ଢାକା, ୧।୬: ୨୦ ବର୍ଷରେ ପ୍ରାୟ ୭୦ ବାଘଙ୍କ ଜୀବନ ନେଇଥିବା ମୋଷ୍ଟ ଓ୍ବାଣ୍ଟେଡ୍ ଶିକାରୀକୁ ଗିରଫ କରିଛି ବାଂଲାଦେଶ ପୋଲିସ। ‘ହବିବ ଟାଇଗର’ ଭାବେ ଜଣାଶୁଣା ଶିକାରୀ ଭାରତ ଓ ବାଂଲାଦେଶରେ ବ୍ୟାପିଥିବା ସୁନ୍ଦରବନ ପାଖରେ ରହୁଥିଲେ। ଏକ ଟିପ୍ ମିଳିବା ପରେ କୁଖ୍ୟାତ ଶିକାର ହବିବ ତାଲୁକଦରଙ୍କୁ ଗିରଫ କରିବାରେ ସଫଳ ହୋଇଛୁ ବୋଲି ସ୍ଥାନୀୟ ପୋଲିସ ମୁଖ୍ୟ ସାଇଦୁର ରେହମାନ କହିଛନ୍ତି।
ଭାରତ ଓ ବାଂଲାଦେଶରେ ବ୍ୟାପିଥିବା ସୁନ୍ଦରବନରେ ସର୍ବାଧିକ ସଂଖ୍ୟାରେ ମହାବଳ ବାଘ ରୁହନ୍ତି। ଶିକାର କରିବା ପରେ ହବିବ ବାଘଙ୍କ ମାଂସ, ହାଡ଼, ଦାନ୍ତ, ଚମଡ଼ାକୁ ବ୍ଲାକ ମାର୍କେଟ ବ୍ୟବସାୟୀଙ୍କ ଜରିଆରେ ଚାଇନା ଓ ଅନ୍ୟ ସ୍ଥାନରେ ବିକ୍ରି କରୁଥିଲେ।
୫୦ ବର୍ଷୀୟ ହବିବ ଆମ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ତାଙ୍କ ଗିରଫ ହେବା ଖବର ଅଞ୍ଚଳରେ ଖୁସିର ଲହର ଖେଳାଇ ଦେଇଛି ବୋଲି ଜଙ୍ଗଲ ସଂରକ୍ଷଣ ଅଧିକାରୀ ମଇନୁଦ୍ଦିନ ଖାନ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.