ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ତା’ଠୁ ଅଧିକ ସ୍ବାଦିଷ୍ଟ। ବର୍ଷାଦିନରେ ଆମ୍ବର ମଜା ନେବାକୁ ପ୍ରାୟ ସମସ୍ତଙ୍କୁ ବେଶି ପସନ୍ଦ ହୋଇଥାଏ। ଏହା ପୋଷକ ତତ୍ତ୍ୱ ସହ ଭିଟାମିନ ଇ, କପର, ପୋଟାସିୟମ, ଆଇରନ ଆଦିରେ ଭରପୂର ହୋଇଥାଏ। ଏହା ଶରୀର ପାଇଁ ସୁସ୍ଥକର ହେଲେ ମଧ୍ୟ ଏହାକୁ ଅଧିକ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ …
– ଆମ୍ବର ଉପରେ ଏକ ତରଳ ପଦାର୍ଥ ରହିଥାଏ। ଯାହାକୁ ଭଲ ଭବେ ସଫା ନ କରି ଖାଇବା ଦ୍ୱାରା ତାହା ଏତେ ସ୍ବାଦିଷ୍ଟ ଲାଗି ନ ଥାଏ। ଏହା ସହ ଅନେକ ଚର୍ମ ଜନିତ ସମସ୍ୟା ଉପୁଜାଇଥାଏ। ଏହାକୁ ଖାଇବା ଫଳରେ ଦେହ କୁଣ୍ଡାଇ ହୋଇ ଫଳିଯାଏ। ଏପରିକି ପଦାର୍ଥ ମୁହଁରେ ଲାଗିବାରୁ ମୁହଁରେ ଘା’ ମଧ୍ୟ ହେବାର ସମ୍ଭାବନା ଥାଏ।
-ଆମ୍ବରେ ପୋଷକ ତତ୍ତ୍ୱ ମିଳୁଥିଲେ ମଧ୍ୟ ଏହାକୁ ଅଧିକ ଖାଇବା ଫଳରେ ହଜମକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କଠାରେ ପୂର୍ବରୁ ଖାଦ୍ୟ ହଜମ ଜନିତ ସମସ୍ୟା ଥାଏ ତେବେ ଆପଣ ଏହାଠାରୁ ଯଥା ସମ୍ଭବ ଦୂରେଇ ରହିବାଉଚିତ।
-ଖାଇବା ଶେଷରେ ପ୍ରାୟ ସମସ୍ତେ ଆମ୍ବକୁ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଏହା ଏକ ଗରମ ଫଳ ହୋଇଥିବାରୁ ଏହାକୁ ଅଧିକ ଖାଇବା ଫଳରେ ମୁହଁରେ ଏହାର ପ୍ରଭାବ ପଡ଼ିଥାଏ।
-ମଧୁମେହ ଓ ନଳୀରେ ଘା’ ହୋଇଥିବା ବ୍ୟକ୍ତି ଏହାଠାରୁ ଦୂରେଇ ରହିବା ଭଲ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.