ନୂଆଦିଲ୍ଲୀ,୪।୬: ଭାରତ ପାଇଁ କ୍ରିକେଟ ଗ୍ରାଉଣ୍ଡରେ ଅନେକ ସଫଳତା ହାସଲ କରିଥିବା ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ (ଯୁବି) ଓ ବିରାଟ କୋହଲିଙ୍କୁ ଗୋଟିଏ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର ବ୍ୟପାର। କିନ୍ତୁ ଆଫଗାନିସ୍ତାନର ଲେଗ୍ ସ୍ପିନର ରଶିଦ ଖାନଙ୍କ ନିକଟରେ ରହିଛି ଏହାର ଉତ୍ତର।
ନିକଟରେ ସୋସିଆଲ ମିଡିଆରେ ଫ୍ୟାନଙ୍କ ସହ ପ୍ରଶ୍ନ ଉତ୍ତର ସେଗମେଣ୍ଟ ଅବସରରେ ଜଣେ ଫ୍ୟାନ ଭାରତୀୟ କ୍ରିକେଟର ଉପରୋକ୍ତ ୩ କିମ୍ବଦନ୍ତୀଙ୍କୁ ଗୋଟିଏ ଶବ୍ଦରେ ପ୍ରକାଶ କରିବାକୁ କହିଥିଲେ। ସୀମିତ ଓଭର କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଭାବେ ଜଣାଶୁଣା ରଶିଦ କୋହଲିଙ୍କୁ ‘କିଙ୍ଗ୍’ ଅଭିହିତ କରିଥିଲେ। ସେହିଭଳି ଯୁବିଙ୍କୁ ‘ଛକାର ରାଜା’ କହିଥିଲେ ରଶିଦ। କିନ୍ତୁ ଏହି ତାରକା ସ୍ପିନର ସମସ୍ତ ଆଇସିସି ଟ୍ରଫି ଅଧିକାରୀ ଧୋନୀଙ୍କ ପାଇଁ ଗୋଟିଏ ଶବ୍ଦ ଯଥେଷ୍ଟ ନୁହେଁ ବୋଲି ଉତ୍ତର ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.