ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର ବିଷୟବସ୍ତୁକୁ ନେଇ ଶୋ’ଟି ବିବାଦୀୟ ହୋଇଛି। ଏହି ଶୋ’ରେ ମା’ ଏବଂ ଝିଅଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ଯେଉଁମାନେ କି ପରସ୍ପର ଅତି ନିକଟତର। ଏଥର ଏହି ଶୋ’ରେ ଜଣେ କିନ୍ନର କପଲ ଏବଂ ତାଙ୍କ ମା’ ଚର୍ଚ୍ଚାରେ ରହିଛନ୍ତି।
ଶୋ’ର ପ୍ରୋମୋରେ ଲରେନ ନାମକ ଜଣେ ମହିଳା କହିଛନ୍ତି, ତାଙ୍କ ମା’ଙ୍କ ଯୋଗୁ ତାଙ୍କୁ ଏକ ଅଦ୍ଭୁତ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା। ଲରେନ କହିଛନ୍ତି, ତାଙ୍କ ମା ଚାହାନ୍ତି ସେ ବି ଜଣେ ମା’ ହୁଅନ୍ତୁ। କିନ୍ତୁ ଲରେନ୍ ଏନେଇ ପ୍ରସ୍ତୁତ ନୁହଁ। ଯେତେବେଳେ ଲରେନଙ୍କ ମା’ ହୃଦୟଙ୍ଗମ କଲେ ଯେ ତାଙ୍କ ଝିଅ ସନ୍ତାନ ପ୍ରସବ ପାଇଁ ଆଗ୍ରହୀ ନୁହନ୍ତି ସେତେବେଳେ ସେ ତାଙ୍କୁ ସ୍ପର୍ମ ବା ଶୁକ୍ରାଣୁ ଇଞ୍ଜେକ୍ସନ ଦେଇଥିଲେ। ଏହାକୁ ନେଇ ଲରେନ୍ କୁହନ୍ତି, ମୋ’ ମା’ ପ୍ରାୟତଃ କୁହନ୍ତି, ମୋ ପିଲାଙ୍କୁ ସେ ଦେଖିବେ। ତାଙ୍କ ସହ ଖେଳିବେ। ଏ ବିଷୟରେ ଆମେ ଅଧିକାଂଶ ସମୟ କଥାବାର୍ତ୍ତା ହେଉ। ବୋଧ ହୁଏ ଏହି କାରଣରୁ ତାଙ୍କ ମନରେ ଶୁକ୍ରାଣୁ ଇଞ୍ଜେକ୍ସନର ଧାରଣା ଆସିଥିଲା। ଏ ବିଷୟରେ ମୋ’ ସାଥୀ ଜାଣିବା ପରେ ବହୁତ ରାଗିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.