ବାବୁ ମହଲ: ରଜ ମଉଜ
ଆମ ରାଜ୍ୟ ଓଡ଼ିଶାରେ ରଜ ପର୍ବର ରହିଛି ଏକ ସ୍ୱତନ୍ତ୍ର ବିଶେଷତ୍ୱ। ଗାଁ ଠାରୁ ସହର, ପିଲା ଠାରୁ ବୟସ୍କ ସଭିଏଁ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଦୋଳି ଖେଳ, ପିଠା ପଣା, ରଜ ପାନ ଆଦି ଏହି...
ଜୋରଦାରରେ ଚାଲିଛି ରଥନିର୍ମାଣ
ପୁରୀରେ କଟକଣା ମଧ୍ୟରେ ରଥ ନିର୍ମାଣ କାମ କରାଯାଉଛି । ବର୍ତମାନ ରଥ ଚକା କାମ ଶେଷ ହେବାକୁ ଯାଉଥିବା ବେଳେ ଦଣ୍ଡା କାମ ଆରମ୍ଭ ହୋଇଛି । ସେପଟେ କୁମ୍ଭାର ଶାଳାରେ ଲୁହାର କଣ୍ଟା ମଧ୍ୟ ପ୍ରସ୍ତୁତ କରାଯାଉଛି...
ସାବିତ୍ରୀ ପାଇଁ ଗହଳି
ଆସନ୍ତାକାଲି ସାବିତ୍ରୀ ବ୍ରତ । ଏଥିପାଇଁ ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲକଡାଉନ କଟକଣା ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିବାରୁ କମ ସମୟରେ କିଣାକିଣି କରିବାରେ ଲାଗିପଡିଛନ୍ତି ଲୋକେ ।...
କୋର୍ଟରେ 5G
ଟେକନୋଲୋଜି ଯେତେ ଆଗଉଛି ଟେକ୍ନୋଲୋଜି ସହିତ ମଣିଷ ମଧ୍ୟ ସବୁବେଳେ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି । ବଡବଡ ଜଟିଳ ସମସ୍ୟାର ସହଜ ସମାଧାନ କରିବା ପାଇଁ ନୂଆନୂଆ ଟେକ୍ନୋଲୋଜିକୁ ବ୍ୟବହାର କରୁଛି । ପ୍ରଥମେ ୨ଜି, ୩ଜି...
କବାଟ ଖୋଲିଲେ ମୃତ୍ୟୁ
ଭାରତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ସେଥିମଧ୍ୟରୁ ଅନେକ ମନ୍ଦିର ବେଶ୍ ରହସ୍ୟମୟ। ସେହିପରି ଏକ ମନ୍ଦିର ହେଉଛି କେରଳର ଥିରୁବନନ୍ତପୁରମ୍ରେ ଅବସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର। ଏହି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର କୁହାଯାଏ । ଏହି ମନ୍ଦିର...
କୋଟିଏରୁ ଅଧିକ ହରାଇଲେ ରୋଜଗାର
କରୋନାର ଦ୍ୱିତୀୟ ଲହର ଏବେ ପୁରା ଦେଶକୁ ବେହାଲ କରି ଦେଇଛି। ଏମିତିକି ଦେଶର ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଛି। ସିଧା କଥାରେ କହିବାକୁ ଗଲେ ମହାମାରୀ ସମୟରେ ଲୋକଙ୍କ ଆୟ ବହୁମାତ୍ରାରେ କମିଛି। ବର୍ତ୍ତମାନ ଦେଶର...