ଓ୍ବାଶିଂଟନ,୪।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିକମ୍ରେ ୨୦୨୩ ପର୍ଯ୍ୟନ୍ତ ଫେସ୍ବୁକ ବ୍ୟବହାର କରିପାରିବେ ନାହିଁ। କାରଣ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ ଶୁକ୍ରବାର ୨ ବର୍ଷ ପାଇଁ ବାସନ୍ଦ କରିଛି। ଏଭଳି ନିଷ୍ପତ୍ତି ଦ୍ୱାରା ଫେସବୁକ୍ ଦର୍ଶାଇ ଦେଇଛି ଯେ, କମ୍ପାନୀର ନୀୟମ ଭଙ୍ଗ କଲେ ବିଶ୍ୱ ନେତାଙ୍କୁ ମଧ୍ୟ ଛଡ଼ାଯିବ ନାହିଁ।
ଆମେରିକାର କାପିଟୋଲରେ ଜାନୁୟାରୀ ୬ ତାରିଖରେ ଘଟିଥିବା ଦଙ୍ଗା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାସନ୍ଦ କରିଥିଲା ଫେସବୁକ୍। ଏହାର ସ୍ବାଧୀନ ତଦାରଖ ବୋର୍ଡ ଟ୍ରମ୍ପଙ୍କ ଉପରୁ ଲାଗିଥିବା ବାସନ୍ଦାଦେଶକୁ ସମର୍ଥନ କରିଥିଲା। କିନ୍ତୁ ବୋର୍ଡ ପକ୍ଷରୁ କୁହାଯାଇଥିଲା, ଅନିର୍ଦ୍ଦିଷ୍ଟ ସମୟ ପାଇଁ ବାସନ୍ଦ କରାଯିବା ଉଚିତ୍ ନୁହେଁ। ଏଣୁ ୬ ମାସ ମଧ୍ୟରେ ଟ୍ରମ୍ପଙ୍କ ବାସନ୍ଦାଦେଶର ସମୟ ଧାର୍ଯ୍ୟ କରିବା ପାଇଁ କୁହାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.