E-Paper
  • logo
  • Saturday 13th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ଫିଲ୍ମ ପିଛା ୫ରୁ ୭ କୋଟି ଚାର୍ଜ କରନ୍ତି ଏହି ଅଭିନେତା, ରହିଛି ଏକରୁ ବଳି ଏକ ଦାମୀ ଗାଡ଼ି; ପାଲଟିଛନ୍ତି…
12:19 pmJune 26, 2021June 27, 2021

ବମ୍ବେ: ବଲିଉଡ୍‌ର ଚକୋଲେଟ୍‌ ବୟ କହିଲେ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ବୁଝାଯାଏ। ସେ ନିଜର କ୍ୟୁଟ୍‌ନେସ୍‌ରେ ମହିଳା ପ୍ରଶଂସକଙ୍କ ହୃଦୟ ଚୋରି କରିଥାନ୍ତି। ଏହାଛଡ଼ା ପୁଅମାନେ ମଧ୍ୟ ତାଙ୍କର ଷ୍ଟାଇଲ୍‌କୁ ବେଶ୍‌ ଫଲୋ ମଧ୍ୟ କରନ୍ତି। ହେଲେ ସାଧାରଣ ଯୁବକରୁ ୟଙ୍ଗ ସେନଶେସନ ହେବାର ଯାତ୍ରା ସେତେଟା ସହଜ ନ ଥିଲା। ଏଥିପାଇଁ ଦୀର୍ଘ ୩ ବର୍ଷ ଧରି ସଂଘର୍ଷ କରିଥିଲେ ସେ।

ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ କାର୍ତ୍ତିକ। ୨୦୧୧ ଏହା ରିଲିଜ ହୋଇଥିବା ବେଳେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଫିଲ୍ମଟି ତାଙ୍କୁ ପରିଚୟ ଦେଇଥିଲା। ଏହାପରେ ସେ ‘ସୋନୁ କି ଟିଟୁ କି ସ୍ବିଟି, ଲୁକା ଛୁପ୍ପି, ପତି ପତ୍ନୀ ଔର ବୋ’ ଭଳି ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି।

ଗୋଟିଏ ଫିଲ୍ମ ପାଇଁ ୫ ରୁ ୭ କୋଟି ଟଙ୍କା ପାଉଣା ନେଇଥାନ୍ତି କାର୍ତ୍ତିକ। ଏଥିସହ ବିଜ୍ଞାପନକୁ ମିଶାଇଲେ ବର୍ଷକୁ ସେ ୩୬ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି। ଫଳରେ ଏବେ ସେ ବଲିଉଡ୍‌ର ଅନ୍ୟତମ କୋଟିପତି ଅଭିନେତା ପାଲଟିଛନ୍ତି। ମୁମ୍ବାଇର ବର୍ସୋବା ଭଳି ପୋଶ ଅଞ୍ଚଳରେ କାର୍ତ୍ତିକଙ୍କ ଭବ୍ୟ ଆପାର୍ଟମେଣ୍ଟ ରହିଛି। ଏହାର ଫଟୋ ସେ ସାମାଜିକ ଗଣମାଧ୍ୟମରେ ଛାଡ଼ିଥାନ୍ତି। ୨୦୧୭ରେ ଏକ ବିଏମ୍‌ଡବ୍ଲୁ କିଣିଥିଲେ କାର୍ତ୍ତିକ। ଏହାଛଡ଼ା ସେ ମା’ଙ୍କୁ ଏକ ମିନି କୁପର ଭେଟି ଦେଇଥିଲେ। ନିକଟରେ ସେ ଏକ ଦାମୀ ଲବୋର୍ଗିନି କାର କିଣିଛନ୍ତି, ଯାହାର ମୂଲ୍ୟ ୪.୫ କୋଟି ଟଙ୍କା।

ଉବଲବ୍ଧି ବିଷୟରେ କଥା ହେଲେ କାର୍ତ୍ତିକ ଫୋବ୍ସ ଇଣ୍ଡିଆ ସେଲିବ୍ରିଟି ତାଲିକାରେ ୬୭ତମ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ସେ ୧୦.୩୮ ଟଙ୍କା ରୋଜଗାର କରିଥିଲେ। ପ୍ରଶଂସକ ଦେଖିଲେ ଇନଷ୍ଟାଗ୍ରାମରେ ୨୧.୬ ମିଲିୟନ ଲୋକ ତାଙ୍କୁ ଫଲୋ କରନ୍ତି। ସେହିଭଳି ଟୁଇଟରରେ ତାଙ୍କର ୧.୧ ମିଲିୟନ ଫଲୋଅର୍ସ ଅଛନ୍ତି।

