ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁର୍ସ ଖାଇଥାନ୍ତି। ତେବେ କାଜୁକୁ ଲୋକେ ତରକାରି ଓ ମିଠା ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। କେତେକ ମିଠା କେବଳ କାଜୁରେ ହିଁ ପ୍ରସ୍ତୁତି ହୋଇଥାଏ। ତେବେ ଏହା ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ପାଇଁ କାଜୁ ଆଦୌ ଲାଭ ଦାୟକ ହୋଇ ନ ଥାଏ ଜାରନ୍ତୁ ସେ ସମ୍ପର୍କରେ…
ପେଟ ସମସ୍ୟା ଥିବା ବ୍ୟକ୍ତି
ଯେଉଁ ବ୍ୟକ୍ତିଙ୍କ ପେଟ ସମସ୍ୟା ଥିବା ତାଙ୍କୁ କାଜୁ ଠାରୁ ଦୂରେଇ ରଖିବା ଜରୁରୀ । ନଚେତ ଏହି ସମସ୍ୟା ଅଧିକ ବଢ଼ିବାର ଆଶଙ୍କା ଦେଖାଯାଇଥାଏ।
ଉଚ୍ଚ ରକ୍ତ ଚାପ
ଏହି ବ୍ୟକ୍ତି ମଧ୍ୟ କାଜୁ ଖାଇବା ଉଚିତ ହୋଇ ନ ଥାଏ। କାରଣ ଏଥିରେ ଥିବା ସୋଡିୟମ ରକ୍ତଚାପକୁ ବଢ଼ାଇ ଦେଇଥାଏ।
ଅଧକପାଳ ମୁଣ୍ଡ ବିନ୍ଧା
ଅଧକପାଳ ମୁଣ୍ଡ ବିନ୍ଧା ହେଉଥିବା ଲୋକେ ଏହାକୁ ନ ଖାଇବା ଭଲ। ଏଥିରେ ଥିବା ଇମୋନି ଏସିଡ ମୁଣ୍ଡ ବିନ୍ଧା ବଢ଼ାଇଥାଏ।
ପିତ୍ତ କୋଶରେ ଷ୍ଟୋନ:
ପିତ୍ତ କୋଶରେ ଷ୍ଟୋନ ହୋଇଥିବା ଲୋକେ ଏହାକୁ ଖାଇବା ମନା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.