E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ଶିଡ଼ି ଚଢ଼ିବାରେ ଶିଶୁକୁ ରୋକୁଛି କୁକୁର, କାରଣ ଜାଣିଲେ…
12:17 pmJune 16, 2021

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। ଆଜିକାଲି ଇଣ୍ଟରନେଟ୍‌ରେ ଏକ କୁକୁରର ଏମିତି ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ। ଏମିତିରେ କୁକୁର ସବୁଠୁ ବିଶ୍ୱସ୍ତ। କୁକୁରଠାରୁ ମଣିଷର ଭଲ ବନ୍ଧୁ କେହି ନାହିଁ।

ଭିଡିଓରେ କୁକୁରଟି ଛୋଟ ଶିଶୁକୁ ଶିଡ଼ିରେ ଚଢ଼ିବା ସମୟରେ ଅଟକାଉଛି। କାରଣ ଶିଶୁଟି କାଳେ ପଡ଼ିଯିବ। ତାକୁ ଆଘାତ ଲାଗିବ। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଶିଶୁଟି ଶିଡ଼ି ଚଢ଼ିବାକୁ ଚେଷ୍ଟା କରୁଛି। ମାତ୍ର କୁକୁର ଶିଡ଼ିରେ ତା’ ମୁଣ୍ଡ ରଖି ତାକୁ ବାଟ ଓଗାଳୁଛି। କେତେବେଳେ କେତେବେଳେ ପାଦ ଆଗକୁ ରଖିଦେଉଛି। କୁକୁରଟି ଏପରି କରିବାର ଉଦ୍ଦେଶ୍ୟ ହେଲା ଶିଶୁଟି କେମିତି ପଡ଼ି ନ ଯାଉ।

Happy Monday to this puppy preventing a baby climbing the stairs and to this puppy doggy only. pic.twitter.com/6BSktEb3pd

— Danny Deraney (@DannyDeraney) June 14, 2021

ଡ୍ୟାନି ଡେରେନି ନାମକ ଜଣେ ୟୁଜର ଭିଡିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାକି ଖୁବ୍‌ ଭାଇରାଲ ହେଉଛି। ଶିଶୁଟି ଯେତେଥର ଶିଡ଼ି ଚଢ଼ିବାକୁ ଚେଷ୍ଟା କରୁଛି କୁକୁରଟି ସେତେଥର ଅଟକାଉଛି। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୭୦୦୦ରୁ ଅଧିକ ଥର ଲୋକେ ଦେଖିସାରିଲେଣି। ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଛି। ଲୋକେ କୁକୁରର ଏପରି କାମକୁ ଖୁବ୍‌ ପ୍ରଶଂସା କରୁଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର

ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...

ସ୍ତ୍ରୀଙ୍କୁ ଏମିତି ପ୍ରେମ ! ବାପଘର ଚାଲିଗଲେ ବୋଲି ସ୍କୁଟିରେ ୫୦୦ କିମି ଦୂର ଯାତ୍ରା କଲେ ସ୍ବାମୀ; ଥାନାରେ ବିତିଲା…

ପୁର୍ନିୟା: ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଥିବେ। ଏବେ ସେଭଳି ଏକ ଅଗାଧ ପ୍ରେମର ଘଟଣା ବିହାରର ପୁର୍ନିୟା ଜିଲାରେ ଦେଖିବାକୁ ମିଳିଛି।...

ରୋଜଗାର ଟଙ୍କାରେ ବଳଦ କିଣା ହୋଇଥିଲା: ବିଷ୍ଣୁ ଚରଣ ସାହୁ

ଯାଜପୁର ଜିଲା ଭୂଇଁପୁର ପୋଷ୍ଟ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ବରଦାୟୀ ହାଇସ୍କୁଲରେ ପଢ଼ୁଥିବାବେଳେ ସପ୍ତମ ଶ୍ରେଣୀରେ ନ୍ୟାଶନାଲ୍‌ ସ୍କଲାରଶିପ୍‌ ବାବଦେ ୪୮୦...

ରାଜପଥରେ ଗାଡ଼ିରୁ ତେଲ ଶେଷ ହେଲେ ଫାଇନ୍‌

ଏଭଳି ଏକ ଦେଶ ଅଛି, ଯେଉଁଠାରେ ତେଲ ଶେଷ ହେବା କାରଣରୁ ରାଜପଥରେ ଗାଡ଼ି ଅଟକାଇବା ବେଆଇନ। ଏଭଳି ନିୟମ ରହିଛି ଜର୍ମାନୀରେ। ଏହି ଦେଶରେ...

ଆଖି ନ ଥାଇ ଏଭରେଷ୍ଟ ଚଢ଼ିଲେ

ଚାଇନାର ଜଣେ ପର୍ବତାରୋହଣକାରୀ ବିନା ଦୃଷ୍ଟିଶକ୍ତିରେ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ୪୪ ବର୍ଷୀୟ ଝାଙ୍ଗ ହୋଙ୍ଗ୍‌ ଏପରି କରିବାରେ...

ଦାନ୍ତରେ ସିଲିଣ୍ଡର ଉଠାଇ ଚର୍ଚ୍ଚାରେ ଶାଢି ପିନ୍ଧା ମହିଳା

ଆଜିକାଲି ସୋସିଆଲ ମିଡିଆରେ ଜଣେ ନାଲି ଶାଢି ପିନ୍ଦା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ଜଣଙ୍କ ଦାନ୍ତରେ ଏଲ୍‌ପିଜି ସିଲିଣ୍ଡର ଉଠାଉଥିବା...

ଜୁନ୍‌ ୨୪ରେ ଲାଲ୍‌ ଟହ ଟହ ଷ୍ଟ୍ରବେରୀ ଚନ୍ଦ୍ରମା ! …

ନୂଆଦିଲ୍ଲୀ,୨୨।୬: ଜୁନ୍‌ ୨୪ ଦେବସ୍ନାନ ପୂର୍ଣ୍ଣିମାରେ ଆକାଶରେ ବଡ଼ ଚନ୍ଦ୍ରମାକୁ ଦେଖିବାକୁ ମିଳିବ। ସ୍ବାଭାବିକ ଆକାରଠାରୁ ଏହି ଚନ୍ଦ୍ରମା ଆକାର ଯଥେଷ୍ଟ ବଡ଼ ରହିବା ସହିତ...

ସାବଧାନ ! ସ୍ମାର୍ଟଫୋନ୍‌ରୁ ଶୀଘ୍ର ଡିଲିଟ୍‌ କରନ୍ତୁ ଏସବୁ ଆପ୍‌…

ଓ୍ବାଶିଂଟନ/ ନୂଆଦିଲ୍ଲୀ,୧୯।୬: ଗୁଗଲକୁ ପୁଣି ଥରେ ଜୋକର ଭାଇରସ୍‌ ଫେରିଛି। ଏହା ମୁଖ୍ୟତଃ ୮ଟି ଆଣ୍ଡ୍ରଏଡ୍‌ ଆପ୍‌କୁ ଟାର୍ଗେଟ୍‌ କରିଛି। ଏସବୁ ଆପ୍‌କୁ ଶୀଘ୍ର ନିଜ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଗୋଟିଏ ଆମ୍ବର ଦାମ୍‌ ୨୧ ହଜାର: ସୁରକ୍ଷା ଦାୟିତ୍ୱରେ ୪ ସୁରକ୍ଷାକର୍ମୀ, ୬ କୁକୁର…
Next Post Next post:
ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍‌ ପଡିଲେ ଏହି ୫ ଖେଳାଳି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts