ମୁମ୍ବାଇ, ୧।୬: ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ସହ ବିବାଦ ପାଇଁ ଏବେ ଚର୍ଚ୍ଚାରେ ଥିବା କେଆର୍କେ ଭାବେ ଜଣାଶୁଣା କମଲ ରଶିଦ ଖାନଙ୍କ ଘରୁ ଚୋରି ହୋଇଛି। ଚୋରି ବେଳର ସିସିଟିଭି ଫୁଟେଜ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ଲୁଚି ଲୁଚି ଘରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଉକ୍ତ ବ୍ୟକ୍ତି ତାଙ୍କ ଘରେ ଥିବା ଟଙ୍କା ଲୁଟି ନେଇଛନ୍ତି। ଯଥା ଶୀଘ୍ର ଚୋରକୁ ଧରିବା ପାଇଁ ମୁମ୍ବାଇ ପୋଲିସକୁ ଅନୁରୋଧ କରିଛନ୍ତି କେଆର୍କେ।
ଟୁଇଟରରେ କିଛି ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଗତ ରାତିରେ ଏହି ବ୍ୟକ୍ତି ମୋ ଘରେ ପଶି ଆସିଥିଲା। ସେଫ୍ ଭାଙ୍ଗି ସମସ୍ତ ଟଙ୍କା ନେଇଯାଇଛି। ଆଶା କରୁଛି ମୁମ୍ବାଇ ପୋଲିସ ଶୀଘ୍ର ଚୋରଙ୍କୁ ଧରିବେ। ସେ ଆଉ ଏକ ଟୁଇଟ୍ରେ ଲେଖିଛନ୍ତି, ମୋତେ ଡରାଇବା ପାଇଁ ଗୁଣ୍ଡା ଏଭଳି କରିଥାଇପାରନ୍ତି। କିନ୍ତୁ ମୁଁ ସେମାନଙ୍କୁ ଡରୁ ନାହିଁ। ସେମାନଙ୍କୁ ପ୍ରତ୍ୟେକ ଦିନ ମୋ ଘର ଭାଙ୍ଗିବାକୁ ଦିଅ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.