ସ୍ତ୍ରୀ ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କ ପାଖରେ କିଛି ଗୁଣ, କିଛି ଶକ୍ତି ରହିଥାଏ। ଏହାଦ୍ୱାରା ସେମାନେ କାର୍ଯ୍ୟ ସିଦ୍ଧି କରନ୍ତି। ଆଚାର୍ଯ୍ୟ ଚାଣକ୍ୟ ନୀଜର ନୀତିଶାସ୍ତ୍ରରେ ରାଜା, ବ୍ରାହ୍ମଣ ଏବଂ ସ୍ତ୍ରୀଙ୍କ ସବୁଠାରୁ ବଡ ଶକ୍ତି କ’ଣ ତାହା ବର୍ଣ୍ଣନା କରିଛନ୍ତି।
ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି କୌଣସି ବ୍ରାହ୍ମଣର ଶକ୍ତି ତାର ଜ୍ଞାନ। ଯେଉଁ ବ୍ରାହ୍ମଣ ଯେତେ ଜ୍ଞାନୀ, ତାକୁ ସେତିକି ଅଧିକ ସମ୍ମାନ ମିଳିଥାଏ। ଈଶ୍ୱର ଏବଂ ଜୀବନ ସହ ଜଡ଼ିତ ଜ୍ଞାନ ହିଁ ବ୍ରାହ୍ମଣର ସବୁଠାରୁ ବଡ଼ ଶକ୍ତି ହୋଇଥାଏ।
କୌଣସି ସ୍ତ୍ରୀ ପାଇଁ ତାର ସୌନ୍ଦର୍ଯ୍ୟ ଏବଂ ଯୌବନ ବଡ଼ ଶକ୍ତି। ଯଦି ସ୍ତ୍ରୀଟିଏ ସୁନ୍ଦର ନ ଥାଇ ବି ମଧୁର ବ୍ୟବହାର କରିଥାଏ, ତେବେ ସେ ଜୀବନରେ କେବେ ବି ଦୁଃଖକଷ୍ଟର ସମ୍ମୁଖୀନ ହୋଇ ନ ଥାଏ। ଏଥିଯୋଗୁ ସ୍ତ୍ରୀଟିଏ ମାନ ସମ୍ମାନ ପ୍ରାପ୍ତ କରିଥାଏ।
କୌଣସି ରାଜାର ଶକ୍ତି ନିଜର ବାହୁବଳ। କାରଣ ଯେତେ ସେନା, ମନ୍ତ୍ରୀ ଥାଆନ୍ତୁ ନା କାହିଁକି ରାଜାକୁ ଶକ୍ତିବାନ ହେବା ଉଚିତ। ଯଦି କୌଣସି ରାଜା ଶକ୍ତିହୀନ ହୋଇଥିବା ବେଳେ ସୁଶାସନ କରିପାରେନାହିଁ। ବର୍ତ୍ତମାନ ସମୟରେ ରାଜାର ଅର୍ଥ ସରକାରୀ ମନ୍ତ୍ରୀ ଅଥବା ଅଧିକାରୀ ହୋଇପାରନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.