ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା ଯାତ୍ରା ପାଇଁ ଶ’ ଟିମ ଇଣ୍ଡିଆରେ ମନୋନୀତ ହୋଇଛନ୍ତି। ଜୁଲାଇରେ ଭାରତୀୟ ଦଳକୁ ଏକଦିବସୀୟ ଏବଂ ଟି-୨୦ ସିରିଜ ଖେଳିବାକୁ ପଡିବ। ସମସ୍ତ ଖେଳାଳି ଏବେ ମୁମ୍ବାଇରେ ଅଛନ୍ତି ଏବଂ ସେମାନଙ୍କୁ କ୍ୱାରାଣ୍ଟାଇନ୍ କରାଯାଇଛି। ଶ’ ମଧ୍ୟ ତାଙ୍କ ହୋଟେଲ ରୁମରେ ସମୟ ଅତିବାହିତ କରୁଛନ୍ତି। କ୍ୱାରାଣ୍ଟାଇନ ଅବଧି ସମୟରେ ଶ’ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତି, ଯାହା ପରେ ତାଙ୍କୁ ଟ୍ରୋଲ କରାଯାଉଛି ।
ପୃଥ୍ବୀ ଶ’ଙ୍କ ଫଟୋରେ ବେଡ୍ରେ ଶୋଇ ଏକ ଡମ୍ବୁଲ ଧରିଥିବା ଦେଖାଯାଇଛି। ଏହି ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି – ‘କ୍ୱାରାଣ୍ଟାଇନ ଲାଇଫ’। ଶ’ଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଥିଲେ। ଜଣେ ପ୍ରଶଂସକ ଲେଖିଛନ୍ତି – ପୃଥ୍ବୀ ଶ’ ଭାଇ ଡମ୍ବୁଲକୁ ଉଠାନ୍ତି, ବିଛଣାରେ ଶୁଆନ୍ତି ନାହିଁ । ଶ୍ରୀଲଙ୍କା ଗସ୍ତରେ ପୃଥ୍ବୀ ଶ’ଙ୍କର ଏକ ଦୃଢ ପ୍ରଦର୍ଶନ ରହିବ ବୋଲି ଆଶା କରାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.