ପ୍ରଦୂଷିତ ପରିବେଶ ଏବେ ଚିନ୍ତାର କାରଣ ସାଜିଛି। ଅନେକ କାରଣରୁ ଆମର ପରିବେଶ ସ୍ବାସ୍ଥ୍ୟୋପଯୋଗୀ ହେଉନାହିଁ। ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛେ। ତେଣୁ ବର୍ତ୍ତମାନ ଆମ ପରିବେଶ କିପରି ପ୍ରଦୂଷଣମୁକ୍ତ ରହିବ, ସେ ନେଇ ଆମେ ଯତ୍ନବାନ ହେବା ନିହାତି ଆବଶ୍ୟକ। ପ୍ରଥମେ ନିଜକୁ ବୃକ୍ଷରୋପଣ କାମରେ ସାମିଲ କରାନ୍ତୁ। ଏହାଦ୍ୱାରା ପରିବେଶ ଶାନ୍ତ ରହିବ ଏବଂ ବର୍ଷା ଠିକ୍ ଭାବରେ ହେବ। ଯଦି ଘର ଚାରିପଟରେ ଗଛ ଲଗାଇଛନ୍ତି ତେବେ ତାହାର ଯତ୍ନ ନିଅନ୍ତୁ। ଘରର ବାହାର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଯଦି ଘରେ କିଛି ଅଦରକାରୀ ସାମଗ୍ରୀ ଅଛି ତେବେ ସେଗୁଡ଼ିକୁ ବାହାରେ ନ ଫୋପାଡ଼ି ଗାତ ଖୋଳି ପୋତି ଦିଅନ୍ତୁ। ଆଜିକାଲି ଗାଡ଼ିମୋଟରରୁ ବାହାରୁଥିବା ଧୂଅଁା ପରିବେଶକୁ ପ୍ରଦୂଷିତ କରୁଛି। ତେଣୁ ସପ୍ତାହକୁ ଅନ୍ତତଃ ଥରେ ଗାଡ଼ି ନ ଚଲାଇ ସାଇକେଲ ବ୍ୟବହାର କରିପାରନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.