E-Paper
  • logo
  • Wednesday 1st April 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ, ଫୁରସତ

ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି
11:52 amJune 23, 2021

ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍‌ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ ଓ ପୋଲିସ ବହୁ କସ୍‌ରତ କରିଥିଲେ। ହେଲେ ଶେଷରେ ଦେଖିବା ବେଳକୁ ସେମାନେ ଭ୍ରମରେ ପଡ଼ିଯାଇଥିବା ଜାଣିବାକୁ ପାଇଥିଲେ। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଜାପାନର ହାକିନୋହେ ସହରର ଉପକୂଳବର୍ତ୍ତୀ ଅଞ୍ଚଳରେ ଜଣେ ୟୁଟ୍ୟୁବର ତନାକା ନାତ୍ସୁକି ଏକ ମାଛର ଭିଡ଼ିଓ ଉତ୍ତୋଳନ କରୁଥିବା ସମୟରେ ହଠାତ୍‌ ଜଣେ ଯୁବତୀ ବୁଡ଼ୁଥିବାର ଦେଖିବାକୁ ପାଇଥିଲେ। ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପୋଲିସ, ଦମକଳବାହୀନି ଓ ଆମ୍ବୁଲାନ୍ସ ପହଞ୍ଚିଥିଲା। ଯୁବତୀଙ୍କୁ ଉଦ୍ଧାର ପାଇଁ ପୋଲିସ ଓ ଦମକଳବାହିନୀ ବହୁ କସ୍‌ରତ କରିଥିଲେ। ଉଦ୍ଧାର କରିବା ପରେ ଯୁବତୀଙ୍କୁ ନିରେଖି ଦେଖିବା ବେଳକୁ ସେ ମଣିଷ ନୁହଁନ୍ତ ବରଂ ସେକ୍ସ ଡଲ୍‌ ବୋଲି ଜଣାପଡ଼ିଥିଲା।

ଡଲ୍‌କୁ ଦେଖି ଉଦ୍ଧାରକାରୀ ଦଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତନାକା ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବେଳେ ୟୁଜର୍ସ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଲୋକଙ୍କ ପାଇଁ ଏହା ଫନି ଭିଡିଓ ହୋଇପାରେ କିନ୍ତୁ ଆମ୍ବୁଲାନ୍ସ, ପୋଲିସ ଓ ଦମକଳ ବାହିନୀଙ୍କ ପାଇଁ ଏହା ଜରୁରୀକାଳୀନ ସେବା। ଲୋକମାନେ ବୁଝିବା ଆବଶ୍ୟକ ଯେ, ନିଜର ଆବର୍ଜନାକୁ ସଠିକ୍‌ ଭାବରେ ପକାଇବା ଉଚିତ୍‌ ବୋଲି ଯୁଜର୍ସ କମେଣ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଜାପାନରେ ପ୍ରତି ବର୍ଷ ୨ହଜାର ସେକ୍ସ୍‌ ଡଲ୍‌ ବିକ୍ରି କରାଯାଏ। ଏହି ଡଲ୍‌ଗୁଡ଼ିକୁ ନିର୍ଦ୍ଧିଷ୍ଟ ଭାବେ ପୋତାଯିବା କିମ୍ବା ଜଳାଯିବାର ବ୍ୟବସ୍ଥା କରାଯାଇଥାଏ। ହେଲେ କିଛି ବ୍ୟକ୍ତି ଏହାକୁ ଏଭଳି ନ କରି ଏତେତେଣେ ଫୋପାଡ଼ିଦେଉଥିବା ଦେଖିବାକୁ ମିଳିଛି।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ, ଫୁରସତ View All

ପାଦୁକ ପାଣି ପିଇଲେ ଭଲ ହେଉଛି କରୋନା: ଭିଡ଼ିଓ ଭାଇରାଲ…

ରାଜଗଡ଼,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ରାଜଗଡ଼ ଜିଲାରେ ପାଦୁକ ପାଣି ପିଇଲେ କରୋନା ଭଲ...

