ନୂଆଦିଲ୍ଲୀ, ୧୬।୬: ମୁଁ ଅସୁସ୍ଥ ଥିଲା ବେଳେ ମୋ ପଛରେ ଷଡ଼ଯନ୍ତ୍ର ଚାଲିଥିଲା। ଦଳରେ ଫାଟ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ବୁଧବାର ଗଣମାଧ୍ୟମ ଆଗରେ ଏଭଳି ଦାବି କରିଛନ୍ତି ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ର ନେତା ଚିରାଗ ପାଶ୍ୱାନ।
ବିହାର ବିଧାନ ସଭା ନିର୍ବାଚନ ପରେ ଓ ପୂର୍ବରୁ ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ର କିଛି ନେତା ଦଳ ଭାଙ୍ଗିବାକୁ ଚାହୁଁ ଥିଲେ। ଏହି ଷଡ଼ଯନ୍ତ୍ରରେ ମୋ ଦଳର କିଛି ନେତା ମଧ୍ୟ ସାମିଲ ଥିଲେ। ଏହି ସମ୍ପର୍କରେ ଆଇସିୟୁରେ ଥିଲା ବେଳେ ମୋ ବାପା ଜଣାଇଥିଲେ। ଏଥିଲାଗି ସେ ଦାଦାଙ୍କ ସହ ମଧ୍ୟ କଥା ହୋଇଥିଲେ ବୋଲି ଚିରାଗ ଗଣମାଧ୍ୟକୁ କହିଛନ୍ତି। ଏହାଦ୍ୱାରା ଦଳରେ ଫାଟ ପାଇଁ ସେ ସିଧାସଳଖ ମୁଖ୍ୟ ମନ୍ତ୍ରୀ ନୀତିଶ କୁମାରଙ୍କ ଦଳକୁ ଟାଗେର୍ଟ କରିଛନ୍ତି।
ଦାଦା ପଶୁପତି କୁମାର ପରାସଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀ ନେଇଥିବା ନିଷ୍ପତ୍ତିକୁ ଚିରାଗ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ମୁଁ ସିଂହର ପୁଅ ବାପା ରାମବିଳାସ ପାଶ୍ୱାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦଳ ପାଇଁ ଲଢ଼େଇ ଜାରି ରହିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.