ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ ପ୍ରଥମେ କାଜଲଙ୍କ ବାପା ଗ୍ରହଣ କରି ନ ଥିଲେ। ଏନେଇ ସେ ଏକ ସପ୍ତାହ ଝିଅଙ୍କ ସହ ସେ କଥା ସହୋଇ ନ ଥିଲେ। ଅଜୟଙ୍କ ସହ ବିବାହ କରିବା କଥା ଉଠାଇବା ନେଇ ଝିଅଙ୍କ ଉପରେ ସେ ରାଗି ଯାଇଥିଲେ।
କାଜଲ ବିବାହ କରନ୍ତୁ ବୋଲି ବାପା ଚାହୁଁ ନ ଥିଲେ। କ୍ୟାରିୟରର ଶିଖରରେ ପହଞ୍ଚି ପଛକୁ ଫେରନ୍ତୁ ବୋଲି ସେ ଚାହୁଁ ନ ଥିଲେ। ଏ ନେଇ ସେ କାଜୋଲଙ୍କ ସହ ସେ ଏକ ସପ୍ତାହ କଥା ହୋଇ ନ ଥିଲେ। କିନ୍ତୁ ପରିଶେଷରେ ହଁ ଭରିବା ପରେ ଉଭୟଙ୍କ ବିବାହ ହୋଇ ଥିଲା।
କୋଦାଳ ଧରି ମାଟି ହାଣୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ରବିନା ତାଙ୍କ...
ସ୍ବାମୀଙ୍କ ସହ ସମସ୍ତ ଫଟୋ ସୋସିଆଲ୍ ମିଡିଆରୁ ହଟାଇଲେ ଏହି ଅଭିନେତ୍ରୀ
ତୃଣମୂଳ କଂଗ୍ରେସ ଏମ୍ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍ରତ୍ ଜାହାଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି। ଏବେ ଚର୍ଚ୍ଚା ହେଉଛି ନୁଶ୍ରତ୍ କୁଆଡେ ୬ ମାସର...
ଅଜୟ ଦେବଗନ୍ଙ୍କ କିଣିଲେ ନୂଆ ଘର: ଦାମ୍ ରହିଛି…
ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କର ଜୁହୁରେ ଏକ ସୁନ୍ଦର ବଙ୍ଗଳା ଅଛି। ଏଠାରେ ସେ ତାଙ୍କ ପରିବାର ସହିତ ରୁହନ୍ତି। ଏକ ଇନଡୋର ଜିମ ବ୍ୟତୀତ...
ଚୁମ୍ବନକୁ ନେଇ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ସର୍ବଦା କୁହନ୍ତି ମୁଁ ଅବିବାହିତା
ବଲିଉଡ୍ ଅଭିନେତା ଅଭିନେତ୍ରୀ ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...
କଙ୍ଗନାଙ୍କ ରାଗ ଦେଖି କରଣ ଛାନିଆ
ମୁମ୍ବାଇ: ବଲିଉଡ୍ କ୍ୱିନ୍ କଙ୍ଗନା ରାଣାଓ୍ବତ୍ ସବୁବେଳେ ନିଜ ଢଙ୍ଗରେ ଜବାବ ଦେବା ନେଇ ବେଶ୍ ଜଣାଶୁଣା। ପ୍ରତ୍ୟେକ ପ୍ରସଙ୍ଗରେ ସେ କିଛି ନା କିଛି...
କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି।...
ସଲମାନଙ୍କ ଉପରେ ରାଗିକରି ଚିତ୍କାର କରିଥିଲେ ଏହି ଅଭିନେତା, ଏପରି ଥିଲା ଭାଇଜାନଙ୍କ ପ୍ରତିକ୍ରିୟା
ସଲମାନ ଖାନ ନିଜର ଆଧିପତ୍ୟ ହେତୁ ବଲିଉଡରେ ବହୁତ ପ୍ରସିଦ୍ଧ। ତାଙ୍କ ଚଳଚ୍ଚିତ୍ର ସହିତ ତାଙ୍କ ରାଗ ପାଇଁ ସେ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ...
ଏହି ଅଭିନେତ୍ରୀଙ୍କ ପାଇଁ ସଲମାନଙ୍କ ସହ ଝଗଡ଼ା କରିଥିଲେ ଶାହରୁଖ
ବଲିଉଡ ଇଣ୍ଡଷ୍ଟ୍ରିରେ କିଙ୍ଗ ଖାନ ନାମରେ ଜଣାଶୁଣା ଶାହରୁଖ ଖାନ ସର୍ବଦା ବିବାଦ ଘେରରେ ରହିଥାନ୍ତି। ତେବେଶାହରୁଖଙ୍କ ସଲମାନଙ୍କ ସହ ଦୀର୍ଘ ଦିନ ଧରି ବିବାଦ...


