କରୋନା ସଂକ୍ରମଣ ହେବା ଆପଣଙ୍କ ଡାଏଟ୍ ସହିତ ଏକ ସଂଯୋଗ ମଧ୍ୟ ଅଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଶାକାହାରୀଙ୍କ ତୁଳନାରେ ମାଂସାହାରୀଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଥାଏ। ମେରିଲ୍ୟାଣ୍ଡର ଜନ୍ ହାପିଙ୍ଗ୍ସ ବଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ ହେଲ୍ଥ ଦ୍ୱାରା ଏହି ରିସର୍ଚ୍ଚ କରାଯାଇଛି।
ବିଶେଷଜ୍ଞମାନେ କହିଛନ୍ତି, ଶାକାହାରୀଙ୍କ ମଧ୍ୟରେ କରୋନା ସଂକ୍ରମଣରେ ଅବସ୍ଥା ଖରାପ ହେବାର ଆଶଙ୍କା ୭୩ ପ୍ରତିଶତ ରହିଛି। ଏଥିସହିତ ସାମୁଦ୍ରିକ ମାଛ ଖାଉଥିବା ଲୋକଙ୍କ ମଧ୍ୟରେ ୫୯ ପ୍ରତିଶତ ବିପଦ କମିଥାଏ।
୨,୮୮୪ ସଂକ୍ରମିତ ଫ୍ରଣ୍ଟ୍ଲାଇନ କର୍ମଚାରୀଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଶାକାହାରୀଙ୍କ ଅବସ୍ଥା ଖରାପ ହେବାର ଆଶଙ୍କା ବହୁତ କମ୍। ଶାକାହାରୀ ଖାଦ୍ୟରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ପୋଷକତତ୍ତ୍ୱ ରହିଥାଏ। କମ୍ ବିପଦର ଏହା ମଧ୍ୟ କାରଣ ହୋଇପାରେ। ଏହି ପୋଷକ ତତ୍ତ୍ୱ ରୋଗ ସହ ଲଢ଼େଇ କରିବାରେ ସହାୟକ ହୋଇଥାଏ।
ଦିନମାନର ଖାଦ୍ୟରେ ୫୦ ପ୍ରତିଶତର ଅଧିକ ଫଳ ଏବଂ ପନିପରିବା ଖାଆନ୍ତୁ। ଏଥିରେ ଶସ୍ୟ ମଧ୍ୟ ସାମିଲ କରନ୍ତୁ। ଅଣ୍ଡା, ମାଛ, ମାଂସ ଆଦି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.