ଆମ୍ବଗଛ ଉପରେ ଭାଲୁ
ନୂଆପଡ଼ା ଅଫିସ,୨୪।୫:ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ରେଙ୍ଗଟାପଡ଼ା ଗାଁର ଏକ ଆମ୍ବଗଛ ଉପରେ ଭାଲୁ ଚଢ଼ି ରହିଥିବା ଦେଖିବାକୁ ମିଳିଛି। ପାଣି କିମ୍ବା ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଶନିବାର ରାତିରେ ପଶି ଆସିଥିବା ଅନୁମାନ କରାଯାଉଛି।...
କରୋନାକୁ ହରାଇଲେ ମାସକର ଶିଶୁ
ନୂଆପଡ଼ା ଅଫିସ,୧୯।୫: କରୋନାର ଦ୍ୱିତୀୟ ଲହରରେ ଦିନକୁ ଦେଶରେ ୪ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସଙ୍କଟ ଜନକ ସ୍ଥିତିରେ ନୂଆପଡ଼ା ଜିଲାରୁ ଆସିଛି ଏକ ଖୁସି ଖବର। ମାସକର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇଥିବା ଜଣାପଡ଼ିଛି।...