ଲା ପାଜ୍,୧୦।୬: ପାର୍ଲାମେଣ୍ଟରେ ହୋ ହଲ୍ଲା ଓ ଚପଲ ଫୋପାଡ଼ିବା ଘଟଣା କିଛି ନୂଆ ନୁହେଁ। କିନ୍ତୁ ଚୁଟି ଟଣାଟଣି ସହ ମୁଥ ମରାମରି ହେବା ଭଳି ଘଟଣା ଘଟିଛି ବଲିଭିଆ ପାର୍ଲାମେଣ୍ଟରେ। ପୂର୍ବତନ ରାଷ୍ଟ୍ରପତି ଜେନିନ୍ ଅନେଜ୍ଙ୍କ ଗିରଫକୁ ନେଇ ଶାସକ ଏବଂ ବିରୋଧୀ ଦଳ ସଦସ୍ୟ ମଙ୍ଗଳବାର ମୁହାଁମୁହିଁ ହୋଇଥିଲେ।
ମାସ ପାର୍ଟିର ଆଣ୍ଟୋନିଓ କୋଲକ୍ୟୁ ଓ ବିରୋଧୀ ଦଳର ନେତା ହେନରୀ ମଣ୍ଟେରିଓ ପରସ୍ପରକୁ ମୁଥ ଉପରେ ମୁଥ ମାରିଥିଲେ। ସେମାନଙ୍କୁ ଅଲଗା କରିଥିଲେ ପାର୍ଲାମେଣ୍ଟର ଅନ୍ୟ ସଦସ୍ୟମାନେ। ତାପରେ ଦୁଇ ମହିଳା ସିନେଟରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଫାଇଟ୍। ଉଲ୍ଲେଖଥାଉ କି, ମାର୍ଚ୍ଚରେ ରାଷ୍ଟ୍ରପତି ଜେନିନ୍ଙ୍କୁ ଆତଙ୍କବାଦ, ଅର୍ଥ ହେରଫେର, ଷଡ଼ଯନ୍ତ୍ର ଭଳି ସଙ୍ଗିନ ମାମଲାରେ ଗିରଫ କରାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.