ପ୍ରସିଦ୍ଧ ଅଭିନେତ୍ରୀ ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ହିନ୍ଦୀ ଟିଭି ଜଗତରେ ଏକ ଜଣାଶୁଣା ନାମ। ସେ ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖାଯାଏ। ମୋନାଲିସା ପ୍ରାୟତଃ ତାଙ୍କ ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କ ସହିତ ଯୋଡି ହୋଇ ରୁହନ୍ତି ଏବଂ ସେମାନଙ୍କ ମନୋରଞ୍ଜନ କରନ୍ତି। ନିକଟରେ ତାଙ୍କର ଏକ ଭିଡିଓ ପୋଷ୍ଟ ଭାଇରାଲ୍ ହୋଇଛି। ଏଥିରେ ତାଙ୍କ ସ୍ବାମୀ ବିକ୍ରାନ୍ତ କହିଛନ୍ତି ଯେ, ମୁଁ ତୁମର ସମସ୍ତ ଇଚ୍ଛା ପୂରଣ କରିବି। ଏହାର ଉତ୍ତରରେ ମୋନାଲିସା କହିଛନ୍ତି ଯେ, ମୋତେ ଗୋଲାପୀ ରଙ୍ଗର ସିଙ୍ଗଡା ଆଣି ଦିଅ। ଯାହା ପରେ ବିକ୍ରାନ୍ତ ଚକିତ ହୋଇପଡିଥିଲେ। ଏହି ମଜାଳିଆ ଭିଡିଓଟିକୁ ପାଖାପାଖି ୭୦ ହଜାର ଲୋକ ଦେଖି ସାରିଲେଣି।
ମୋନାଲିସା ଏବେ ହାଇଦ୍ରାବାଦରେ ତାଙ୍କ ଶୋ ‘ନମକ ଇଶ୍କ କା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଲଗାତାର ସୋସିଆଲ ମିଡିଆରେ ସ୍ବାମୀଙ୍କ ସହ ପୁରୁଣା ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି।
ବଡ଼ ଘରେ ଜନ୍ମ ହୋଇ ସୁଦ୍ଧା ହୋଟେଲରେ ଓ୍ବେଟର ଭାବେ କାମ କରିଥିଲେ ଏହି ଅଭିନେତ୍ରୀ , ଜାଣନ୍ତୁ କାହିଁକି
ବଡ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ କାମ କରିଥିଲେ। ସେହି ଅଭିନେତ୍ରୀ...
ଦୀପିକା-ଯୁବରାଜଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକ୍ଅପ୍
କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସର୍ବଦା ସମ୍ପର୍କ ରହିଆସିଛି। ଅଭିନେତ୍ରୀ ଏବଂ କ୍ରିକେଟ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସବୁବେଳେ ଲାଗି ରହିଥାଏ। ଅନେକ କଳାକାର କ୍ରିକେଟର୍ଙ୍କୁ...
ଏହି ଅଭିନେତ୍ରୀଙ୍କ ପାଇଁ ସଲମାନଙ୍କ ସହ ଝଗଡ଼ା କରିଥିଲେ ଶାହରୁଖ
ବଲିଉଡ ଇଣ୍ଡଷ୍ଟ୍ରିରେ କିଙ୍ଗ ଖାନ ନାମରେ ଜଣାଶୁଣା ଶାହରୁଖ ଖାନ ସର୍ବଦା ବିବାଦ ଘେରରେ ରହିଥାନ୍ତି। ତେବେଶାହରୁଖଙ୍କ ସଲମାନଙ୍କ ସହ ଦୀର୍ଘ ଦିନ ଧରି ବିବାଦ...
ଚିତ୍ର ଆଙ୍କିବାରେ ମନ
କରୋନା ଦ୍ୱିତୀୟ ଲହର ପାଇଁ ଏବେ ତ ଶୁଟିଂ ବନ୍ଦ ଅଛି। ବସିବା ଅପେକ୍ଷା କାଶିବା ଭଲ। ତେଣୁ ଘରେ ବସି ରହିବା ଅପେକ୍ଷା ଜାହ୍ନବୀ...
ବିବାହକୁ ନେଇ ଚର୍ଚ୍ଚାରେ ଏହି ଅଭିନେତା: ୩୮ ବର୍ଷ ବୟସରେ ସ୍ତ୍ରୀଙ୍କୁ କରିଥିଲେ ଦ୍ୱିତୀୟ ବିବାହ
ବଲିଉଡ୍ ଅଭିନେତା ଆଫତାବ ଶିବଦାସାନିଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ କିଛି କଥା। ହୁଏତ ଆଫତାବ ଚଳଚ୍ଚିତ୍ର କ୍ୟାରିୟର...
ସୁଶାନ୍ତ ସିଂ ରାଜପୁତଙ୍କୁ ପ୍ରଥମେ ଏମିତି ମିଳିଥିଲା ଅଭିନୟର ସୁଯୋଗ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍ ୨୦୨୦ରେ ନିଜ ବାନ୍ଦ୍ରା ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯାହା ପରେ ସୁଶାନ୍ତ...
ବଲିଉଡ୍ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି
ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା...
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...


