ବ୍ୟକ୍ତିର ଭବିଷ୍ୟ ସହ ଜଡ଼ିତ ଥାଏ ସ୍ବପ୍ନ। ସବୁ ସ୍ବପ୍ନର କିଛି ନା କିଛି ମାନେ ଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ସ୍ପପ୍ନ ଅଛି ଯାହାକୁ ଦେଖିଲେ ଅର୍ଥହାନୀର ପୂର୍ବ ସୂଚନା ମିଳେ। ଶୁଭ ସ୍ବପ୍ନ ଦେଖିଲେ ଧନଲାଭର ସୁଯୋଗ ଆସିଥାଏ। ସେଭଳି କିଛି ହେଲା:
ସୁସ୍ବାଦୁ ଭୋଜନ ଖାଇବା: ଯଦି କେହି ସ୍ବପ୍ନରେ ଭଲ ଖାଇବା ଖାଇଥାଏ ତେବେ ଏହା ଧନଲାଭର ସଙ୍କେତ ଦେଇଥାଏ। ଏହି ସ୍ବପ୍ନକୁ ଦେଖିବା ଅର୍ଥ ଉତ୍ତମ ସ୍ବାସ୍ଥ୍ୟ ଏବଂ ଉନ୍ନତି ମଧ୍ୟ ହୋଇଥାଏ।
ମୟୂର ପୁଚ୍ଛ: ସ୍ବପ୍ନରେ ମୟୁର ପୁଚ୍ଛ ଦେଖିବା ଖୁବ୍ ଭଲ। ଉକ୍ତ ବ୍ୟକ୍ତି ପାଇଁ ଶୀଘ୍ର ଧନପ୍ରାପ୍ତିର ଅବସର ମିଳିବ। ହେଲେ ଏହି ସ୍ବପ୍ନ ଦେଖିଲେ କାହାରିକୁ କହିବା ଉଚିତ ନୁହେଁ।
ଝାଡ଼ୁ: କୁହାଯାଏ ଲକ୍ଷ୍ମୀଙ୍କୁ ଝାଡ଼ୁ ପସନ୍ଦ। ଏଣୁ ଝାଡ଼ୁକୁ ବୈଭବର ପ୍ରତୀକ ବୋଲି କୁହାଯାଏ। ଯେଉଁ ଲୋକ ସ୍ବପ୍ନରେ ଝାଡ଼ୁ ଦେଖିଥାଏ, ତାର ଘରେ ଦରିଦ୍ରତା ରୁହେ ନାହିଁ। ଏପରିକି ଧନଲାଭର ଗୋଟିଏ ପରେ ଗୋଟିଏ ସୁଯୋଗ ସୃଷ୍ଟି ହୁଏ। ଏଭଳି ସ୍ବପ୍ନ ଦେଖିଲେ ମା’ ଅଥବା ସ୍ତ୍ରୀଙ୍କୁ କହିବା ଭଲ ବୋଲି କୁହାଯାଇଛି।
ଫୁଲ: ସ୍ବପ୍ନରେ ପଦ୍ମ, କେତକୀ, ନାଗକେସର, କୁସୁମ ଆଦି ଫୁଲ ଦେଖିବା ଭଲ। ଏପରିକି ଫୁଲରେ ଯଦି ପ୍ରଜାପତି ବସିବା ଦେଖନ୍ତି ତେବେ ଏହା ବହୁତ ଶୁଭ। ଏହାର ଅର୍ଥ ଧନପ୍ରାପ୍ତି ବୋଲି କୁହାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.