ଜାତୀୟ ପୁରସ୍କାର ବିଜେତା କନ୍ନଡ ଅଭିନେତା ସଞ୍ଚାରୀ ବିଜୟ ସୋମବାର ପରଲୋକ ଘଟିଛି। ଶନିବାର ରାତିରେ ବେଙ୍ଗାଲୁରୁ ନିକଟରେ ବିଜୟଙ୍କର ଗାଡି ଦୁର୍ଘଟଣା ଘଟିଥିଲା। ଏଥିରେତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି କାରଣରୁ, ୨୮ ବର୍ଷିୟ ସଞ୍ଚାରୀ କୋମାକୁ ପଳାଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ମଧ୍ୟ ଅପରେଶନ କରାଯାଇଥିଲା। କିନ୍ତୁ ସେ ଜୀବନର ଯୁଦ୍ଧରେ ହାରିଯାଇଥିଲେ। ଅଭିନେତା ସୁଦୀପ ଟୁଇଟ୍ କରି ପ୍ରଶଂସକଙ୍କୁ ଏହି ଦୁଃଖଦ ଖବର ଦେଇଛନ୍ତି। ଅସେ ଟୁଇଟ୍ କରି ଲେଖିଛନ୍ତି ଯେ, ସଞ୍ଚାରୀ ବିଜୟ ଶେଷ ନିଶ୍ୱାସ ତ୍ୟାଗ କରିବା ଅତ୍ୟନ୍ତ ନିରାଶାଜନକ। ସେ ଏହି ଲକଡାଉନରେ ତାଙ୍କ ଦୁଇଥର ଭେଟିଥିଲେ। ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ସେ ଉତ୍ସାହିତ ଥିଲେ। ମୁଁ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ଗଭୀର ସମବେଦନା ଜଣାଉଛି।
ସଞ୍ଚାରୀ ବିଜୟଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ବିଜୟଙ୍କ ମସ୍ତିଷ୍କ ମୃତ, ଏହା ପରେ ତାଙ୍କ ପରିବାର ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ତାଙ୍କ ଭାଇ ସିଦ୍ଧେଶ ଦେଇଛନ୍ତି। ତାଙ୍କ ଦେହାନ୍ତରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ୨୦୧୫ ଚଳଚ୍ଚିତ୍ର ‘ନାନୁ ଆଭାନାଲା ଆଭାଲୁ’ରେ କାମ କରିବା ପରେ ସଞ୍ଚାରୀ ବିଜୟ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ।
ମା’ଙ୍କ ୩୩ ବର୍ଷ ପୁରୁଣା ଶାଢ଼ିକୁ ପିନ୍ଧି ବିବାହ ମଣ୍ଡପରେ ବସିଥିଲେ ଏହି ଅଭିନେତ୍ରୀ; କିଛି ଏଭଳି ଥିଲା…
ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ୟାମି ଗୌତମ। ହିମାଚଳ ପ୍ରଦେଶରେ ଆୟୋଜିତ ଉତ୍ସବରେ ପରିବାରଲୋକଙ୍କ ଗହଣରେ ଆଦିତ୍ୟ ଧରଙ୍କ ହାତ ଧରିଥିଲେ...
ମଲାଇକାଙ୍କ ସହ ଡେଟ୍ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…
ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...
ଏତିକି ଟଙ୍କାର ବଙ୍ଗଳାରେ ରୁହନ୍ତି ଅଭିନେତ୍ରୀ ସୋନମ କପୁର
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଭରଗ୍ରୀନ ଅଭିନେତା ଅନିଲ କପୁରଙ୍କ ଝିଅ ହୋଇଥିଲେ ମଧ୍ୟ ସୋନମ...
ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍: ଗାଡି ରୋକିଲା ପୋଲିସ
ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ...
କବୀର ସିଂର ଦୁଇ ବର୍ଷ ପରେ ସାହିଦ୍ ଶେୟାର କଲେ ଏମିତି ଭିଡିଓ, ପ୍ରଶଂସକ କହିଲେ…
ବଲିଉଡ୍ ଅଭିନେତା ସାହିଦ କପୁର ଏଯାବତ୍ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ‘କବୀର ସିଂ’ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା।...
ଗୌହରଙ୍କଠାରୁ କରନ୍ ସିଂହ ଗ୍ରୋଭର: ସର୍ବସମ୍ମୁଖରେ ଚାପୁଡ଼ା ଖାଇଛନ୍ତି ଏସବୁ କଳାକାର; କାରଣ ଜାଣିଲେ…
ବମ୍ବେ: ବଲିଉଡ୍ କଳାକାରଙ୍କ ପରି ଟେଲି କଳାକାରମାନେ ନିଜର ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଜୀବନର ଛୋଟବଡ଼...
ତପୁ ମିଶ୍ର ଗୁରୁତର: ଭଗବାନଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କଲେ ବୁଦ୍ଧାଦିତ୍ୟ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଓଲିଉଡର ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରେ ଲାଗିଛି। ସେ ଏବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...
ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ
ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍ପ୍ରେସର...


