ଓ୍ବାଶିଂଟନ,୧୯ା୬: ଆମେରିକାର କାଲିଫର୍ନିଆର ସେନ୍ ଜୋସ ସହରରେ ଜଣେ ଡ୍ରାଇଭର ଜଣେ ମହିଳାଙ୍କୁ ଦୁର୍ଘଟଣା ଘଟାଇ ମାରିବା ସହ ଦୁଇ ଲୋକଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି। କାରଣ ଏହି ଡ୍ରାଇଭର ଜଣକ ଗାଡ଼ି ଚଳାଇବା ସମୟରେ ସେକ୍ସ କରୁଥିଲେ। ଯାହା ପରେ ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଡ୍ରାଇଭର ଜଣକ ନିଶାରେ ଥିଲେ।
ଏହି ଦୁର୍ଘଟଣାରେ ୩୫ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଆଉ ଦୁଇଜଣ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କାର୍ ଡ୍ରାଇଭର ଏଲିକ୍ସ ମୋରିନୋଙ୍କୁ ହତ୍ୟା ଏବଂ ନିଶାରେ ଗାଡ଼ି ଚଳାଉଥିବା ଅଭିଯୋଗରେ ଜେଲ୍ ଯିବାକୁ ପଡ଼ିଛି।
ସୂଚନାଯୋଗ୍ୟ, ପାର୍କିଂରେ ଥିବା ଗାଡ଼ିରେ ଯାଇ ବସିପଡ଼ିଲେ ଏଲିକ୍ସ। ପଛରେ କିଏ ଥିବା ନ ଦେଖି ଗାଡ଼ିକୁ ଷ୍ଟାର୍ଟ କରିବା ସହ ପାଖରେ ବସିଥିବା ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ। ଏହି ସମୟରେ ଗାଡ଼ିର ବେଗ ଏତେ ଦ୍ରୁତି ଥିଲା ଯେ, ପଛରେ ଠିଆ ହୋଇଥିବା ଦୁଇଜଣ ଲୋକ ଧକ୍କା ଖାଇ ପଡ଼ିଯାଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.