କ୍ରିକେଟର ବ୍ଲକବଷ୍ଟର ମାସ ଜୁନ ୨ରୁ ଆରମ୍ଭ ହେଉଛି। କ୍ରିକେଟ୍ ଦର୍ଶକମାନେ ଜୁନ ମାସରେ ୨୪ ଦିନ ଅନ୍ତର୍ଜାତୀୟ କ୍ରିକେଟ ଉପଭୋଗ କରିପାରିବେ। ଏଥିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ସିରିଜ ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ରୋମାଞ୍ଚ ମଧ୍ୟ ସାମିଲ ଅଛନ୍ତି। ପ୍ରଥମ ଥର ପାଇଁ ଇଂଲଣ୍ଡ ଏବଂ ଭାରତର ମହିଳା କ୍ରିକେଟ ଦଳ ମଧ୍ୟରେ ଗୋଲାପୀ ବଲ ଟେଷ୍ଟ ମଧ୍ୟ ଖେଳାଯିବ। ଟେଷ୍ଟ ସିରିଜ ବ୍ୟତୀତ ଏକଦିବସୀୟ ଏବଂ ଟି-୨୦ ସିରିଜ ମଧ୍ୟ ଦେଖିବାକୁ ମିଳିବ। ଜୁନ ମାସରେ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଉପରେ ନଜର ପକାଇବା…
ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ – ଟେଷ୍ଟ ମ୍ୟାଚ ଖେଳିବେ – ପ୍ରଥମ ଟେଷ୍ଟ ମ୍ୟାଚ – ଜୁନ ୨ – ଜୁନ ୬ନେଦରଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ – ପ୍ରଥମ ଏକଦିବସୀୟ – ଜୁନ ୨
ନେଦରଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ – ୨ୟ ଏକଦିବସୀୟ- ଜୁନ ୪
ନେଦରଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ – ୨ୟ ଏକଦିବସୀୟ- ଜୁନ ୭
ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ – ୨ୟ ଟେଷ୍ଟ ମ୍ୟାଚ – ଜୁନ ୧୧ରୁ ଜୁନ ୧୪
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ – ଜୁନ ୧୧ରୁ ଜୁନ ୧୧
ଇଂଲଣ୍ଡ ମହିଳା ବନାମ ଭାରତ ମହିଳା କ୍ରିକେଟ – ଗୋଟିଏ ଟେଷ୍ଟ ମ୍ୟାଚ – ଜୁନ ୧୫- ଜୁନ ୧୯
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ଦ୍ୱିତୀୟ ଟେଷ୍ଟ ମ୍ୟାଚ – ଜୁନ ୧୮ – ଜୁନ ୨୨
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ, ଭାରତ ବନାମ ନ୍ୟୁଜିଲାଣ୍ଡ – ଜୁନ ୧୮ – ଜୁନ ୨୨
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ପ୍ରଥମ ଟି-୨୦- ଜୁନ ୨୩
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ଦ୍ୱିତୀୟ ଟି-୨୦- ଜୁନ ୨୪
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ତୃତୀୟ ଟି -୨୦ ଅନ୍ତର୍ଜାତୀୟ – ଜୁନ ୨୬
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ପ୍ରଥମ ଟି-୨୦ – ଜୁନ୍ ୨୬
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ଦ୍ୱିତୀୟ- ଟି-୨୦ – ଜୁନ ୨୭
ଇଂଲଣ୍ଡ ମହିଳା ବନାମ ଭାରତ ମହିଳା – ପ୍ରଥମ ଏକଦିବସୀୟ ମ୍ୟାଚ – ଜୁନ୍ ୨୭
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ତୃତୀୟ ଟି-୨୦- ଅନ୍ତର୍ଜାତୀୟ ଜୁନ ୨୯
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ପ୍ରଥମ ଏକଦିବସୀୟ – ଜୁନ୍ ୨୯
ଇଂଲଣ୍ଡ ମହିଳା ବନାମ ଭାରତ ମହିଳା – ଦ୍ୱିତୀୟ ଏକଦିବସୀୟ – ଜୁନ୍ ୩୦
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.