E-Paper
  • logo
  • Thursday 24th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ସମସ୍ତ ପ୍ରସ୍ତୁତି ସରିଥିଲା, ଶେଷ ମୁହର୍ତ୍ତରେ ଫୋନ୍‌ କରି ବିବାହ ପାଇଁ ମନା କରିଦେଇଥିଲେ ପ୍ରେମିକ
1:51 pmJune 16, 2021

ବମ୍ବେ: ପ୍ରସ୍ତୁତି ସରିଥିଲା। ଦିଲ୍ଲୀରେ ବିବାହ ପୋଷାକ ବି ପ୍ରସ୍ତୁତ କରିବାକୁ ଦିଆଯାଇଥିଲା। ହେଲେ ଗୋଟିଏ ଫୋନ କଲ୍‌ ସବୁକିଛି ବଦଳାଇ ଦେଇଥିଲା। କାରଣ ପ୍ରେମିକ ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ। ଆମେ କଥା ହେଉଛୁ ଅଭିନେତ୍ରୀ ନୀନା ଗୁପ୍ତାଙ୍କ କଥା। ଆତ୍ମଜୀବନୀ ‘ସଚ କହୁଁ ତୋ: ମେରି ଆତ୍ମକଥା’ରେ ନୀନା ଏଭଳି ଅନେକ ରହସ୍ୟ ଉପରୁ ପରଦା ହଟାଇଛନ୍ତି।

ପ୍ରେମିକଙ୍କ ନା ନନେଇ ନୀନା କହିଛନ୍ତି, ମୁଁ ତାଙ୍କ ଘରେ ରହୁଥିଲି। ସେ ଏବେ ନିଜର ବୈବାହିକ ଜୀବନରେ ବେଶ ଖୁସିରେ ଅଛନ୍ତି। ତାଙ୍କର ସନ୍ତାନ ଅଛନ୍ତି। ଜୀବିତ ଥିବାରୁ ସେ ଏହାକୁ ନିଶ୍ଚୟ ପଢ଼ିବେ। ମୁଁ ଯାହା କରିଥିଲି, ଭଗବାନ ଯାହା ଦେଇଥିଲେ, କିଛି ଭୁଲ ହୋଇଥିଲା ମୁଁ ତାହା ସ୍ବୀକାର କରୁଛି। ଏଣୁ ମୁଁ ଆଗକୁ ବଢ଼ିଯାଇଥିଲି। ମୋତେ ଏକ ସାଧାସିଧା ପରିବାର ଲୋଡ଼ା ଥିଲା। ସ୍ବାମୀ ଓ ପିଲାଙ୍କୁ ନେଇ ମୁଁ ଜୀବନ ଅତିବାହିତ କରିଥାନ୍ତି। ବିବାହ ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ସେ ଫୋନ କରି ତୁମକୁ ବିବାହ କରିପାରିବି ନାହିଁ ବୋଲି କହିଥିଲେ। ସେ ଏଭଳି କାହିଁକି କଲେ ତାହା ଜାଣିପାରି ନ ଥିଲେ ନୀନା। କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ସେ ନିରବ ରହି ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନୀନା କହିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ପୁଣି ଟପ୍‌ଲେସ୍‌ ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ; ସୋସିଆଲ ମିଡିଆରେ ପଡ଼ିଛି ଚହଳ

ବମ୍ବେ: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡଭାଣୀ ଜଣେ। ପରଦାରେ କେବେ ଚୁଲବୁଲି ତ କେବେ ସାଧାସିଧା ଚରିତ୍ରରେ ନଜର ଆସୁଥିବା କିଆରା ବେଶ୍‌...

ବାପା ହେବାକୁ ଯାଉଛନ୍ତି ଅଭିନେତା ଅପାରଶକ୍ତି, ବିବାହର ୭ ବର୍ଷ ପରେ…

ବମ୍ବେ: ବାପା ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ତଥା ଆୟୁଷ୍ମାନ ଖୁରାନ୍ନାଙ୍କ ଭାଇ ଅପାରଶକ୍ତି। ଖୁବ୍‌ଶୀଘ୍ର ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛି। ବିବାହର...

ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର...

ନିଆଙ୍କ ଉପରେ ରାଗିଗଲେ ଦେବୋଲିନା: କହିଲେ ‘ଖାଲି ଫ୍ୟାଶନ୍‌ ଦେଖାଇଲେ ହେବନି; ମଣିଷ ହେବା ଲାଗି…’

ବମ୍ବେ: ଟୁଇଟରରେ ଟଣାଓଟରା। କିଏ ଠିକ୍‌ କିଏ ଭୁଲ କହିବା ମୁସ୍କିଲ। ହେଲେ ପରୋକ୍ଷରେ ଆରୋପ ପ୍ରତ୍ୟାରୋପ ସହ ଅଭିନୟକୁ ନେଇ କଥା କଟାକଟି ଜାରି...

ବିମାନ ଦୁର୍ଘଟଣାରେ ଆଖି ବୁଜିଲେ ଟାର୍‌ଜନ ଅଭିନେତା

ବମ୍ବେ: ପରଲୋକରେ ଅଭିନେତା ଜୋ ଲାରା। ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ୫୮ ବର୍ଷୀୟ ଜୋ ବିମାନରେ ସ୍ତ୍ରୀ ଏବଂ ପାଞ୍ଚଜଣ ଅନ୍ୟ...

ରାତିଅଧରେ କରନ୍‌ ଜୋହରଙ୍କ ରୁମ୍‌କୁ ଯାଇଥିଲେ ଫରାହ ଖାନ୍‌; ବିବାହ ପାଇଁ କରିଥିଲେ ପ୍ରପୋଜ; ହେଲେ…

ବମ୍ବେ: ବଲିଉଡ୍‌ର ଖ୍ୟାତନାମା କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍‌ ଅନ୍ୟତମ। ଏବେ ଯାଏ ସେ ଶହେରୁ ଅଧିକ ଗୀତରେ କୋରିଓଗ୍ରାଫ କରିସାରିଛନ୍ତି। ଏହାଛଡ଼ା ଏକାଧିକ ଫିଲ୍ମରେ...

ବିହାରର ଏସ୍‌ଟିଇଟି ପରୀକ୍ଷାରେ ପାସ୍‌ ହେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁପମା? ଭାଇରାଲ ହେଉଛି ରେଜଲ୍ଟ

ସୋସିଆଲ ମିଡିଆରେ ବିହାର ଏସ୍‌ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ...

ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରସିଦ୍ଧ ଟେଲି ଅଭିନେତ୍ରୀ ତଥା ‘ଉତ୍‌ରନ’ ଫେମ୍‌ ଟିନା ଦତ୍ତ ତାଙ୍କ ବୋଲ୍ଡ ଫଟୋ ଏବଂ ଭିଡିଓ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଟିନା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଶ୍ରୀମନ୍ଦିର ହେବ ଆଲୋକୀକରଣ
Next Post Next post:
୮୯୯ ଜଣଙ୍କୁ ଏକ୍ସପାୟର ଭାକ୍ସିନ୍‌: ପୁଣି ଦିଆଯିବ ଡୋଜ୍‌…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts