E-Paper
  • logo
  • Saturday 25th July 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

କ୍ରିକେଟର ବ୍ଲକବଷ୍ଟର ମାସ ଆରମ୍ଭ: ୨୪ ଦିନରେ ନିଅନ୍ତୁ ୧୮ ଅନ୍ତର୍ଜାତୀୟ ମ୍ୟାଚ୍‌ର ମଜା
1:08 pmJune 2, 2021

କ୍ରିକେଟର ବ୍ଲକବଷ୍ଟର ମାସ ଜୁନ ୨ରୁ ଆରମ୍ଭ ହେଉଛି। କ୍ରିକେଟ୍‌ ଦର୍ଶକମାନେ ଜୁନ ମାସରେ ୨୪ ଦିନ ଅନ୍ତର୍ଜାତୀୟ କ୍ରିକେଟ ଉପଭୋଗ କରିପାରିବେ। ଏଥିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ସିରିଜ ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ରୋମାଞ୍ଚ ମଧ୍ୟ ସାମିଲ ଅଛନ୍ତି। ପ୍ରଥମ ଥର ପାଇଁ ଇଂଲଣ୍ଡ ଏବଂ ଭାରତର ମହିଳା କ୍ରିକେଟ ଦଳ ମଧ୍ୟରେ ଗୋଲାପୀ ବଲ ଟେଷ୍ଟ ମଧ୍ୟ ଖେଳାଯିବ। ଟେଷ୍ଟ ସିରିଜ ବ୍ୟତୀତ ଏକଦିବସୀୟ ଏବଂ ଟି-୨୦ ସିରିଜ ମଧ୍ୟ ଦେଖିବାକୁ ମିଳିବ। ଜୁନ ମାସରେ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଉପରେ ନଜର ପକାଇବା…
ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ – ଟେଷ୍ଟ ମ୍ୟାଚ ଖେଳିବେ – ପ୍ରଥମ ଟେଷ୍ଟ ମ୍ୟାଚ – ଜୁନ ୨ – ଜୁନ ୬ନେଦରଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ – ପ୍ରଥମ ଏକଦିବସୀୟ – ଜୁନ ୨
ନେଦରଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ – ୨ୟ ଏକଦିବସୀୟ- ଜୁନ ୪
ନେଦରଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ – ୨ୟ ଏକଦିବସୀୟ- ଜୁନ ୭
ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ – ୨ୟ ଟେଷ୍ଟ ମ୍ୟାଚ – ଜୁନ ୧୧ରୁ ଜୁନ ୧୪
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ – ଜୁନ ୧୧ରୁ ଜୁନ ୧୧
ଇଂଲଣ୍ଡ ମହିଳା ବନାମ ଭାରତ ମହିଳା କ୍ରିକେଟ – ଗୋଟିଏ ଟେଷ୍ଟ ମ୍ୟାଚ – ଜୁନ ୧୫- ଜୁନ ୧୯
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ଦ୍ୱିତୀୟ ଟେଷ୍ଟ ମ୍ୟାଚ – ଜୁନ ୧୮ – ଜୁନ ୨୨
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ, ଭାରତ ବନାମ ନ୍ୟୁଜିଲାଣ୍ଡ – ଜୁନ ୧୮ – ଜୁନ ୨୨
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ପ୍ରଥମ ଟି-୨୦- ଜୁନ ୨୩
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ଦ୍ୱିତୀୟ ଟି-୨୦- ଜୁନ ୨୪
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ତୃତୀୟ ଟି -୨୦ ଅନ୍ତର୍ଜାତୀୟ – ଜୁନ ୨୬
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ପ୍ରଥମ ଟି-୨୦ – ଜୁନ୍‌ ୨୬
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ଦ୍ୱିତୀୟ- ଟି-୨୦ – ଜୁନ ୨୭
ଇଂଲଣ୍ଡ ମହିଳା ବନାମ ଭାରତ ମହିଳା – ପ୍ରଥମ ଏକଦିବସୀୟ ମ୍ୟାଚ – ଜୁନ୍‌ ୨୭
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା – ତୃତୀୟ ଟି-୨୦- ଅନ୍ତର୍ଜାତୀୟ ଜୁନ ୨୯
ଇଂଲଣ୍ଡ ବନାମ ଶ୍ରୀଲଙ୍କା – ପ୍ରଥମ ଏକଦିବସୀୟ – ଜୁନ୍‌ ୨୯
ଇଂଲଣ୍ଡ ମହିଳା ବନାମ ଭାରତ ମହିଳା – ଦ୍ୱିତୀୟ ଏକଦିବସୀୟ – ଜୁନ୍‌ ୩୦


