E-Paper
  • logo
  • Saturday 25th July 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ଭିଣୋଇଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ପ୍ରଥମ ସ୍ତ୍ରୀ କବିତା, ମା’ ସେମାନଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲେ: ରାଜ କୁନ୍ଦ୍ରା
12:13 pmJune 12, 2021

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ୨୦୦୯ରେ ବିବାହ କରିଥିଲେ। ସେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ହାତ ଧରିଥିଲେ। ବିବାହ ପୂର୍ବରୁ ରାଜ ବିବାହିତ ଥିଲେ ହେଁ ପ୍ରଥମ ସ୍ତ୍ରୀ କବିତାଙ୍କୁ ଛାଡ଼ପତ୍ର ଦେଇ ଶିଳ୍ପାଙ୍କୁ ଜୀବନସାଥୀ କରିଥିଲେ ସେ। ସେତେବେଳେ ଶିଳ୍ପାଙ୍କ ପାଇଁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଛାଡ଼ପତ୍ରର ୧୧ ବର୍ଷ ପରେ ମୁହଁ ଖୋଲିଛନ୍ତି ରାଜ। ଛାଡ଼ପତ୍ର ପାଇଁ ଶିଳ୍ପା ନୁହନ୍ତି ବରଂ ପ୍ରଥମ ସ୍ତ୍ରୀ ହିଁ ଦାୟୀ ବୋଲି ସଫାସଫା କହିଛନ୍ତି ସେ। କୋଟି କୋଟି ଟଙ୍କା ଖର୍ଚ୍ଚ କରି କବିତା ଶିଳ୍ପାଙ୍କ ନାମରେ ଏଣୁତେଣୁ ଛାପିଥିଲେ। ଫଳରେ ଲୋକେ ଶିଳ୍ପାଙ୍କୁ ଦୋଷୀ ବୋଲି ମନେ କରିଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏକ ସାକ୍ଷାତକାରରେ ରାଜ ମନକଥା କହି ପ୍ରଥମ ସ୍ତ୍ରୀ କବିତାଙ୍କୁ କାଠଗଡ଼ାକୁ ଆଣିଛନ୍ତି। କବିତା ରାଜଙ୍କ ଭଉଣୀଙ୍କ ସ୍ବାମୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଅନେକ ଥର ଆପତ୍ତିଜନକ ଅବସ୍ଥାରେ ଉଭୟଙ୍କୁ ରାଜଙ୍କ ମା’ ଧରିଥିଲେ। ଗୋଟିଏ ଘରେ ରହୁଥିବା ଯୋଗୁ କଥା ଧରା ପଡ଼ିଯାଇଥିଲା।

ରାଜଙ୍କ ଭଉଣୀ ଓ ଭିଣୋଇ ବ୍ରିଟେନ୍‌ରେ ରହିବାକୁ ଚାଲିଯାଇଥିଲେ। ହେଲେ ସେତେବେଳକୁ କବିତା ଭିଣୋଇଙ୍କ ବେଶ୍‌ ନିକଟତର ହୋଇଯାଇଥିଲେ। ରାଜ ବ୍ୟବସାୟ କାମରେ ବାହାରକୁ ଚାଲିଗଲେ ଉଭୟଙ୍କୁ ସମୟ ବିତାଇବାକୁ ମଉକା ମିଳିଯାଉଥିଲା। ଘରର ସଦସ୍ୟଙ୍କ ସହ ଡ୍ରାଇଭର ମଧ୍ୟ ଉଭୟଙ୍କ ସମ୍ପର୍କ ଆଗକୁ ବଢ଼ିଯାଇଥିବା ସନ୍ଦେହ କରୁଥିଲେ। ସେତେବେଳେ ରାଜ ଯଥାସମ୍ଭବ ସମ୍ପର୍କ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ପାରି ନ ଥିଲେ।

