E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ଅଭିନୟକୁ ବାଏ ବାଏ କହିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
1:46 pmJune 12, 2021

ବମ୍ବେ: କଥାରେ ଅଛି ମା’ ହେବା ପରେ ନାରୀଟିଏ ପୂର୍ଣ୍ଣତା ପାଏ। ନିଜର ସନ୍ତାନକୁ ଠିକ୍‌ ଭାବେ ଲାଳନପାଳନ କରିବା ପାଇଁ ମା’ଟିଏ ସବୁ ତ୍ୟାଗ କରିପାରେ। ସେଭଳି କିଛି କରିଛନ୍ତି ଅଭିନେତ୍ରୀ ଅନିତା ହସନନ୍ଦାନୀ। ଟେଲି ପରଦାର ଏହି ଲୋକପ୍ରିୟ ଅଭିନେତ୍ରୀ ଅଭିନୟକୁ ବାଏ ବାଏ କହିଛନ୍ତି।

ନିକଟରେ ସେ ମା’ ହୋଇଥିଲେ। ଏବେ ସେ ନିଜର ଶିଶୁପୁତ୍ର ସହ ସମୟ ଅତିବାହିତ କରୁଛନ୍ତି। ହେଲେ ସେ ଅଭିନୟକୁ ଶୀଘ୍ର ଫେରିପାରନ୍ତି ବୋଲି ଆଶା କରାଯାଉଥିଲା। ମାତ୍ର ନା। ଏକ ସାକ୍ଷାତକାରରେ ଅନିତା ଆଉ ଅଭିନୟକୁ ଫେରିବେ ନାହିଁ ବୋଲି କହିଛନ୍ତି। ସେ ଏବେ ପୁଅଙ୍କ ସହ ଘରେ ରହିବାକୁ ଚାହୁଁଛନ୍ତି। କାମ କରିବା ଦ୍ୱାରା ତାହା ସମ୍ଭବ ହେବ ନାହିଁ ବୋଲି ଅନିତା କହିଛନ୍ତି।

ତେବେ ପୂର୍ବରୁ ମା’ ହେବା ପରେ ଇଣ୍ଡଷ୍ଟ୍ରୀ ଛାଡ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। କାରଣ ପିଲାକୁ ସମୟ ଦେବାଠାରୁ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ଲାଗୁନାହିଁ। କେବେ ସେ ପୁଣି ଫେରିବେ ତାହା ସେ ଜାଣନ୍ତି ନାହିଁ ବୋଲି ଅନିତା ମଧ୍ୟ କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ନିଆଙ୍କ ଉପରେ ରାଗିଗଲେ ଦେବୋଲିନା: କହିଲେ ‘ଖାଲି ଫ୍ୟାଶନ୍‌ ଦେଖାଇଲେ ହେବନି; ମଣିଷ ହେବା ଲାଗି…’

ବମ୍ବେ: ଟୁଇଟରରେ ଟଣାଓଟରା। କିଏ ଠିକ୍‌ କିଏ ଭୁଲ କହିବା ମୁସ୍କିଲ। ହେଲେ ପରୋକ୍ଷରେ ଆରୋପ ପ୍ରତ୍ୟାରୋପ ସହ ଅଭିନୟକୁ ନେଇ କଥା କଟାକଟି ଜାରି...

ସୁଶାନ୍ତ ସିଂ ରାଜପୁତଙ୍କୁ ପ୍ରଥମେ ଏମିତି ମିଳିଥିଲା ଅଭିନୟର ସୁଯୋଗ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍‌ ୨୦୨୦ରେ ନିଜ ବାନ୍ଦ୍ରା ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯାହା ପରେ ସୁଶାନ୍ତ...

ସ୍ବାମୀଙ୍କ ସହ ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ‘କାଣ୍ଟା ଲଗା’ ଗର୍ଲ ଭାବରେ ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶେଫାଳି ଜରିଓ୍ବାଲା ନିଜର ସାହସିକତା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।...

ବ୍ରିଟିଶ ଖବରଦାତାଙ୍କ ପ୍ରେମରେ ପଡ଼ି ଲିଭ୍‌ଇନ୍‌ରେ ରହୁଥିଲେ ଆମିର, ଏବେ ଲୁଚାଛପାରେ ରହିଛି ପୁଅ !

ବମ୍ବେ: ଚାକଚକ୍ୟ ଏବଂ ଗ୍ଲାମର ଜଗତ ବାହାରୁ ଯେତିକି ସୁନ୍ଦର, ସେତିକି ବିବାଦୀୟ ମଧ୍ୟ। ଅନେକ ଗୁଜବକୁ ନେଇ ମଧ୍ୟ ବଲିଉଡର ପରିବେଶ ସରଗରମ ରହିଥାଏ।...

ସ୍ବାମୀଙ୍କ ନାଁରେ ଚାଞ୍ଜଲ୍ୟକର ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲ ବ୍ରେକଅପ ହେବାକୁ ଯାଉଛନ୍ତି।...

ସ୍ତ୍ରୀଙ୍କୁ ମାରପିଟ୍‌ କରି ଗିରଫ ହେଲେ ଏହି ଅଭିନେତା

ଅନେକ ଦିନ ଧରି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ଥିବା ଖବର ଆସିଥିଲା। ଏବେ...

ବିଗ୍‌ବିଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ

ଚଳଚ୍ଚିତ୍ର ଜଗତରେ ଶୁଟିଂ ସମୟରେ ଏପରି କିଛି ଘଟଣା ଘଟି ଥାଏ ଯାହା ସର୍ବଦା ସ୍ମରଣୀୟ। ଏପରି ଅନେକ କାହାଣୀ ଅଛି, ଯାହାକୁ ଅଭିନେତ୍ରୀ ୱାହିଦା...

ଗର୍ଭବତୀ ଥିବା ଏହି ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଜଣେ ଅଭିନେତା

ଫିଲ୍ମ ‘ବଧାଇ ହୋ’ ସହିତ ଦୀର୍ଘ ସମୟ ପରେ ସିନେମାକୁ ଫେରିଥିବା ନୀନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସ୍ବାମୀଙ୍କଠାରୁ ଛାଡ଼ପତ୍ର କଥା ଶୁଣି ସ୍ତ୍ରୀ ନେଲେ ଚରମ ପଦକ୍ଷେପ, ଜାଣିଲେ…
Next Post Next post:
ୟୁଜି,ପିଜି ପରୀକ୍ଷାକୁ ନେଇ ଏଭଳି ନିଷ୍ପତ୍ତି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts