ଲର୍ଡସ,୩।୬: ନ୍ୟୁଜିଲ୍ୟାଣ୍ଡର ଓପନର୍ ଡେଭନ କନୱେ ଇତିହାସ ସୃଷ୍ଟି କରିଛନ୍ତି। ସେ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୮୪ ତମ ଓଭରର ଚତୁର୍ଥ ବଲରେ କନୱେ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଥିଲେ। କନୱେ ତାଙ୍କର ଡେବ୍ୟୁ ମ୍ୟାଚରେ ଶତକ ସ୍କୋର କରିଥିଲେ। ସେ ଲର୍ଡସରେ ଏମିତି ରେକର୍ଡ କରିବାରେ ବିଶ୍ୱର ୬ଷ୍ଠ ଏବଂ ନ୍ୟୁଜିଲାଣ୍ଡର ଦ୍ୱାଦଶ ଖେଲାଳି ହୋଇଛନ୍ତି। କନୱେ ୧୧୬୩ ବଲରେ ନିଜର ଶତକ ପୂରଣ କରିଥିଲେ।
ଗାଙ୍ଗୁଲି ଲର୍ଡସରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ସେ ଇଂଲଣ୍ଡ ବିପକ୍ଷ ଡେବ୍ୟୁ ମ୍ୟାଚ୍ରେ ୧୩୧ ରନ୍ର ଚମତ୍କାର ଶତକ ହାସଲ କରିଥିଲେ। ଏହି ମ୍ୟାଚରେ ରାହୁଲ ଦ୍ରାବିଡ ୯୫ ରନ ସଂଗ୍ରହ କରିଥିଲେ। ଏହା ମଧ୍ୟ ଦ୍ରାବିଡଙ୍କ ଡେବ୍ୟୁ ମ୍ୟାଚ ଥିଲା। ଲର୍ଡସରେ ଡେବ୍ୟୁ ମ୍ୟାଚ୍ରେ ଶତକ ହାସଲ କରିଥିବା କନୱେ ତୃତୀୟ ବିଦେଶୀ ବ୍ୟାଟ୍ସମ୍ୟାନ ହୋଇଥିଲେ। ତାଙ୍କ ପୂର୍ବରୁ ହ୍ୟାରି ଗ୍ରାହାମ (୧୮୯୩) ଏବଂସୌରଭ ଗାଙ୍ଗୁଲି (୧୯୯୬) ଏହି କୀର୍ତ୍ତିମାନ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.