ଏହି ପ୍ରାଚୀନ ଦୁର୍ଗରେ ହଠାତ୍‌ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ

ମଧ୍ୟପ୍ରଦେଶର ରାୟସେନର ପ୍ରାଚୀନ ଦୁର୍ଗରେ ଓଁ କାର ଆକୃତିର ଅଦ୍ଭୁତ ପ୍ରତିବିମ୍ବ ଦେଖିବାକୁ ମିଳିଛି। ରାୟସେନର ଉଚ୍ଚା ପାହାଡ଼ରେ ଥିବା ଏହି ପ୍ରାଚୀନ ଦୁର୍ଗରେ କିଛିଦିନ...

ମହିଳାଙ୍କ ପାଇଁ ସୁରକ୍ଷିତ ପର୍ଯ୍ୟଟନସ୍ଥଳୀ

ଭାରତରେ ଏମିତି କେତେକ ସ୍ଥାନ ଅଛି, ଯେଉଁଠାରେ ରାତି କଥା ତ ଛାଡ଼ ଦିନରେ ବି ମହିଳାମାନଙ୍କୁ ଏକୁଟିଆ କୁଆଡ଼େ ଯିବାବେଳେ ବେଶ୍‌ ସାବଧାନତା ଅବଲମ୍ବନ...

ମର୍ମନ୍ତୁଦ ରେଳ ଦୁର୍ଘଟଣା: ୫୦ରୁ ଅଧିକଙ୍କ ଜୀବନ ଗଲା…

କରାଚି,୭।୬: ପାକିସ୍ତାନରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଘୋଟକି ଅଞ୍ଚଳର ରେତି ଏବଂ ଡହାରକି ଷ୍ଟେଶନ ମଧ୍ୟରେ ସାର୍‌...

ଏଲିଜାବେଥ୍‌ଙ୍କ ଜନ୍ମଦିନ ସମ୍ମାନ ତାଲିକାରେ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ, ୧୩ା୬: କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଭାରତୀୟ ବଂଶୋଦ୍ଭବ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନାଁ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଜନ୍ମଦିନ ସମ୍ମାନ ତାଲିକାରେ...

ପ୍ରତ୍ୟର୍ପଣ ପାଇଁ ଡୋମିନିକା ରାଜି

ରୋଷେଉ,୩ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଅଡ଼ୁଆ ବଢ଼ିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ୧୩,୫୦୦ କୋଟି ଋଣ ଜାଲିଆତି କରି ଫେରାର ହୋଇଥିବା...

ପୂର୍ବତନ ପ୍ରେମିକଙ୍କୁ ଉପହାରରେ ଦେଇଥିଲେ ଗାଡ଼ି; ବ୍ରେକ୍‌ଅପ୍‌ ପରେ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଲେ ଯୁବତୀ; ଭିଡିଓ ଦେଖିଲେ…

ବ୍ୟାଙ୍କକ୍‌: ପୂର୍ବତନ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେଲେ ଜଣେ ଯୁବତୀ, ସେ ବି ଏମିତି ଯେ ଶୁଣିଲେ ଆପଣ ଚକିତ ହୋଇଯିବେ। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ...

ବିବାହ ମଣ୍ଡପରେ ଭିଣୋଇଙ୍କୁ ଜାବୁଡ଼ି ଧରି ଚୁମ୍ବନ ଦେଲେ ଶାଳୀ, ଭିଡିଓ ଭାଇରାଲ ପରେ…

ଏକ ବିବାହ ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାନ ଭଉଣୀ ଅର୍ଥାତ୍‌ ଶାଳୀ ଚୁମ୍ବନ ଦେବା ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ବିବାହ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଡବ୍ଲୁଟିସି ଫାଇନାଲର ଆଜି ଶେଷ ଦିନ: ବାହାରିପାରେ ଫଳାଫଳ
Next Post Next post:
ପଡିଆରେ ଟାଓ୍ବେଲ୍‌ ପିନ୍ଧି ଫିଲ୍ଡିଂ କଲେ ସାମି: ଦେଖନ୍ତୁ ଭିଡିଓ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts