ଏହି ୭ ଜିନିଷରେ ଭୁଲରେ ବି ଗୋଡ ବଜାନ୍ତୁ ନାହିଁ କି ମାରନ୍ତୁନି ଗୋଇଠା, ହୋଇଯିବେ ବରବାଦ..

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି, ବ୍ୟବସାୟ, ବନ୍ଧୁତା, ଶତ୍ରୁତା ହେଉ ଅଥବା ବୈବାହିକ ଜୀବନ ସହ ଜଡିତ ସମସ୍ୟା ସବୁକିଛିର ସମାଧାନ ନୀତିଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର ଲାଗୁଥିଲେ ହେଁ ଏହାକୁ ଗ୍ରହଣ କରୁଥିବା ଲୋକ ସଫଳ ହୋଇଥାନ୍ତି। ଏଭଳି କ୍ରମରେ ଚାଣକ୍ୟ ୭ ପ୍ରକାର ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କ ଦେହରେ ଭୁଲରେ ମଧ୍ୟ ଗୋଡ ବଜାଇବା ଉଚିତ ନୁହେଁ। ଏପରି କରୁଥିବା ବ୍ୟକ୍ତି ବରବାଦ ହୋଇଯାଏ। ଭଗବାନ ତାଙ୍କୁ କଦାପି କ୍ଷମା କରନ୍ତି ନାହିଁ। ଆସନ୍ତୁ ଜାଣିବା:

ଚାଣକ୍ୟ ଏହି ପଦରେ କହିଛନ୍ତି, ଅଗ୍ନି, ଗାଈ, ଗୁରୁ, ବ୍ରାହ୍ମଣ, କୁମାରି କନ୍ୟା, ବୃଦ୍ଧ ଏବଂ ଶିଶୁଙ୍କୁ ଭୁଲରେ ବି ଗୋଇଠା ମାରିବା ଉଚିତ ନୁହେଁ। ଏହାଛଡ଼ା ଅଗ୍ନି ଦେବତା ଭାବରେ ପରିଗଣିତ ହୋଇଥାନ୍ତି। ନିଆଁକୁ ସାକ୍ଷୀ ରଖି ଅନେକ କାର୍ଯ୍ୟ କରାଯାଇଥାଏ। ଏଣୁ ଏହାକୁ ପାଦ ଲଗାଇବା/ଗୋଇଠା ମାରିବା ଉଚିତ ନୁହେଁ।

ଗୁରୁ, ବ୍ରାହ୍ମଣ ଏବଂ ବୃଦ୍ଧ ଆମର ଉପାସକ। ତେଣୁ ଆମେ ସେମାନଙ୍କ ଦେହରେ କେବେ ବି ପାଦ ବଜାଇବା/ଗୋଇଠା ମାରିବା ଉଚିତ ନୁହେଁ। କନ୍ୟା ଓ ଶିଶୁ ଛୋଟ ହୋଇଥିଲେ ହେଁ ସେମାନଙ୍କୁ ସ୍ନେହ କରନ୍ତୁ। ସେହିଭଳି ଗାଈ ଦେହରେ ଗୋଡ ବାଜିବାକୁ ପାପ ବୋଲି କୁହାଯାଏ। କାରଣ ତା ଦେହରେ ଦେବତାମାନେ ବାସ କରନ୍ତି ବୋଲି କୁହାଯାଏ। ଏମିତିରେ ଯେଉଁ ମନୁଷ୍ୟ ଗାଈକୁ ଗୋଇଠା ମାରେ ସେ ବିପଦରେ ପଡେ ବୋଲି ଚାଣକ୍ୟ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.