ଆଗାମୀ ଦିନରେ କାର୍ତ୍ତିକ ‘ଧମାକା, ଭୁଲ ଭୁଲୈୟା ୨ ଭଳି ଫିଲ୍ମରେ ନଜର ଆସିବେ। ଏହାଛଡ଼ା ସେ ସତ୍ୟନାରାୟଣ କି କଥା ଭଳି ବଡ଼ ଫିଲ୍ମରେ କାମ କରିବା ନେଇ ନିକଟରେ ଘୋଷଣା କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ଚିତ୍ର ଆଙ୍କିବାରେ ମନ

କରୋନା ଦ୍ୱିତୀୟ ଲହର ପାଇଁ ଏବେ ତ ଶୁଟିଂ ବନ୍ଦ ଅଛି। ବସିବା ଅପେକ୍ଷା କାଶିବା ଭଲ। ତେଣୁ ଘରେ ବସି ରହିବା ଅପେକ୍ଷା ଜାହ୍ନବୀ...

ଏକଦା ଶାହାରୁଖଙ୍କୁ ‘କୁକୁର’ ବୋଲି ସମ୍ବୋଧନ କରିଥିଲେ ମିଷ୍ଟର ପରଫେକ୍ଟ: କହିଥିଲେ ‘ମୋ ପାଦ ଚାଟୁଛି’; ଆଉ…

ବମ୍ବେ: ବଲିଉଡ୍‌ର ମିଷ୍ଟର ପରଫେକ୍ଟ ନାମରେ ଖ୍ୟାତ ଆମିର ଖାନ। ଏକଦା ସେ ନିଜର ବ୍ଲଗରେ କିଙ୍ଗ ଖାନଙ୍କୁ ନିଜର କୁକୁର ବୋଲି କହିଥିଲେ। ଏହି...

ଆଖିବୁଜିଲେ ଏହି ଅଭିିନେତ୍ରୀ

ଅଭିନେତ୍ରୀ ତାର୍‌ଲା ଜୋଷୀଙ୍କ ପରଲୋକ ଘଟିଛି। ‘ସାରାଭାଇ ଭର୍ସେସ ସାରାଭାଇ’, ଏକ ହଜାରୋଁ ମେଁ ମେରୀ ବେହନା ହୈ ଭଳି ଅନେକ ସିରିଏଲରେ କାମ କରିଥିବା...

ଶିଳ୍ପାଙ୍କ ବନ୍ଧୁ ଥିଲେ ଟ୍ବିଙ୍କଲ ଖାନ୍ନା, ଯାହାଙ୍କୁ ଲୁଚିଲୁଚି ପ୍ରେମ କରୁଥିଲେ ଅକ୍ଷୟ; ଜାଣିବା ପରେ ପାଗେଳି ପ୍ରାୟ ହୋଇଯାଇଥିଲେ…

ବମ୍ବେ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାରଙ୍କ ନାମ ଏକାଧିକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ତନ୍ବଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଜଣେ। ଚଳଚ୍ଚିତ୍ର ‘ବାଜିଗର’ରୁ...

କେବଳ ବାପାଙ୍କ ଏହି ସର୍ତ୍ତ ପାଇଁ ଆଜି ବି କୁଆଁରୀ ଅଛନ୍ତି ଏକତା କପୁର, ହେଲେ ପୁଅକୁ ନେଇ ଭାରି ଖୁସି

ଟିଭିର କ୍ୱିନ୍‌ କୁହାଯାଉଥିବା ଏକତା କପୁରଙ୍କ ଆଜି ଜନ୍ମ ଦିନ। ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ଜିତେନ୍ଦ୍ର ଏବଂ ଶୋଭା...

ଏହି ଅଭିନେତ୍ରୀ ବିବାହ କରନ୍ତୁ ବୋଲି ଚାହୁଁ ନ ଥିଲେ ବାପା

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ...

ବିଶ୍ୱାସ କରିପାରୁନାହାନ୍ତି ରଣବୀର

ଗତ କିଛି ବର୍ଷ ମଧ୍ୟରେ ରଣବୀର ସିଂ ନିଜକୁ ଜଣେ ଲୋକପ୍ରିୟ ଅଭିନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ଯେ କୌଣସି ଭୂମିକା ହେଉ ତାହାକୁ ବେଶ୍‌...

ପାଣି ଟିକକ ପାଇଁ ହାତୀ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପଛରେ ବାଘକୁ ଦେଖି, ଜୀବନ ନେଇ ଦୌଡ଼ୁଥିଲେ…
Next Post Next post:
୨ ପ୍ରକାର ଭାକ୍ସିନ୍‌ ନେଲେ ବଢ଼ିବ ପ୍ରତିରୋଧକ ଶକ୍ତି, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts