କ୍ରିକେଟର ବ୍ଲକବଷ୍ଟର ମାସ ଜୁନ ୨ରୁ ଆରମ୍ଭ ହେଉଛି। କ୍ରିକେଟ୍ ଦର୍ଶକମାନେ ଜୁନ ମାସରେ ୨୪ ଦିନ ଅନ୍ତର୍ଜାତୀୟ କ୍ରିକେଟ ଉପଭୋଗ କରିପାରିବେ। ଏଥିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ସିରିଜ ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ରୋମାଞ୍ଚ ମଧ୍ୟ ସାମିଲ ଅଛନ୍ତି। ପ୍ରଥମ ଥର ପାଇଁ ଇଂଲଣ୍ଡ ଏବଂ ଭାରତର ମହିଳା କ୍ରିକେଟ ଦଳ ମଧ୍ୟରେ ଗୋଲାପୀ ବଲ ଟେଷ୍ଟ ମଧ୍ୟ ଖେଳାଯିବ। ଟେଷ୍ଟ ସିରିଜ ବ୍ୟତୀତ ଏକଦିବସୀୟ ଏବଂ ଟି-୨୦ ସିରିଜ ମଧ୍ୟ ଦେଖିବାକୁ ମିଳିବ। ଜୁନ ମାସରେ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଉପରେ ନଜର ପକାଇବା…
ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ – ଟେଷ୍ଟ ମ୍ୟାଚ ଖେଳିବେ – ପ୍ରଥମ ଟେଷ୍ଟ ମ୍ୟାଚ – ଜୁନ ୨ – ଜୁନ ୬ନେଦରଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ – ପ୍ରଥମ ଏକଦିବସୀୟ – ଜୁନ ୨
ନେଦରଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ – ୨ୟ ଏକଦିବସୀୟ- ଜୁନ ୪
ନେଦରଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ – ୨ୟ ଏକଦିବସୀୟ- ଜୁନ ୭
ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ – ୨ୟ ଟେଷ୍ଟ ମ୍ୟାଚ – ଜୁନ ୧୧ରୁ ଜୁନ ୧୪
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ – ଜୁନ ୧୧ରୁ ଜୁନ ୧୧
ଇଂଲଣ୍ଡ ମହିଳା ବନାମ ଭାରତ ମହିଳା କ୍ରିକେଟ – ଗୋଟିଏ ଟେଷ୍ଟ ମ୍ୟାଚ – ଜୁନ ୧୫- ଜୁନ ୧୯
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ଦ୍ୱିତୀୟ ଟେଷ୍ଟ ମ୍ୟାଚ – ଜୁନ ୧୮ – ଜୁନ ୨୨
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ, ଭାରତ ବନାମ ନ୍ୟୁଜିଲାଣ୍ଡ – ଜୁନ ୧୮ – ଜୁନ ୨୨
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ପ୍ରଥମ ଟି-୨୦- ଜୁନ ୨୩
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ଦ୍ୱିତୀୟ ଟି-୨୦- ଜୁନ ୨୪
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ତୃତୀୟ ଟି -୨୦ ଅନ୍ତର୍ଜାତୀୟ – ଜୁନ ୨୬
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ପ୍ରଥମ ଟି-୨୦ – ଜୁନ୍ ୨୬
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ଦ୍ୱିତୀୟ- ଟି-୨୦ – ଜୁନ ୨୭
ଇଂଲଣ୍ଡ ମହିଳା ବନାମ ଭାରତ ମହିଳା – ପ୍ରଥମ ଏକଦିବସୀୟ ମ୍ୟାଚ – ଜୁନ୍ ୨୭
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ତୃତୀୟ ଟି-୨୦- ଅନ୍ତର୍ଜାତୀୟ ଜୁନ ୨୯
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ପ୍ରଥମ ଏକଦିବସୀୟ – ଜୁନ୍ ୨୯
ଇଂଲଣ୍ଡ ମହିଳା ବନାମ ଭାରତ ମହିଳା – ଦ୍ୱିତୀୟ ଏକଦିବସୀୟ – ଜୁନ୍ ୩୦
ମହାନ କ୍ରିକେଟରଙ୍କ ଭବିଷ୍ୟବାଣୀ: ୪-୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବ ବିରାଟବାହିନୀ
ନୂଆଦିଲ୍ଲୀ,୪।୬: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ସିରିଜରେ ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିବ। ଦଳ ଏହି ସିରିଜକୁ...
ଫ୍ରେଞ୍ଚ୍ ଓପନ ଟେନିସ୍: ତୃତୀୟ ରାଉଣ୍ଡରେ ଜେଭେରେଭ, ଇସ୍ନର
ପ୍ୟାରିସ,୩।୬: ଫ୍ରେଞ୍ଚ୍ ଓପନ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡର ଜେଭେରେଭ୍, ୧୫ତମ ସିଡ୍ ଖେଳାଳି ନରଓ୍ବେର...
ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ ବିଜୟର ନିକଟତର
ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩...
ସ୍ବଭାବରେ ବହୁତ ରାଗି ଥିଲେ ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରି ଦେଇଥିଲେ ଝଗଡ଼ା
ନୂଆଦିଲ୍ଲୀ,୪।୬: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍ ନେଇଥିବା ଖେଳାଳି ତାଲିକାରେ ତୃତୀୟ...
ମେସିଙ୍କୁ ପଛରେ ପକାଇଲେ ଛେତ୍ରୀ
ଦୋହା,୮।୬: ଭାରତୀୟ ଫୁଟ୍ବଲ ଷ୍ଟାର ସୁନୀଲ ଛେତ୍ରୀ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତଥା ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି। ଅନ୍ତର୍ଜାତୀୟ ଫୁଟବଲରେ ସକ୍ରିୟ...
ଯୁବିଙ୍କୁ ଭେଟିଲା ପରେ ଏମିତି କହିଥିଲେ ଷ୍ଟୁଆର୍ଟ ବ୍ରଡଙ୍କ ବାପା
ନୂଆଦିଲ୍ଲୀ,୧୧।୬ : ୨୦୦୭ ଟି୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ଲଗାଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ। ବୋଧହୁଏ...
ରୋହିତ ଶର୍ମାଙ୍କୁ ଥଟ୍ଟାରେ ଏମିତି କହିଦେଲେ ସ୍ତ୍ରୀ
ସାଉଥାମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ହାଇ ଭୋଲଟେଜ ଫାଇନାଲ ମ୍ୟାଚ ସାଉଥାମ୍ପଟନ୍ରଠାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ବର୍ଷା ବାଧାପ୍ରାପ୍ତ...
ଦର୍ଶକଙ୍କୁ ଖୁସି ଖବର ଦେଲା ଆଇସିସି: ୮ ବର୍ଷ ଭିତରେ ହେବ ୧୦ଟି ବିଶ୍ୱକପ୍!
ଦୁବାଇ,୨।୬: ଆଇସିସି କ୍ରିକେଟ ପରିଷଦ (ଆଇସିସି) ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆଇସିସି ଆସନ୍ତା ୮ ବର୍ଷ ପାଇଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ (ଏଫଟିପି)...


