E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ଆଇଆଇଟି ଛାତ୍ରଙ୍କୁ ପ୍ରଥମେ ବିବାହ କରିଥିଲେ ନୀନା; ବର୍ଷେ ପରେ…
12:57 pmJune 16, 2021

ବମ୍ବେ: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ ରିଲିଜ ହୋଇଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ସେଥିରୁ ଗୋଟିଏ ହେଲା ତାଙ୍କର ପ୍ରଥମ ବିବାହ। ନୀନା ପ୍ରଥମେ ଜଣେ ଆଇଆଇଟି ଛାତ୍ରଙ୍କୁ ବିବାହ କରିଥିଲେ। ହେଲେ ଏହି ବିବାହ କେବଳ ଏକ ବର୍ଷ ଚାଲିଥିଲା।

ସେତେବେଳେ ନୀନା ସଂସ୍କୃତରେ ନିଜର ମାଷ୍ଟର ଡିଗ୍ରୀ କରୁଥିଲେ। ଏହି ସମୟରେ ସେ ଆଇଆଇଟି ଛାତ୍ର ଅମ୍ଳାନ କୁସୁମ ଘୋଷଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ କ୍ୟାମ୍ପସ ହେଉ ଅଥବା ହୋଟେଲ ନଚେତ ନୀନାଙ୍କ ଘର ପାଖରେ ଲୁଚିଛପି ମିଳାମିଶା କରୁଥିଲେ। ଅମ୍ଳାନଙ୍କ ପିତାମାତା ଅନ୍ୟ ସହରରେ ରହୁଥିଲେ ହେଲେ ତାଙ୍କ ଜେଜେବାପା ନୀନାଙ୍କ କଲୋନୀରେ ରହୁଥିଲେ। ଏଣୁ ଉଭୟ ପୂଜାପର୍ବ ଏବଂ ଛୁଟିଦିନ ଗୁଡ଼ିକ ଏକାସହ ବିତାଉଥିବା ନୀନା ପୁସ୍ତକରେ ଲେଖିଛନ୍ତି।

ପରେ ନୀନା-ଅମ୍ଳାନଙ୍କ ବିଷୟରେ ପରିବାରଲୋକ ଜାଣିଥିଲେ। ହେଲେ ବାଧା ନ ଉପୁଜାଇ ସେମାନେ ବିବାହ ପାଇଁ ରାଜି ହୋଇଥିଲେ। ଫଳରେ ସେମାନଙ୍କ ବିବାହ ହୋଇଥିଲା। ଏହାର କିଛି ଦିନ ପରେ ଉଭୟ ଉଭୟଙ୍କ ପାଇଁ ଠିକ୍‌ ଜୀବନସାଥୀ ହୋଇ ନ ଥିବା ସେମାନେ ହୃଦୟଙ୍ଗମ କରିଥିଲେ। ମାତ୍ର କେବେହେଲେ ଉଭୟ ଝଗଡ଼ା କରି ନ ଥିଲେ। ଉକ୍ତ ବିବାହକୁ ନେଇ ଏବେ ବି ମନରେ କୌଣସି କଟୁ ଭାବନା ନ ଥିବା ନୀନା କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

୫-ଜି ବିରୋଧରେ ଜୁହି

ଟେଲିକମ୍ୟୁନିକେଶନ ଇଣ୍ଡଷ୍ଟ୍ରିଗୁଡ଼ିକ ୫-ଜି ଟେକ୍ନୋଲୋଜି ଆଣିବା ଦୌଡ଼ରେ ସାମିଲ ହୋଇଥିବାବେଳେ ଭାରତରେ ଏହି ନେଟ୍‌ଓ୍ବର୍କ ବ୍ୟବସ୍ଥା ବିରୋଧରେ ବାହାରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ପରିବେଶ କର୍ମୀ...

ପ୍ରେମିକାଙ୍କ ବିବାହ ଖବର ଶୁଣି ସିଗାରେଟ୍‌ ଲଗାଇ ହାତ ପୋଡି ଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ହିନ୍ଦୀ ସିନେମାର ଜଣେ ମହାନ ଅଭିନେତ୍ରୀ ଥିଲେ ନର୍ଗିସ ଦତ୍ତ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଫାତିମା...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍‌ପ୍ରେସର...

ଏହି ଫିଲ୍ମର ଶେଟ୍‌ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍‌; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍‌; ଏବେ…

ବମ୍ବେ: ସବୁକିଛି ତ ଠିକ୍‌ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍‌ ମେହେରା ଗିରଫ...

ବୋଲ୍ଡ ନଜରରେ ଏହି ଅଭିନେତ୍ରୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ତାଙ୍କର ହଟ୍‌ ଏବଂ ସିଙ୍ଗଲ ଫଟୋ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି।...

ଆବର୍ଜନାରୁ ଉଠାଇ ଆଣିଥିବା ଝିଅକୁ ବାପାର ପରିଚୟ ଦେଇଛନ୍ତି ଏହି ଅଭିନେତା

ବଲିଉଡ ଅନେକ ତାରକା ଅଛନ୍ତି, ଯେଉଁମାନଙ୍କ ନିଜର ପିଲା ଥାଇ ସୁଦ୍ଧା ସେମାନେ ଅନାଥ ପିଲାମାନଙ୍କୁ ପୋଷ୍ୟ କରି ସେମାନଙ୍କୁ ବଞ୍ଚାଇ ଏକ ନୂତନ ଜୀବନ...

ସ୍ବାମୀଙ୍କ ସହ ସମସ୍ତ ଫଟୋ ସୋସିଆଲ୍‌ ମିଡିଆରୁ ହଟାଇଲେ ଏହି ଅଭିନେତ୍ରୀ

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି। ଏବେ ଚର୍ଚ୍ଚା ହେଉଛି ନୁଶ୍‌ରତ୍‌ କୁଆଡେ ୬ ମାସର...

ଜାମିନ୍‌ରେ ମୁକୁଳି କରନ୍‌ଙ୍କ ପାଲଟା ଅଭିଯୋଗ: ମୋତେ ଫସାଇବା ପାଇଁ ସ୍ତ୍ରୀ ନିଜେ କାନ୍ଥରେ ନିଜ ମୁଣ୍ଡ ପିଟିଥିଲେ, ପରିବାରକୁ…

ବମ୍ବେ: ବିବାହର ୯ ବର୍ଷ ପରେ ସମ୍ପର୍କରେ ଫାଟ ନେଇ ନାନାଦି ଚର୍ଚ୍ଚା ପରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି କଥା। ଆମେ କଥା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…
Next Post Next post:
ଗୋଟିଏ ଭୁଲ୍‌ ପାଇଁ କ୍ଷତି ହେଲା ୩୦ ହଜାର କୋଟି…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts