ସାବିତ୍ରୀ ପାଇଁ ଗହଳି
ଆସନ୍ତାକାଲି ସାବିତ୍ରୀ ବ୍ରତ । ଏଥିପାଇଁ ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲକଡାଉନ କଟକଣା ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ...
କୋଟିଏରୁ ଅଧିକ ହରାଇଲେ ରୋଜଗାର
କରୋନାର ଦ୍ୱିତୀୟ ଲହର ଏବେ ପୁରା ଦେଶକୁ ବେହାଲ କରି ଦେଇଛି। ଏମିତିକି ଦେଶର ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଛି। ସିଧା କଥାରେ...
କବାଟ ଖୋଲିଲେ ମୃତ୍ୟୁ
ଭାରତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ସେଥିମଧ୍ୟରୁ ଅନେକ ମନ୍ଦିର ବେଶ୍ ରହସ୍ୟମୟ। ସେହିପରି ଏକ ମନ୍ଦିର ହେଉଛି କେରଳର ଥିରୁବନନ୍ତପୁରମ୍ରେ ଅବସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର।...
ଜୋରଦାରରେ ଚାଲିଛି ରଥନିର୍ମାଣ
ପୁରୀରେ କଟକଣା ମଧ୍ୟରେ ରଥ ନିର୍ମାଣ କାମ କରାଯାଉଛି । ବର୍ତମାନ ରଥ ଚକା କାମ ଶେଷ ହେବାକୁ ଯାଉଥିବା ବେଳେ ଦଣ୍ଡା କାମ ଆରମ୍ଭ...
ବଢୁଛି ଡ୍ରଗ୍ସ ସେବନ
ଡ୍ରଗ୍ସ, ଯାହାର ନାମ ଶୁଣିବା ମାତ୍ରେ ହିଁ ମନକୁ ଚାଲିଆସେ ଏକ ନିରବ ବିଷ । ଏହା ଥରେ ମଣିଷକୁ କବଳିତ କରିଦେଲେ ଆଉ ତାଠାରୁ...
ତେଲ ଦର ଭାରି ବାଧୁଛି
ମହାମାରୀର ଏହି ସଂକଟ ସମୟରେ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି । ଦେଶର କିଛି ବଡ଼ବଡ଼...
ଲକଡାଉନରେ ରଜ
ବରଷକେ ଥରେ ଆସିଛି ରଜ । ରଜ ଆସିଲେ କୁଆଁରୀମାନଙ୍କ ମନରେ ଭରିଯାଏ ଆନନ୍ଦ । ହେଲେ ଏଥର କରୋନା କଟକଣା ଯୋଗୁଁ ରଜ ମଉଜ...
ପାନ୍ଥ ନିବାସରେ ରଜ ଉତ୍ସବ
ରାତି ପାହିଲେ ପହିଲି ରଜ । ଆଜି ସଜବାଜ । କିନ୍ତୁ ସବୁଠି ଖାଁ ଖାଁ ପରିବେଶ । ଭୁବନେଶ୍ୱର ପାନ୍ଥନିବାସରେ ନିରାଡମ୍ବର ଭାବରେ ପାଳନ...


