E-Paper
  • logo
  • Saturday 26th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ରାତିଅଧରେ କରନ୍‌ ଜୋହରଙ୍କ ରୁମ୍‌କୁ ଯାଇଥିଲେ ଫରାହ ଖାନ୍‌; ବିବାହ ପାଇଁ କରିଥିଲେ ପ୍ରପୋଜ; ହେଲେ…
10:37 amJune 18, 2021

ବମ୍ବେ: ବଲିଉଡ୍‌ର ଖ୍ୟାତନାମା କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍‌ ଅନ୍ୟତମ। ଏବେ ଯାଏ ସେ ଶହେରୁ ଅଧିକ ଗୀତରେ କୋରିଓଗ୍ରାଫ କରିସାରିଛନ୍ତି। ଏହାଛଡ଼ା ଏକାଧିକ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ସେ। କର୍ମଜୀବନକୁ ଛାଡ଼ିଦେଲେ ବ୍ୟକ୍ତିଗତ ଜୀବନରେ ଫରାହ ଅନେକ ସେଲିବ୍ରିଟିଙ୍କ ଭଲ ବନ୍ଧୁ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିର୍ଦ୍ଦେଶକ କରନ୍‌ ଜୋହର। ହେଲେ ବହୁତ କମ୍‌ ଲୋକ ଜାଣନ୍ତି ଯେ ଏକଦା ଫାରହା କରନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।

ସାଜିଦ ଖାନ୍‌ ଏବଂ ରିତେଶ ଦେଶମୁଖଙ୍କ ଶୋ’ ‘ୟାରୋ କି ବାରାତ’ରେ କରନ୍‌ ଜୋହର ଫାରହାଙ୍କ ବିଷୟରେ ବଡ ଖୁଲାସା କରିଥିଲେ। ଫାରହା ତାଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିବାକୁ ଚାହୁଁଥିଲେ। ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁ ତାହା ସମ୍ଭବ ନୁହେଁ ବୋଲି କରନ୍‌ ଜବାବ ଦେଇଥିଲେ।

ଫିଲ୍ମ ‘କୁଛ କୁଛ ହୋତା ହେ’ର ଶୁଟିଂ ସ୍କର୍ଟଲ୍ୟାଣ୍ଡରେ ହେଉଥିଲା। ସେହି ସମୟରେ ସେ ନିଜ କୋଠରୀରେ ଥିବା ବେଳେ ଅଧାରାତିରେ ଫାରହା ତାଙ୍କ ପାଖରେ ପହଞ୍ଚିଯାଇଥିଲେ। ଏପରିକି ସେ ରହୁଥିବା ରୁମ୍‌ରେ ଭୂତ ଥିବା କଥା କହିଥିଲେ। କରନ୍‌ ଏଥିରେ ବିଶ୍ୱାସ କରି ନ ଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ବର୍ଷା ଉପରେ କାହିଁକି ରାଗିଲେ ଅନୁଷ୍କା…..

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ବର୍ତ୍ତମାନ...

ସଲମାନଙ୍କ ଉପରେ ରାଗିକରି ଚିତ୍କାର କରିଥିଲେ ଏହି ଅଭିନେତା, ଏପରି ଥିଲା ଭାଇଜାନଙ୍କ ପ୍ରତିକ୍ରିୟା

ସଲମାନ ଖାନ ନିଜର ଆଧିପତ୍ୟ ହେତୁ ବଲିଉଡରେ ବହୁତ ପ୍ରସିଦ୍ଧ। ତାଙ୍କ ଚଳଚ୍ଚିତ୍ର ସହିତ ତାଙ୍କ ରାଗ ପାଇଁ ସେ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ...

ଐଶ୍‌ଙ୍କ ଉପରେ ହାତ ଉଠାଇ ଦେଉଥିଲେ ସଲମାନ୍‌, ସହକଳାକାରଙ୍କ ସହ ସମ୍ପର୍କ ଥିବା ନେଇ କରୁଥିଲେ ସନ୍ଦେହ

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ପ୍ରେମ କାହାଣୀ ଭିତରୁ ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ଅନ୍ୟତମ। ଏକ ସମୟରେ ସେମାନଙ୍କ ବ୍ରେକ୍‌ଅପ୍‌ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା।...

‘ଥ୍ରୀ ଇଡିଅଟ୍ସ’ର ଏହି ଦୃଶ୍ୟ ଲାଗି ମଦ୍ୟପାନ କରିଥିଲେ କଳାକାର; ଆମିର ଦେଇଥିଲେ…

ବମ୍ବେ: ଚଳଚ୍ଚିତ୍ରରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକକୁ ବାନ୍ଧି ରଖେ। ଏଥିପାଇଁ ତ କିଛି ଦୃଶ୍ୟ କନ୍ଦାଏ ତ କିଛି ହସିବାକୁ ବାଧ୍ୟ କରେ। ସେଭଳି...

ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରସିଦ୍ଧ ଟେଲି ଅଭିନେତ୍ରୀ ତଥା ‘ଉତ୍‌ରନ’ ଫେମ୍‌ ଟିନା ଦତ୍ତ ତାଙ୍କ ବୋଲ୍ଡ ଫଟୋ ଏବଂ ଭିଡିଓ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଟିନା...

ସ୍ବାମୀଙ୍କ ନାଁରେ ଚାଞ୍ଜଲ୍ୟକର ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲ ବ୍ରେକଅପ ହେବାକୁ ଯାଉଛନ୍ତି।...

ଏହି ଫିଲ୍ମର ଶେଟ୍‌ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍‌; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍‌; ଏବେ…

ବମ୍ବେ: ସବୁକିଛି ତ ଠିକ୍‌ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍‌ ମେହେରା ଗିରଫ...

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଦୁଇ ଦୁଇ ଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..
Next Post Next post:
ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଘୋଷଣା: ଏହିସବୁ ଖେଳାଳି ବାଦ୍‌ ପଡିଲେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts