ବାସ୍ତୁବିତ୍ଙ୍କ ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାରାତ୍ମକ ଶକ୍ତି ସର୍ବଦା ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣକୁ ଗତି କରିଥାଏ। ଦର୍ପଣକୁ ପୂର୍ବ କିମ୍ବା ଉତ୍ତର କାନ୍ଥରେ ଲଗାଇବା ଉଚିତ୍। ଯେପରି ଦେଖୁଥିବା ଲେକଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥରେ ଥିବା ଦର୍ପଣ ବିପରୀତ ଦିଗରୁ ଆସୁଥିବା ଶକ୍ତି ପ୍ରତିଫଳିତ କରେ ।
> ଘରେ ଏକ ଦର୍ପଣ ରଖିବା ପାଇଁ ସର୍ବୋତ୍ତମ ଦିଗ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗ ବୋଲି ବିବେଚନା କରାଯାଏ। ଏହି ଦିଗରେ ଏକ ଦର୍ପଣ ରଖିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବଢ଼ିଥାଏ।
> ଆଲମାରୀ ସାମ୍ନାରେ ରଖାଯାଇଥିବା ଦର୍ପଣ ଧନ ବଢ଼ାଇଥାଏ।
> ଦର୍ପଣର କୌଣସି ସ୍ଥାନରୁ ଟିକେ ବି ଭାଙ୍ଗିବା ଉଚିତ୍ ନୁହେଁ। ଆହୁରି ମଧ୍ୟ, ପରିଷ୍କାର ହେବା ଅତ୍ୟନ୍ତ ଜରୁରୀ
ଶୋଇବା ଘରେ ଦର୍ପଣ ଲଗାଇବା ସମୟରେ ବିଶେଷ ଯତ୍ନ ନେବା ଉଚିତ୍। ଦର୍ପଣକୁ ଏପରି ସ୍ଥାନରେ ରଖନ୍ତୁ ଯେପରି ଶୋଇବା ସମୟରେ ଶରୀରର କୌଣସି ଅଂଶ ଦୃଶ୍ୟମାନ ନ ହୁଏ, କାରଣ ଏହା ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରେ।
> ଯଦି ରୁମ୍ ଛୋଟ ଥିବାରୁ ଦର୍ପଣକୁ ଶଯ୍ୟା ସାମ୍ନାରେ ରଖୁଥାନ୍ତି ତେବେ ରାତିରେ ଶୋଇବା ସମୟରେ ଦର୍ପଣରେ ଏକ କପଡ଼ାରେ ଘୋଡାନ୍ତୁ। ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ ।
> ଘରେ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଦର୍ପଣ ଲଗାନ୍ତୁ ନାହିଁ, ଏହା ଅସନ୍ତୋଷ କିମ୍ବା ଅସୁବିଧାକୁ ବଢ଼ାଇଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.