ସ୍କର୍ଟ ପିନ୍ଧିବା ଯେମିତି ଆରାମଦାୟକ ସେମିତି ମଧ୍ୟ ଫ୍ୟାଶନେବୁଲ। କିନ୍ତୁ ପରଫେକ୍ଟ ଲୁକ୍ ପାଇବା ପାଇଁ ସ୍କର୍ଟ କିଣିବା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ
ଦେବାକୁ ହେବ ଜାଣି ରଖନ୍ତୁ…
ସ୍କର୍ଟ କିଣିବା ସମୟରେ ଏହାର ଫାବ୍ରିକ ଉପରେ ଧ୍ୟାନ ଦିଅନ୍ତୁ, କାହିଁକିନା ଏହାର ଫାବ୍ରିକ ଯୋଗୁ ହିଁ ଏହା ଅଧିକ ଆକର୍ଷଣୀୟ ମନେ ହୋଇଥାଏ। ଯଦି ମୁଲାୟମ ଫାବ୍ରିକ ଚୟନ କରୁଥାନ୍ତି ତେବେ ଏହି ଫାବ୍ରିକ ହିପ୍ ଲାଇନରେ ପ୍ରାୟତଃ ଲାଗିଯାଇଥାଏ। ତେଣୁ ଠିକ୍ ଫାବ୍ରିକ ଦେଖି କିଣନ୍ତୁ।
ନିଜର ଶରୀରର ଆକୃତି ଅନୁସାରେ ସ୍କର୍ଟ ଚୟନ କରନ୍ତୁ। ଯଦି ଆପଣଙ୍କ ଗୋଡ ଅଧିକ ମୋଟା ହୋଇଥାଏ ତେବେ ମିନି ସ୍କର୍ଟ ବଦଳରେ ଆପଣ ଲମ୍ବା ସ୍କର୍ଟ ପିନ୍ଧନ୍ତୁ।
ଯଦି ଆପଣଙ୍କ ହାଇଟ୍ କମ୍ ଅଛି ତେବେ ଗୋଇଠି ଠାରୁ ଅଳ୍ପ ଉପରକୁ ଥିବା ସ୍କର୍ଟ ହିଁ ଆପଣଙ୍କୁ ଭଲ ମାନିବ।
ଠିକ୍ ହାଇଟ୍ ଥିବା ମହିଳାମାନଙ୍କୁ ଲମ୍ବା ସ୍କର୍ଟ ଭଲ ଲାଗିବ।
ସ୍କର୍ଟ ସହିତ ଯଦି ଆପଣ ଅଧିକ ଫ୍ରିଲ ଥିବା ଟପ୍ ପିନ୍ଧନ୍ତି ତେବେ ତାହା ଅଧିକ ହାଇଲାଇଟ୍ ହୋଇଯିବ। ତେଣୁ ଏଭଳି ଟପ୍ ପିନ୍ଧୁ ଯେଉଁଥିରେ ସ୍କର୍ଟ ଅଧିକ ଦିଶୁଥିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.