ଓ୍ବାଶିଂଟନ,୩।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍ ଲ୍ୟାବ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଆମେରିକାର ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫୌସି ସନ୍ଦେହ ଘେରରେ ରହିଛନ୍ତି। ଆମେରିକା ଗଣମାଧ୍ୟମ ସଂସ୍ଥା ଓ୍ବାଶିଂଟନ ପୋଷ୍ଟରେ ଏସମ୍ପର୍କରେ ଖବର ପ୍ରକାଶ ପାଇଛି। ଆନ୍ଥୋନୀଙ୍କ ପାଖକୁ ଆସିଥିବା ୩୦୦୦ ପୃଷ୍ଠାର ଇ-ମେଲ୍ରୁ ଏହା ଜଣାପଡ଼ିଛି। ୨୦୨୦ ଜାନୁୟାରୀରୁ ଜୁନ୍ ମଧ୍ୟରେ ଏସବୁ ଇ-ମେଲ୍ ଆନ୍ଥୋନୀଙ୍କ ପାଖୁ ଆସିଛି। ଉହାନ୍ ଲ୍ୟାବ୍ର ବୈଜ୍ଞାନିକଙ୍କ ସହିତ ଆନ୍ଥୋନୀ ଯୋଗାଯୋଗରେ ରହିଥିଲେ। ମିଳିତ ଭାବେ କାମ କରିବାକୁ ଉହାନ୍ ଲ୍ୟାବ୍ରୁ ଆନ୍ଥୋନୀଙ୍କ ପାଖକୁ ଆସିଥିବା ଇ-ମେଲ୍ରେ ଉଲ୍ଲେଖ କରାଯାଇଛି। ଚାଇନା ବିଶେଷଜ୍ଞଙ୍କ ସହିତ ଆଲୋଚନା ପରେ ଆନ୍ଥୋନୀ ମାସ୍କ୍ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରିଥିବା କୁହାଯାଉଛି। ସେହିପରି ଆନ୍ଥୋନୀଙ୍କ ସହିତ ବିଲ୍ ଗେଟସ୍ଙ୍କ ହୋଇଥିବା ଆଲୋଚନା ଉପରେ ମଧ୍ୟ ଅଙ୍ଗୁଳି ଉଠିବାରେ ଲାଗିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.