ଆଚାର୍ଯ୍ୟ ଚାଣକ୍ୟ ଜୀବନର ମୂଲ୍ୟବୋଧକୁ ବର୍ଣ୍ଣନା କରିବା ସହିତ ଜୀବନ ସହ ଜଡିତ ସମସ୍ତ ଦିଗକୁ ବ୍ୟାଖ୍ୟା କରିଛନ୍ତି। ସେ ବିଚଳିତ ବ୍ୟକ୍ତିଙ୍କୁ ବିଷାକ୍ତ ପ୍ରାଣୀ ସହିତ ତୁଳନା କରିଥିବାବେଳେ ସେ ମହିଳାମାନଙ୍କ ପାଇଁ ସ୍ବାମୀ-ଆଦେଶ ଏବଂ ସ୍ବାମୀ ଧର୍ମକୁ ଅଳଙ୍କାର ବୋଲି ବର୍ଣ୍ଣନା କରିଛନ୍ତି। ତାହାକୁ ସେ ବିଭିନ୍ନ ଶ୍ଳୋକରେ ବ୍ୟାଖ୍ୟା କରିଛନ୍ତି।
ଏହି ଶ୍ଳୋକରେ ଚାଣକ୍ୟ ସ୍ବାମୀଙ୍କ ନିର୍ଦ୍ଦେଶ ଏବଂ ସ୍ବାମୀ ଧର୍ମକୁ ମହିଳାଙ୍କ ଅଳଙ୍କାର ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଜଣେ ମହିଳା ଯିଏ ନିଜ ସ୍ବାମୀଙ୍କ ଛୋଟ ଛୋଟ ଆଦେଶକୁ ମଧ୍ୟ ମାନନ୍ତି, ତାଙ୍କର ଭାଗ୍ୟ ବଦଳିଯିବ।
ଅପରପକ୍ଷେ, ଯଦି ସେ ସ୍ବାମୀଙ୍କ ବିନା ଅନୁମତିରେ ଉପବାସ,ବ୍ରତ କରନ୍ତି, ତେବେ ସ୍ବାମୀଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାନ୍ତି।
ସମସ୍ତ ଶୁଭ କାର୍ଯ୍ୟ ଅପେକ୍ଷା ସ୍ବାମୀ ସେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଜଣେ ମହିଳା ଯିଏ ସ୍ବାମୀ-ଧର୍ମ ଅନୁସରଣ କରି ସ୍ବାମୀ-ସେବାରେ ଲାଗିଥାନ୍ତି, ତାଙ୍କୁ ପବିତ୍ର ନଦୀରେ ଦାନ, ଉପବାସ, ତୀର୍ଥଯାତ୍ରା କୌଣସି ଆବଶ୍ୟକତା ନାହିଁ। ବାସ୍ତବରେ, ସେ ସ୍ବାମୀ-ସେବାର ନିଜକୁ ଉତ୍ସର୍ଗ କରି ସମ୍ପୂର୍ଣ୍ଣ ଶୁଦ୍ଧ ଅଟନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.