ଏକଦା ରାଜଙ୍କୁ ତାଙ୍କ ଭଉଣୀ କାନ୍ଦି କାନ୍ଦି ଫୋନ୍‌ କରିଥିଲେ। କାରଣ ପଚାରିବାରୁ ତାଙ୍କୁ ସ୍ବାମୀଙ୍କ ଅନ୍ୟ ଏକ ଫୋନ ମିଳିଥିବା ଏବଂ ସେଥିରେ ସେ ଅନ୍ୟଜଣେ ଯୁବତୀଙ୍କ ସହ ଅତି ବ୍ୟକ୍ତିଗତ କଥା ହେଉଥିବା ସେ ଜାଣିବାକୁ ପାଇଥିବା କହିଥିଲେ। ରାଜ ଉକ୍ତ ନମ୍ବରକୁ ଯାଞ୍ଚ କରିବା ପରେ ତାହା ଘର ପାଖ ଟାଓ୍ବାର ସହ ଜଡ଼ିତ ଥିବା ଜଣାପଡ଼ିଥିଲା। ପରେ କବିତାଙ୍କ ଫୋନ୍‌ ଯାଞ୍ଚ କରି ଉଭୟଙ୍କ ଭିତରେ ସବୁ ଚାଟିଂକୁ ରାଜ ପଢ଼ିଥିଲେ। ଶେଷରେ ଦୁଇ ପରିବାରରେ ଫାଟ ସୃଷ୍ଟି ହୋଇଥିଲା। ରାଜ କବିତାଙ୍କଠାରୁ ଅଲଗା ହୋଇଥିବା ବେଳେ ରାଜଙ୍କ ଭଉଣୀ ମଧ୍ୟ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି।...

ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ବାପା

ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଚାଲିଛି। ଉଭୟ ଅନେକ ପାର୍ଟିରେ ଏକତ୍ର ନଜର...

୧୦ କୋଟି ଟଙ୍କାର ଅଫର୍‌ ଛାଡିଲେ ଶିଳ୍ପା ସେଟ୍ଟୀ: କାରଣ ଜାଣିଲେ କରିବେ ବାଃ ବାଃ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ଅନେକ ସମୟରେ ଯୋଗ କିମ୍ବା ରୋଷେଇ ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର...

ଗୌହରଙ୍କଠାରୁ କରନ୍‌ ସିଂହ ଗ୍ରୋଭର: ସର୍ବସମ୍ମୁଖରେ ଚାପୁଡ଼ା ଖାଇଛନ୍ତି ଏସବୁ କଳାକାର; କାରଣ ଜାଣିଲେ…

ବମ୍ବେ: ବଲିଉଡ୍‌ କଳାକାରଙ୍କ ପରି ଟେଲି କଳାକାରମାନେ ନିଜର ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଜୀବନର ଛୋଟବଡ଼...

ଆଇଆଇଟି ଛାତ୍ରଙ୍କୁ ପ୍ରଥମେ ବିବାହ କରିଥିଲେ ନୀନା; ବର୍ଷେ ପରେ…

ବମ୍ବେ: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ ରିଲିଜ ହୋଇଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରହସ୍ୟ ଉପରୁ...

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କରନ୍‌ ଜୋହରଙ୍କ ରହିଥିଲା ପ୍ରେମ ସମ୍ପର୍କ ! ଦୁଇ ବର୍ଷ ଧରି…

ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଖାସ ସେଥିପାଇଁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଲୋକଲୋଚନକୁ ଆସିଯାଇଥାଏ। ସେଥିରୁ କିଛି ଗୁଜବ ମଧ୍ୟ...

‘ଏ’ ନାଁ ଲେଖି ହାତରେ ଟାଟୁ କଲେ ଅର୍ଜୁନ କପୁର : ଜାଣନ୍ତୁ ସେ କିଏ

ବଲିଉଡ ଅଭିନେତା ଅର୍ଜୁନ କପୁର ଆଜିକାଲି ତାଙ୍କ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ...

କାହିଁକି ନାମରେ ଅଛି ଦୁଇଥର ‘ଏନ୍‌’ ଆଉ ‘ଆର୍‌’; ଅଭିନେତା କହିଲେ…

ବମ୍ବେ: ନିଜର ନିଖୁଣ ଅଭିନୟ ଦ୍ୱାରା ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନ୍ନା। ସେ ସର୍ବଦା ନିଜର ସଫଳତାର ଶ୍ରେୟ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଖୁସି ଖବର: ଭାକ୍ସିନ୍‌ ମିକ୍ସିଂରେ ପରାଜିତ ହେବ କରୋନା…
Next Post Next post:
ଭାରତ ଫେରିବେନି କେରଳର ୪ ମହିଳା ଆଇଏସ୍‌ ଆତଙ୍କବାଦୀ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts