ଇଂଲଣ୍ଡ ମହାନ ଖେଳାଳି ବେନ ଷ୍ଟୋକ୍ସ ଆଜି ୩୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ସେ ଦୁନିଆର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ। ୨୦୧୧ରେ ଇଂଲଣ୍ଡ ପାଇଁ ଡେବ୍ୟୁ କରିଥିବା ଷ୍ଟୋକ୍ସ ପ୍ରଥମ ଦୁଇ ବର୍ଷରେ ଅଧିକ କିଛି କରିପାରି ନଥିଲେ। ୨୦୧୩ ଆଶେସ ସିରିଜର ପର୍ଥ ଟେଷ୍ଟରେ ସେ ପ୍ରଥମ ଥର ପାଇଁ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଲେ। ପର୍ଥରେ ଷ୍ଟୋକ୍ସ ଷଷ୍ଠ ନମ୍ବରରେ ବ୍ୟାଟିଂ ବ୍ୟାଟିଂର ଚତୁର୍ଥ ଇନିଂସରେ ୧୨୦ ରନ ସଂଗ୍ରହ କରିଥିଲେ। ଏହା ପରେ ଷ୍ଟୋକ୍ସ ପଛକୁ ଫେରି ନାହାନ୍ତି।
ବେନ ଷ୍ଟୋକ୍ସ ଇଂଲଣ୍ଡ ଦଳକୁ ଆସିବା ପରେ ପ୍ରଥମ ବର୍ଷରେ ତାଙ୍କର ଅସଦାଚରଣ ପାଇଁ ଚର୍ଚ୍ଚାରେ ଥିଲେ। ଗତ ଦଶ ବର୍ଷ ମଧ୍ୟରେ ଷ୍ଟୋକ୍ସଙ୍କୁ ମଧ୍ୟ ଦୁଇଥର ଗିରଫ କରାଯାଇଛି। ୨୦୧୨ ମସିହାରେ ଷ୍ଟୋକ୍ସଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ପୋଲିସ ଚେତାବନୀ ଦେଇ ଛାଡିଥିଲା। ୨୦୧୩ରେ, ବିଳମ୍ବିତ ରାତିରେ ମଦ୍ୟପାନ ଅଭିଯୋଗରେ ତାଙ୍କୁ ଇଂଲଣ୍ଡ ଲାୟନ୍ସ ଗସ୍ତରୁ ଘରକୁ ପଠାଯାଇଥିଲା। କିନ୍ତୁ କ୍ରିକେଟରେ ନିଜ ଶ୍ରେଷ୍ଠତ୍ୱ ଦେବାକୁ ସେ ଆଦୌ ଭୁଲି ନ ଥିଲେ। ନିଜ ଅଲରାଉଣ୍ଡର ପ୍ରଦର୍ଶନ ଜରିଆରେ ସେ ୨୦୧୯ ବିଶ୍ୱକପ୍ରେ ଇଂଲଣ୍ଡକୁ ଚାମ୍ପାୟନ କରାଇଥିଲେ।
ଭାରତୀୟ ଦଳରୁ ବାଦ୍ ପଡ଼ିବେ କେଉଁ ଖେଳାଳି? କୋହଲି ଦେଲେ ପରିବର୍ତ୍ତନ ନେଇ ବଡ଼ ସଙ୍କେତ
ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଳି ଟେଷ୍ଟ ଦଳରେ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ଦଳର ପ୍ରଦର୍ଶନର...
କୋପା ଆମେରିକା: କରୋନା ସତ୍ତ୍ୱେ ଆୟୋଜନକୁ ସୁପ୍ରିମକୋର୍ଟଙ୍କ ଅନୁମତି
ସାଓ ପାଉଲୋ,୧୨।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ପଥ ପରିଷ୍କାର ହୋଇଛି। କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ବ୍ରାଜିଲ ସୁପ୍ରିମକୋର୍ଟ ଏହି ଟୁର୍ନାମେଣ୍ଟ ଆୟୋଜନ...
ଚାମ୍ପିଅନ୍ ହେବା ପରେ ଭାରତୀୟ ଦଳକୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ନ୍ୟୁଜିଲାଣ୍ଡ ଅଧିନାୟକ
ସାଉଥାମ୍ପଟନ୍,୨୪।୫: କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ମୁକୁଟ ଜିତିଛି। ଐତିହାସିକ ବିଜୟ ପରେ ୱିଲିୟମସନ ବିରାଟ କୋହଲି ଏବଂ...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...
‘ଦି ହଣ୍ଡ୍ରେଡ୍’ରେ ଖେଳିବେ ୫ ଭାରତୀୟ
ଲଣ୍ଡନ, ୧୦।୬- ୟୁକେରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ଦି ହଣ୍ଡ୍ରେଡ’ମହିଳା କ୍ରିକେଟ ଟୁର୍ନାମେଣ୍ଟ। ଏଥିରେ ୫ ଭାରତୀୟ ମହିଳା ଖେଳାଳି ଅଂଶଗ୍ରହଣ...
ଫଲୋଅନ୍ ପରେ ବି ମ୍ୟାଚ୍ ଛଡ଼ାଇ ଆଣିଲା ମହିଳା ଦଳ
ବ୍ରିଷ୍ଟଲ,୧୯।୬: ଫଲୋଅନ୍ ପରେ ମ୍ୟାଚ୍ ବଞ୍ଚାଇବା କଷ୍ଟକର। କିନ୍ତୁ ଇଂଲଣ୍ଡ ମାଟିରେ ଏହା କରି ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚ୍ର ଉଭୟ ଇନିଂସରେ...
ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ
ଭୁବନେଶ୍ୱର(ସ୍ପୋଟର୍ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ...
ମ୍ୟାଚ୍ର ପ୍ରଥମ ବଲ୍ ସାମ୍ନା କରିବାକୁ ଭୟ କରୁଛନ୍ତି ଶୁଭମନ୍: ଜାଣନ୍ତୁ କାହିଁକି
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା...


