ମହାତ୍ମା ଗାନ୍ଧୀଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରି ‘ଅହିଂସା ଗାନ୍ଧୀ: ଦି ପାଓ୍ବାର ଅଫ୍ ଦି ପାଓ୍ବାର ଲେସ୍’ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର ପୁରସ୍କାର ହାସଲ କରିଛି। ଅନ୍ତର୍ଜାତୀୟସ୍ତରର ଖ୍ୟାତନାମା ଦକ୍ଷିଣ ଆଫ୍ରିକୀୟ ଫିଲ୍ମ ନିର୍ମାତା ଅନନ୍ତ ସିଂଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରମେଶ ଶର୍ମାଙ୍କ ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍କ ସିଂଙ୍କ ଭିଡିଓ ଭିଜନ କମ୍ପାନୀ ଦ୍ୱାରା ୨୦୧୯ରେ ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମ ଦିବସ ସ୍ମୃତିରେ ନିର୍ମିତ ହୋଇଥିଲା। ଗାନ୍ଧିଜୀ ବିଶ୍ୱସ୍ତରୀୟ ଆଦର୍ଶ ହୋଇଥିଲେ ହେଁ ଦକ୍ଷିଣ ଆଫ୍ରିକା ସହ ତାଙ୍କର ବିଶେଷ ସମ୍ପର୍କ ରହିଥିଲା ବୋଲି ସିଂ କହିଛନ୍ତି।
ସତ ହେଲା ନିଶାଙ୍କ କଥା! ଏହି ଯୁବତୀଙ୍କ ପ୍ରେମରେ ପଡ଼ିଛନ୍ତି କରନ୍; ରୋମାଣ୍ଟିକ୍ ଚାଟ୍ ଭାଇରାଲ
ବମ୍ବେ: ନିକଟରେ ଅଭିନେତା କରନ୍ ମେହେରା ଗିରଫ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ...
ଫଟୋଗ୍ରାଫରଙ୍କ ପ୍ରେମରେ ଏହି ଅଭିନେତ୍ରୀ
ମୁମ୍ବାଇ: ଦୀର୍ଘବର୍ଷ ଧରି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ରୋହନ ଶ୍ରେଷ୍ଟା (ସେଲିବ୍ରିଟି ଫଟୋଗ୍ରାଫର)ଙ୍କ ସହ ଚର୍ଚ୍ଚା ହୋଇଆସୁଛି। ଶୁଣିବାକୁ ମିଳୁଛି ଦୁହେଁ ଏକାଠି...
ଏତିକି ଟଙ୍କାର ବଙ୍ଗଳାରେ ରୁହନ୍ତି ଅଭିନେତ୍ରୀ ସୋନମ କପୁର
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଭରଗ୍ରୀନ ଅଭିନେତା ଅନିଲ କପୁରଙ୍କ ଝିଅ ହୋଇଥିଲେ ମଧ୍ୟ ସୋନମ...
ଅକ୍ଷୟ କୁମାର ମୋ’ ଅତୀତର ଏକ ଭୁଲି ଯାଇଥିବା ଅଧ୍ୟାୟ: ଶିଳ୍ପା
ବମ୍ବେ: ପ୍ରେମ ଯେତିକି ସୁନ୍ଦର, ପ୍ରତାରଣା ସେତିକି ଯନ୍ତ୍ରଣାଦାୟକ। ସାଥୀଙ୍କଠାରୁ ଅଲଗା ହେବା ଅନେକଙ୍କ ପାଇଁ ସହଜ ହୋଇ ନ ଥାଏ। ବେଳେବେଳେ ଏହା ଘୃଣାରେ...
ସ୍ବତନ୍ତ୍ର ବିମାନରେ ଚିକିତ୍ସା ପାଇଁ ଆମେରିକା ଯିବେ ରଜନୀକାନ୍ତ
ସୁପରଷ୍ଟାର ରଜନୀକାନ୍ତ ମେଡିକାଲ ଯାଞ୍ଚ ପାଇଁ ଆମେରିକା ଯିବେ। କରୋନା ମହାମାରୀ ହେତୁ ସେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ। କେନ୍ଦ୍ର ତାଙ୍କୁ ଯିବା...
କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି।...
କୋଦାଳ ଧରି ମାଟି ହାଣୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ରବିନା ତାଙ୍କ...
ଶିଳ୍ପାଙ୍କ ବନ୍ଧୁ ଥିଲେ ଟ୍ବିଙ୍କଲ ଖାନ୍ନା, ଯାହାଙ୍କୁ ଲୁଚିଲୁଚି ପ୍ରେମ କରୁଥିଲେ ଅକ୍ଷୟ; ଜାଣିବା ପରେ ପାଗେଳି ପ୍ରାୟ ହୋଇଯାଇଥିଲେ…
ବମ୍ବେ: ବଲିଉଡ୍ର ଖିଲାଡି ବୟ ଅକ୍ଷୟ କୁମାରଙ୍କ ନାମ ଏକାଧିକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ତନ୍ବଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଜଣେ। ଚଳଚ୍ଚିତ୍ର ‘ବାଜିଗର’ରୁ...


