ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କର ଜୁହୁରେ ଏକ ସୁନ୍ଦର ବଙ୍ଗଳା ଅଛି। ଏଠାରେ ସେ ତାଙ୍କ ପରିବାର ସହିତ ରୁହନ୍ତି। ଏକ ଇନଡୋର ଜିମ ବ୍ୟତୀତ ଏହି ଘରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ଅଛି। ଏବେ ଅଜୟ ତାଙ୍କ ଘରକୁ ଏକ ନୂଆ ଲୁକ ଦେବାକୁ ଚାହୁଁଛନ୍ତି। ସେ ତାଙ୍କ ଜୁହୁ ବଙ୍ଗଳାକୁ ନବୀକରଣ କରିବାକୁ ଚାହୁଁଥିବାରୁ ନିକଟରେ ସେ ୬୦ କୋଟି ଟଙ୍କାର ଏକ ନୂଆ ଘର କିଣିଛନ୍ତି। ଅଜୟଙ୍କ ନୂଆ ଘର ୫୯୦ ବର୍ଗ ଉପରେ ବିସ୍ତାର ହୋଇଛି। ଏହି ବଙ୍ଗଳା ତାଙ୍କ ପୁରୁଣା ଘର ଶକ୍ତିଠାରୁ ଅଳ୍ପ ଦୂରରେ। ଏହି ବଙ୍ଗଳା ଜୁହୁର କାପୋଲ କୋ-ଅପରେଟିଭ ହାଉସିଂ ସୋସାଇଟି ଲିମିଟେଡରେ ଅବସ୍ଥିତ। ଅଜୟ ଦେବଗନ ଗତ ନଭେମ୍ବର-ଡିସେମ୍ବରରେ ଏହି ବଙ୍ଗଳା କିଣିଥିଲେ। ଅଜୟ ଦେବଗନଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଖୁବଶୀଘ୍ର ତାଙ୍କୁ ‘ମୈଦାନ’ ଏବଂ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।
ଦୀପିକା-ଯୁବରାଜଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକ୍ଅପ୍
କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସର୍ବଦା ସମ୍ପର୍କ ରହିଆସିଛି। ଅଭିନେତ୍ରୀ ଏବଂ କ୍ରିକେଟ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସବୁବେଳେ ଲାଗି ରହିଥାଏ। ଅନେକ କଳାକାର କ୍ରିକେଟର୍ଙ୍କୁ...
ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଶୁଟିଂ କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଡ ପରଦାରେ ମା’ ଭୂମିକା ପାଇଁ ଫିଟ ବିବେଚିତ ହୋଇଥିଲେ। ରିମା ଲାଗୁ ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ...
ଆଇଆଇଟି ଛାତ୍ରଙ୍କୁ ପ୍ରଥମେ ବିବାହ କରିଥିଲେ ନୀନା; ବର୍ଷେ ପରେ…
ବମ୍ବେ: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ ରିଲିଜ ହୋଇଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରହସ୍ୟ ଉପରୁ...
୧୦ କୋଟି ଟଙ୍କାର ଅଫର୍ ଛାଡିଲେ ଶିଳ୍ପା ସେଟ୍ଟୀ: କାରଣ ଜାଣିଲେ କରିବେ ବାଃ ବାଃ
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ସେ ଅନେକ ସମୟରେ ଯୋଗ କିମ୍ବା ରୋଷେଇ ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର...
ପୁଅର ପ୍ରଥମ ଝଲକ୍ ଦେଖାଇଲେ କପିଲ୍ ଶର୍ମା
କମେଡି କିଙ୍ଗ୍ କପିଲ୍ ଶର୍ମା ଏବେ ଶୁଟିଂରୁ କିଛି ଦିନ ବିରତି ନେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆରେ ବହୁତ...
ଏତିକି ଟଙ୍କାର ବଙ୍ଗଳାରେ ରୁହନ୍ତି ଅଭିନେତ୍ରୀ ସୋନମ କପୁର
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଭରଗ୍ରୀନ ଅଭିନେତା ଅନିଲ କପୁରଙ୍କ ଝିଅ ହୋଇଥିଲେ ମଧ୍ୟ ସୋନମ...
ଖିଲାଡ଼ି ବୟଙ୍କ ସମ୍ପର୍କରେ ଏଭଳି କହିଥିଲେ ଖିଲାଡ଼ି ଗର୍ଲ….
ମୁମ୍ବାଇ, ୮।୬: ବଲିଉଡ୍ର ଖିଲାଡି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଶିଳ୍ପା ଶେଟ୍ଟିଙ୍କୁ ମଙ୍ଗଳବାର ୪୬ ବର୍ଷ ପୂରଣ ହୋଇଛି। ସେ ୧୯୭୫ ଜୁନ...
ସୁଶାନ୍ତଙ୍କ ପ୍ରଥମ ପୁଣ୍ୟତିଥିରେ ଘରେ ପୂଜା କଲେ ଅଙ୍କିତା
ମୁମ୍ବାଇ: ବଲିଉଡ୍ ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜି ପ୍ରଥମ ପୁଣ୍ୟତିଥି। ଜୁନ ୧୪ ୨୦୨୦ରେ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ।...


