ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସୋସିଆଲ୍ ମିଡିଆରେ ୟାମୀଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଫଟୋ ପାରମ୍ପରିକ ଲାଲ୍ ଶାଢି ପିନ୍ଧgିଥିବାର ନଜର ଆସିଥିଲେ। ପ୍ରଶଂସକଙ୍କ ସହ ସେଲିବ୍ରିଟି ମଧ୍ୟ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି। ୟାମିଙ୍କ ସହ-ଅଭିନେତା ବିକ୍ରାନ୍ତ ମ୍ୟାସି ମଧ୍ୟ ତାଙ୍କୁ ରାମେ ମା’ ବୋଲି ଡାକିଥିଲେ। ଅଭିନେତ୍ରୀ କଙ୍ଗନା ରାଣାୱତ ବିକ୍ରାନ୍ତଙ୍କ ଏହି କମେଣ୍ଟକୁ ପସନ୍ଦ କରି ନଥିଲେ। ବିକ୍ରାନ୍ତ ୟାମିଙ୍କ ଫଟୋରେ ଲେଖିଥିଲେ, ଶୁଦ୍ଧ ଏବଂ ପବିତ୍ର ରାଧେ ମା’ଙ୍କ ପରି। ଏହା ଉପରେ କଙ୍ଗନା କହିଛନ୍ତି, କେଉଁଠୁ ଆସିଲା ଏହି ଅସରପା, ମୋ ଚପଲ ଆଣ। ରାଧେ ମା’ ନିଜକୁ ଦେବୀଙ୍କ ଅବତାର ବୋଲି ବର୍ଣ୍ଣନା କରନ୍ତି। ସେ ଅନେକ ଥର ବିବାଦରେ ଅଛନ୍ତି। କନ୍ୟା ପରି ରାଧେ ମା’ ସବୁବେଳେ ନାଲି ପୋଷାକରେ ଦେଖାଯାଆନ୍ତି।
ବୋଲ୍ଡ ନଜରରେ ଏହି ଅଭିନେତ୍ରୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ତାଙ୍କର ହଟ୍ ଏବଂ ସିଙ୍ଗଲ ଫଟୋ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି।...
ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ
ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍ପ୍ରେସର...
ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…
ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।...
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...
ଭିଣୋଇଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ପ୍ରଥମ ସ୍ତ୍ରୀ କବିତା, ମା’ ସେମାନଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲେ: ରାଜ କୁନ୍ଦ୍ରା
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ୨୦୦୯ରେ ବିବାହ କରିଥିଲେ। ସେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ହାତ ଧରିଥିଲେ। ବିବାହ ପୂର୍ବରୁ ରାଜ ବିବାହିତ ଥିଲେ...
ମା’ ହେବାକୁ ଯାଉଛନ୍ତି ନୁଶ୍ରତ୍! ସ୍ବାମୀ କହିଲେ ଜାଣିନି, ୬ ମାସ ହେବ ମୁଁ ଅଲଗା ରହୁଛି
ତୃଣମୂଳ କଂଗ୍ରେସ ଏମ୍ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍ରତ୍ ଜାହାଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ରରେ ସଫଳ କ୍ୟାରିୟର, ନିର୍ବାଚନରେ ଜିତିବା ଏବଂ ନିଖିଲ ଜୈନଙ୍କୁ...
ବିବାହ ପୂର୍ବରୁ ଏହି ଅଭିନେତାଙ୍କ ସହ ଥିଲା ନୁସରତଙ୍କ ସମ୍ପର୍କ
କୋଲକାତା: ବେଙ୍ଗଲି ଅଭିନେତ୍ରୀ ତଥା ଏମ୍ପି ନୁସରତ ଜାହାଁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନୁସରତ ନିଖିଲ ଜୈନଙ୍କୁ ବିବାହ କରିଥିବା...
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ
ହଲିଉଡ ଅଭିନେତ୍ରୀ ଲିସା ବାନେସଙ୍କ ପରଲୋକ ଘଟିଛି। ନ୍ୟୁୟର୍କ ସହରରେ ଘଟିଥିବା ଏକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କୁ ଗୁରୁତର ଅବସ୍ଥାରେ...


