ନୂଆଦିଲ୍ଲୀ,୬।୬ : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଟୁଇଟ୍ କରି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଥିଲେ ରାଜ୍ୟପାଳ ଜଗଦୀପ ଧାଙ୍କର। ଆଉ ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବା ପାଇଁ ରାଜ୍ୟରେ କେଉଁ କେଉଁ ପଦକ୍ଷେପ ନିଆଯାଇଛି ତା’ର ରିପୋର୍ଟ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ସୋମବାର ଡକାଇଛନ୍ତି। ଏହାର ଜବାବରେ ରାଜ୍ୟପାଳଙ୍କୁ ‘ଅଙ୍କଲ ଜୀ’ ଭାବେ ସମ୍ବୋଧନ କରି ଟିଏମ୍ସି ଏମ୍ପି ମହୁଆ ମୋଇତ୍ରା ରବିବାର ସମାଲୋଚନା କରିଛନ୍ତି।
”ରାଜ୍ୟରେ ଆଇନ ଶୃଙ୍ଖଳା ଫେରାଇ ଆଣିବା ପାଇଁ ଗୋଟିଏ ବାଟ ଅଛି। ତୁମେ ଦିଲ୍ଲୀ ଫେରିଯାଅ ଓ ଆଉ ନୂଆ ଚାକିରି ଖୋଜ “। ଭାଜପା ନେତାଙ୍କୁ ଟାର୍ଗେଟ କରି ରାଜ୍ୟପାଳ ଦୁଇଟି ପଦବିକୁ ଗୁରୁତ୍ୱ ଦେବାକୁ ଟିମ୍ସି ଏମ୍ପି ପରାମର୍ଶ ଦେଇଛନ୍ତି। ଉତ୍ତର ପ୍ରଦେଶ ବିରୋଧୀଙ୍କୁ ଚୁପ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପରାମର୍ଶ ଦେଇପାରିବେ। ଆଉ ମହାମାରୀବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଲୁଚିବାର ଶ୍ରେଷ୍ଠ ଉପାୟ ଦେଇପାରିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.