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଜୁଡୋକା ସୁଶୀଲା ଦେବୀଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ, ୨୬ା୬(ପି.ଟି.)-ଭାରତର ଅଗ୍ରଣୀ ଜୁଡୋକା ସୁଶୀଲା ଦେବୀ କଣ୍ଟିନେଣ୍ଟାଲ କୋଟା ଜରିଆରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଖେଳର ଅନ୍ତର୍ଜାତୀୟ ମହାସଂଘ ତରଫରୁ...

ଅଲିମ୍ପିକ ଚାମ୍ପିୟନ ରୋଲିନ୍ସମ୍ୟାକ୍‌ନିଲ ୫ବର୍ଷ ବାସନ୍ଦ

ମୋନାକୋ, ୫ା୬ (ଏପି)-ଅଲିମ୍ପିକ ହର୍ଡଲ୍ସ ଚାମ୍ପିୟନ ବ୍ରାଏନା ରୋଲିନ୍ସମ୍ୟାକ୍‌ନିଲ ଏକ ଡୋପିଂ ମାମଲାରେ ୫ବର୍ଷ ବାସନ୍ଦ ହୋଇଛନ୍ତି। ଫଳରେ ସେ ଚଳିତବର୍ଷର ଟୋକିଓ ଗେମ୍ସ ଓ...

କୋପା ଆମେରିକା ମ୍ୟାଚ୍‌ ପରିଚାଳନା କରିବେ ସ୍ପାନିଶ୍‌ ରେଫରି

କୁଇଆବା(ବ୍ରାଜିଲ),୧୭।୬: ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଏକ ସ୍ପାନିଶ୍‌ ରେଫରିଂ କ୍ରିୟୁ ମ୍ୟାଚ୍‌ ପରିଚାଳନା କରିବେ। ଏ ନେଇ ୟୁରୋପ ଓ ଦକ୍ଷିଣ ଆମେରିକା...

ବ୍ୟାଟିଂ କୋଚ୍‌ ପଦବୀ ଛାଡ଼ିଲେ ୟୁନିସ ଖାଁ

କରାଚୀ, ୨୩ା୬(ପି.ଟି.)-ପୂର୍ବତନ ଅଧିନାୟକ ୟୁନିସ ଖାଁ ମଙ୍ଗଳବାର ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ପଦବୀରୁ ଆକସ୍ମିକ ଓହରିଯାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିର କାରଣ ଯଦିଓ...

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍‌ ଡ୍ର

ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...

ଆଇପିଏଲର ବଳକା ମ୍ୟାଚ୍‌ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା

ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍‌ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍‌ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା...

ପାକିସ୍ତାନ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ ପୁଅ

କରାଚୀ,୪।୬: ଆଗକୁ ହେବାକୁ ଥିବା ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପିସିବି ପକ୍ଷରୁ ଘୋଷଣା କରାଯାଇଛି ପାକିସ୍ତାନ ଟି୨୦ ଦଳ। ଏହି ଦଳରେ ସ୍ଥାନ...

ପରିବାର ସହ ମିଶିଲେ ଅଷ୍ଟ୍ରେଲୀୟ ଆଇପିଏଲ୍‌ ଖେଳାଳି

ସିଡ୍‌ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍‌ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍‌ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବାପରେ ସୋମବାର ସେମାନେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ
Next Post Next post:
ସତର୍କ କଲା ଏସ୍‌ବିଆଇ: ଜୁନ୍‌ ୩୦ ମଧ୍ୟରେ କରି ନିଅନ୍ତୁ ଏହି କାମ; ନଚେତ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts