନପ୍ରୀତ ଏହି ଅବସରରେ ସୋସିଆଲ ମିଡିଆରେ ନେହାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ଜଣାଇଛନ୍ତି। କେବଳ ଏତିକି ନୁହେଁ, ସେ ଜୀବନର ପ୍ରତ୍ୟେକ ମିନିଟରେ ତାଙ୍କୁ ଭଲ ପାଇବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ରୋହନପ୍ରୀତ ସିଂ ବିବାହ ପରେ ନେହା କକ୍କରଙ୍କ ପ୍ରଥମ ଜନ୍ମଦିନରେ ଏକ ସୁନ୍ଦର ଫଟୋ ସହିତ ଏକ ପୋଷ୍ଟ ଶେୟାର କରିଛନ୍ତି, ଫଟୋରେ ନେହା ତାଙ୍କ ସ୍ବାମୀମୀଙ୍କ କୋଳାଗ୍ରତ କରିଥିବା ନଜର ଆସିଛନ୍ତି। ସେ ଏହି ଫଟୋ ସହିତ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ସେ ଲେଖିଛନ୍ତି- ମୋ ପ୍ରେମର ମୋର ରାଣୀ ନେହା କକ୍କର, ଆଜି ତୁମର ଜନ୍ମଦିନ। ମୁଁ ଆଜି ପର୍ଯ୍ୟନ୍ତ ଯେତିକି ତୁମର ଯତ୍ନ ନେଇଛି ଆଗାମୀ ଦିନରେ ମୁଁ ତୁମର ଅଧିକ ଯତ୍ନ ନେବି। ତୁମେ ମୋତେ ପ୍ରତ୍ୟେକଥର ବହୁତ ମିଠା ଲାଗୁଛ! ମୁଁ ତୁମକୁ ପ୍ରତିଜ୍ଞା କରୁଛି ଯେ ମୁଁ ମଧ୍ୟ ତୁମକୁ ସମସ୍ତ ଖୁସି ଦେବି। ମୁଁ ତୁମ ସ୍ବାମୀ ହୋଇଥିବାରୁ ଗୌରବାନ୍ବିତ ମନେ କରୁଛି ବୋଲି ରୋହନ କହିଛନ୍ତି। ଦୁହେଁ ଗତ ବର୍ଷ ଅର୍ଥାତ୍‌ ଅକ୍ଟୋବର ୨୦୨୦ରେ ବିବାହ କରିଥିଲେ। ବିବାହ ପରେ ରୋହନ ଏବଂ ନେହା ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ଶେୟାର କରି ପରସ୍ପରକୁ ପ୍ରେମ କରନ୍ତି।

 Rohanpreet Singh, Neha Kakkar birthday special, Neha Kakkar birthday, Neha Kakkar, Rohanpreet Singh Special Post, Rohanpreet Singh feelings to Neha, Rohanpreet promised Neha Kakkar, नेहा कक्कड़, रोहनप्रीत


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ବୋଲ୍ଡ ସିନ୍‌ ପୂର୍ବରୁ ଅଭିନେତ୍ରୀ-ଅଭିନେତା ପରସ୍ପରକୁ ପଚାରୁଥିଲେ ଏମିତି ପ୍ରଶ୍ନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ରାଧିକା ଆପ୍ଟେ ବଲିଉଡର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଏବଂ ବୋଲ୍ଡ ଦୃଶ୍ୟ ସବୁବେଳେ ଚର୍ଚ୍ଚାରେ ଥାଏ। ସେ ଯେକୌଣସି...

ଏକଦା ଶାହାରୁଖ୍‌ କହିଥିଲେ ଯାହା ମୋ’ ପାଖରେ ଅଛି ଅମିତାଭଙ୍କ ପାଖରେ ନାହିଁ, କାରଣ ଜାଣିଲେ…

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ୍‌ଙ୍କୁ ପ୍ରଥମେ ‘କଫି ଓ୍ବିଥ୍‌ କରଣ’ର ପ୍ରଥମ ସିଜିନରେ କରଣଙ୍କ ସହ ଦେଖିବାକୁ ମିଳିଥିଲା। ତେଣୁ ତାଙ୍କର ମଜାଳିଆ ଶୈଳୀକୁ ସେଠାରେ ଥିବା...

ସ୍ବାମୀଙ୍କ ସହ ସମସ୍ତ ଫଟୋ ସୋସିଆଲ୍‌ ମିଡିଆରୁ ହଟାଇଲେ ଏହି ଅଭିନେତ୍ରୀ

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି। ଏବେ ଚର୍ଚ୍ଚା ହେଉଛି ନୁଶ୍‌ରତ୍‌ କୁଆଡେ ୬ ମାସର...

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

ଶୁଟିଂ ସେଟ୍‌ରେ ମାଗାଜିନ୍‌ ପଢ଼ୁପଢ଼ୁ ହିରୋଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଅଭିନେତ୍ରୀ ନୂତନ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପାଗଳ କରି ଦେଉଥିଲେ। ସେ ୪ ଜୁନ୍‌ ୧୯୩୬ ରେ ଜନ୍ମଗ୍ରହଣ କରିଥିଲେ। ନୂତନ ସର୍ବଦା...

ଅଭିନେତ୍ରୀ ପାୟଲ ଗିରଫ

ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍‌ପ୍ରେସର...

ଲକ୍‌ଡାଉନରେ ଡ୍ରାଇଭ୍‌ କରି ଫସିଲେ ଦିଶା-ଟାଇଗର

ମୁମ୍ବାଇ: ବି-ଟାଉନର ଲଭ୍‌ବାର୍ଡ ଦିଶା ପଟାନୀ ଓ ଟାଇଗର ଶ୍ରଫ୍‌ଙ୍କୁ ଲକ୍‌ଡାଉନରେ ଘରୁ ବାହାରିବା ମହଙ୍ଗା ପଡ଼ିଛି। ମଙ୍ଗଳବାର ଏହି ଚର୍ଚ୍ଚିତ ଯୋଡ଼ି ଡ୍ରାଇଭ୍‌ରେ ବାହାରିଥିବା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ରାଶିଫଳ: ସୋମବାର, ଜୁନ୍‌ ୭ ତାରିଖ – Daily Horoscope
Next Post Next post:
ଦଳ କହିଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିଦେବି: ୟେଦ୍ୟୁରପ୍ପା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts