ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଲୋକଙ୍କ ଘରେ ମଦ ପହଞ୍ଚାଇବା ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ଫଳରେ ଏଣିକି ରାଜଧାନୀରେ ଗ୍ରାହକଙ୍କୁ ଆଉ ମଦ ଦୋକାନ ଆଗରେ ଭିଡ଼ ଜମାଇବାକୁ ପଡ଼ିବ ନାହିଁ। ଦିଲ୍ଲୀ ଅବକାରୀ ସଂଶୋଧନ ଆଇନ ୨୦୨୧ ଅନୁସାରେ ଏଲ୍-୧୩ ଲାଇସେନ୍ସ୍ ଥିବା ଦୋକାନୀ ଗ୍ରାହକଙ୍କ ଘରେ ମଦ ହୋମ୍ ଭେଲିଭରୀ କରିପାରିବେ। ଲାଇସେନ୍ସ ପ୍ରାପ୍ତ ଦୋକାନୀ ମୋବାଇଲ୍ ଅପ୍ ଅଥବା ଅନ୍ଲାଇନ୍ ଓ୍ବେବପୋର୍ଟାଲ ମଧ୍ୟମରେ ଅର୍ଡର ମିଳିଲେ ଘରେ ନେଇ ମଦ ଯୋଗାଇ ପାରିବେ। ହଷ୍ଟେଲ୍, କାର୍ଯ୍ୟାଳୟ ଅବା ସଂସ୍ଥାନରେ ଡେଲିଭରୀ କରାଯିବ ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.