E-Paper
  • logo
  • Sunday 26th July 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ବିଗ୍‌ବିଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ
8:06 amJune 16, 2021

ଚଳଚ୍ଚିତ୍ର ଜଗତରେ ଶୁଟିଂ ସମୟରେ ଏପରି କିଛି ଘଟଣା ଘଟି ଥାଏ ଯାହା ସର୍ବଦା ସ୍ମରଣୀୟ। ଏପରି ଅନେକ କାହାଣୀ ଅଛି, ଯାହାକୁ ଅଭିନେତ୍ରୀ ୱାହିଦା ରେହମାନ ମନେପକାଇ ହସନ୍ତି। ଏକ ସାକ୍ଷାତକାରରେ ସେ ଅମିତାଭ ବଚ୍ଚନଙ୍କ ସହ ଶୁଟିଂର ଏକ ବିବରଣୀ କହିଥିଲେ।
ଫିଲ୍ମ ‘ରେଶମା ଅର ଶେରା’ର ଶୁଟିଂ ବେଳେ ସେ ଅମିତାଭଙ୍କୁ ଚାପୁଡ଼ା ମାରିବାର ଥିଲା। ୱାହିଦା ଥଟ୍ଟା କରି ଅମିତାଭଙ୍କୁ କହିଥିଲେ ଯେ, ମୁଁ ତୁମକୁ ଜୋରରେ ଚାପୁଡ଼ା ମାରିବି। ପରେ ଥଟ୍ଟାରେ କହୁଥିବା ଏହି କଥାଟି ସତ ହେଲା। ଶୁଟିଂ ସମୟରେ ସେ ଜୋରରେ ଚାପୁଡ଼ା ମାରିଲେ। ୱାହିଦା କହିଛନ୍ତି ଯେ, ଶୁଟିଂ ପରେ ଅମିତାଭ ମୋ ପାଖକୁ ଆସିଲେ ଏବଂ କହିଥିଲେ, ୱାହିଦା ଜୀ ବହୁତ ଭଲ ଥିଲା।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ସ୍ବତନ୍ତ୍ର ବିମାନରେ ଚିକିତ୍ସା ପାଇଁ ଆମେରିକା ଯିବେ ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତ ମେଡିକାଲ ଯାଞ୍ଚ ପାଇଁ ଆମେରିକା ଯିବେ। କରୋନା ମହାମାରୀ ହେତୁ ସେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ। କେନ୍ଦ୍ର ତାଙ୍କୁ ଯିବା...

ସ୍ବାମୀ ନିକ୍‌ଙ୍କ ନାଁରେ ନୁହେଁ, ଜାଣନ୍ତୁ ପ୍ରିୟଙ୍କା କାହା ନାଁରେ ଗୋଡ଼ରେ କଲେ ଟାଟୁ; ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ରୁ ଓଲିଉଡ୍‌ ପର୍ଯ୍ୟନ୍ତ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍‌ ଜୋନାସ କିଛି ନା କିଛି କାରଣକୁ...

ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଭାବପ୍ରବଣ ହେଲେ ଅଙ୍କିତା

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଅଙ୍କିତା ସୁଶାନ୍ତଙ୍କ ପ୍ରତି ତାଙ୍କ ପ୍ରେମ ବ୍ୟକ୍ତ...

ଜାଣନ୍ତୁ କିଏ ସେହି ‘ଚେଲ୍ଲମ ସାର୍‌’; ‘ଫ୍ୟାମିଲି ମ୍ୟାନ୍‌-୨’ରେ ଯାହାଙ୍କ ଚରିତ୍ର ଜିଣୁଛି ହୃଦୟ…

ବମ୍ବେ: ରିଲିଜ୍‌ ପରଠାରୁ ଦର୍ଶକଙ୍କ ମନ ଜିଣୁଛି ‘ଦ ଫ୍ୟାମିଲି ମ୍ୟାନ୍‌ ସିଜନ ୨’। ସିରିଜର ପ୍ରତ୍ୟେକଟି ଚରିତ୍ର ସ୍ବତନ୍ତ୍ର ଛାପ ଛାଡ଼ୁଥିବା କୁହାଯାଉଛି। ଏସବୁ...

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

ଶାହରୁଖ ଦେଇଥିବା ୩୦୦ ଟଙ୍କାକୁ ୮ ବର୍ଷ ହେଲା ପାଖରେ ରଖିଛନ୍ତି ଅଭିନେତ୍ରୀ

ନୂଆଦିଲ୍ଲୀ,୧୭।୬: ୨୦୧୩ରେ ରିଲିଜ ହୋଇଥିଲା ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’। ଏହି ବ୍ଲକବଷ୍ଟର ଫିଲ୍ମର ଆଇଟମ ସଙ୍ଗ୍‌ର ଶୁଟିଂବେଳେ ଶାହାରୁଖଙ୍କୁ...

ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍‌: ଗାଡି ରୋକିଲା ପୋଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ...

ଜାମିନ୍‌ରେ ମୁକୁଳି କରନ୍‌ଙ୍କ ପାଲଟା ଅଭିଯୋଗ: ମୋତେ ଫସାଇବା ପାଇଁ ସ୍ତ୍ରୀ ନିଜେ କାନ୍ଥରେ ନିଜ ମୁଣ୍ଡ ପିଟିଥିଲେ, ପରିବାରକୁ…

ବମ୍ବେ: ବିବାହର ୯ ବର୍ଷ ପରେ ସମ୍ପର୍କରେ ଫାଟ ନେଇ ନାନାଦି ଚର୍ଚ୍ଚା ପରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି କଥା। ଆମେ କଥା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସିଏମ୍‌ସି ଟିକାକରଣ ପ୍ରହସନ
Next Post Next post:
ପ୍ରେମ ପାଇଁ ୫ ଘଣ୍ଟାର ଆତଙ୍କ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts