ବଲିଉଡ୍ର ଦବଙ୍ଗ ଷ୍ଟାର୍ ସଲମାନ ଖାନ ତାଙ୍କର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏମିତି ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ ପୂର୍ବରୁ କରିନାହାଁନ୍ତି । ପ୍ରଥମ ଥର ପାଇଁ ସେ ଏକ ବାୟୋପିକ ଫିଲ୍ମ କରିବାକୁ ଯାଉଛନ୍ତି। ବଲିଉଡର ଭାଇଜାନ ସଲ୍ଲୁଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟ ପ୍ରବଳ ଉତ୍କଣ୍ଠା ରହିଥାଏ। କମେଡି, ଡ୍ରାମା, ଆକ୍ସନ, ରୋମାଣ୍ଟିକ ଚଳଚ୍ଚିତ୍ର କରିବା ପରେ ସେ ଏବେ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ‘ବ୍ଲାକ ଟାଇଗର’ ଭାବରେ ଜଣାଶୁଣା ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌଶିକଙ୍କ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରୋଜେକ୍ଟ ପ୍ରାଥମିକ ପର୍ଯ୍ୟାୟରେ ଅଛି।
ଏହି ଚଳଚ୍ଚିତ୍ରଟି ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌଶିକଙ୍କ ଜୀବନୀ ଉପରେ ଆଧାରିତ। ରବିନ୍ଦ୍ରଙ୍କୁ ଭାରତର ସର୍ବଶ୍ରେଷ୍ଠ ଗୁପ୍ତଚର ଭାବରେ ବିବେଚନା କରାଯାଏ, ସେ ବ୍ଲାକ ଟାଇଗର ଭାବରେ ଜଣାଶୁଣା। ରାଜକୁମାର ଗୁପ୍ତା ଗତ ୫ ବର୍ଷ ଧରି ତାଙ୍କ ଜୀବନ ଉପରେ ଗବେଷଣା କରୁଛନ୍ତି ଏବଂ ଶେଷରେ ସେ ଏକ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ସେ ପରଦାରେ ଆଣିବାକୁ ଚାହୁଁଛନ୍ତି। ସେ ଏହି ସ୍କ୍ରିପ୍ଟକୁ ସଲମାନଙ୍କୁ କିଛି ଦିନ ପୂର୍ବରୁ ଶୁଣାଇଥିଲେ, ଯାହା ପରେ ସଲମାନ ଏହି ଚଳଚ୍ଚିତ୍ରରେ କାମ କରିବାକୁ ସମ୍ମତି ପ୍ରଦାନ କରିଥିଲେ।
ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା
ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର...
ଶିଳ୍ପାଙ୍କ ବନ୍ଧୁ ଥିଲେ ଟ୍ବିଙ୍କଲ ଖାନ୍ନା, ଯାହାଙ୍କୁ ଲୁଚିଲୁଚି ପ୍ରେମ କରୁଥିଲେ ଅକ୍ଷୟ; ଜାଣିବା ପରେ ପାଗେଳି ପ୍ରାୟ ହୋଇଯାଇଥିଲେ…
ବମ୍ବେ: ବଲିଉଡ୍ର ଖିଲାଡି ବୟ ଅକ୍ଷୟ କୁମାରଙ୍କ ନାମ ଏକାଧିକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ତନ୍ବଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଜଣେ। ଚଳଚ୍ଚିତ୍ର ‘ବାଜିଗର’ରୁ...
ବିହାରର ଏସ୍ଟିଇଟି ପରୀକ୍ଷାରେ ପାସ୍ ହେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁପମା? ଭାଇରାଲ ହେଉଛି ରେଜଲ୍ଟ
ସୋସିଆଲ ମିଡିଆରେ ବିହାର ଏସ୍ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ...
ସ୍ବାମୀ ନିକ୍ଙ୍କ ନାଁରେ ନୁହେଁ, ଜାଣନ୍ତୁ ପ୍ରିୟଙ୍କା କାହା ନାଁରେ ଗୋଡ଼ରେ କଲେ ଟାଟୁ; ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ବଲିଉଡ୍ରୁ ଓଲିଉଡ୍ ପର୍ଯ୍ୟନ୍ତ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍ ଜୋନାସ କିଛି ନା କିଛି କାରଣକୁ...
କିଛି ଏଭଳି ୟାମି-ଆଦିତ୍ୟଙ୍କ ଲଭ୍ଷ୍ଟୋରୀ: କେହି ବି ଟେର୍ ପାଇଲେନି; ଶୁଟିଂ ସେଟ୍ରୁ…
ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ...
ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ
ମୁମ୍ବାଇ: ପ୍ରସିଦ୍ଧ ଟେଲି ଅଭିନେତ୍ରୀ ତଥା ‘ଉତ୍ରନ’ ଫେମ୍ ଟିନା ଦତ୍ତ ତାଙ୍କ ବୋଲ୍ଡ ଫଟୋ ଏବଂ ଭିଡିଓ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଟିନା...
ବୋଲ୍ଡ ନଜରରେ ଏହି ଅଭିନେତ୍ରୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ତାଙ୍କର ହଟ୍ ଏବଂ ସିଙ୍ଗଲ ଫଟୋ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି।...
ଅଭିନୟ ପାଇଁ କମାଇଥିଲେ ଓଜନ…
ମୁମ୍ବାଇ,୯।୬: ବଲିଉଡ ନାୟିକା ସୋନମ କପୁରଙ୍କୁ ବୁଧବାର ୩୬ ବର୍ଷ ପୂରଣ ହୋଇଛି। ୧୯୮୫ ଜୁନ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ।...


