ବଲିଉଡର ଜଣାଶୁଣା ଅଭିନେତା ତଥା ସମାଜସେବୀ ଚନ୍ଦ୍ରଶେଖର ବୈଦଙ୍କ ପରଲୋକ ଘଟିଛି। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଆଜି ସକାଳେ ଦେହାନ୍ତ ହୋଇଛି। ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ସେ ନିଜ କ୍ୟାରିୟରରେ ୧୧୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି। ସେଥିମଧ୍ୟରୁ ସେ ୧୯୬୪ ମସିହାରେ ଫିଲ୍ମ ‘ଚା ଚା ଚା’ ଏବଂ ୧୯୬୬ ମସିହାରେ ଫିଲ୍ମ ‘ଷ୍ଟ୍ରିଟ ସିଙ୍ଗର’ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ସେ ରମାନନ୍ଦ ସାଗର ରାମାୟଣରେ ରାଜା ଦଶରଥଙ୍କ ସାଧାରଣ ମହାମନ୍ତ୍ରୀ ସୁମନ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଏହି ଭୂମିକାରୁ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଚନ୍ଦ୍ରଶେଖର ରମାନନ୍ଦ ସାଗରଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଚନ୍ଦ୍ରଶେଖର ୧୯୨୩ ମସିହାରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ମଧ୍ୟ ଭାରତ ଛାଡ ଆନ୍ଦୋଳନରେ ଭାଗ ନେଇଥିଲେ।
କେତେବେଳେ ଜାହ୍ନବୀ କପୁରଙ୍କ ହାତ ଧରୁଛନ୍ତି ତ କେବେ ସାରାଙ୍କ ଅତି ନିକଟରେ; କିଏ ଏହି ବ୍ୟକ୍ତି ଯାହାଙ୍କୁ କହାଯାଉଛି ‘ମିଷ୍ଟ୍ରି ମ୍ୟାନ୍’
ବମ୍ବେ: ବଲିଉଡ୍ରେ ଏଭଳି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ, ଯାହାଙ୍କୁ ସବୁବେଳେ ବଲିଉଡ୍ ଅଭିନେତ୍ରୀଙ୍କ ସହ ଦେଖିବାକୁ ମିଳୁଛି। ସେ ଜାହ୍ନବୀ କପୁର ନଚେତ ସାରା...
ଆଇଆଇଟି ଛାତ୍ରଙ୍କୁ ପ୍ରଥମେ ବିବାହ କରିଥିଲେ ନୀନା; ବର୍ଷେ ପରେ…
ବମ୍ବେ: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ ରିଲିଜ ହୋଇଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରହସ୍ୟ ଉପରୁ...
କେବଳ ବାପାଙ୍କ ଏହି ସର୍ତ୍ତ ପାଇଁ ଆଜି ବି କୁଆଁରୀ ଅଛନ୍ତି ଏକତା କପୁର, ହେଲେ ପୁଅକୁ ନେଇ ଭାରି ଖୁସି
ଟିଭିର କ୍ୱିନ୍ କୁହାଯାଉଥିବା ଏକତା କପୁରଙ୍କ ଆଜି ଜନ୍ମ ଦିନ। ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ଜିତେନ୍ଦ୍ର ଏବଂ ଶୋଭା...
ସଞ୍ଜୟ ସବୁବେଳେ ନିଜ ରୁମ୍ରେ ରହୁଥିବାରୁ, ନର୍ଗିସ କହିଥିଲେ ଏଭଳି
ମୁମ୍ବାଇ: ହିନ୍ଦି ସିନେମା ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ନର୍ଗିସ ଦତ୍ତ ହେଉଛନ୍ତି ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍ କମ୍ ବୟସରେ ସେ ଶିଶୁ କଳାକାର...
କଥା ରଖିଲେ ସଲମାନ, ୨୫୦୦୦ ସିନେ କଳାକାରଙ୍କ ଆକାଉଣ୍ଟକୁ ପଠାଇଲେ ଟଙ୍କା
ମୁମ୍ବାଇ: ବଲିଉଡ୍ ଦବଙ୍ଗ ଖାନ୍ ସଲମାନ ସିନେ କଳାକାରଙ୍କୁ ଦେଇଥିବା କଥା ରଖିଛନ୍ତି। ସଲମାନ ୨୫୦୦୦ ସିନେ କଳାକାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦୦ ଟଙ୍କା ଲେଖାଏ...
‘ଭାଗ୍ ମିଲ୍ଖା ଭାଗ୍’ ପାଇଁ ଟଙ୍କାଏ ପାଉଣା ନେଇଥିଲେ ‘ଫ୍ଲାଇଂ ଶିଖ୍’
ବମ୍ବେ: ଭାରତର ମହାନ ଧାବକ ମିଲ୍ଖା ସିଂହଙ୍କ ପରଲୋକକୁ ନେଇ ଶୋକରେ ବୁଡ଼ିଛି ପୁରା ଦେଶ। ଚାରି ଚାରି ଥରେ ସ୍ବର୍ଣ୍ଣ ପଦକ ବିଜେତା ଥିବା...
ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ନୁଶ୍ରତ୍: ବ୍ୟାଙ୍କ୍ରୁ ନେଇଯାଇଛନ୍ତି ମୋ ଟଙ୍କା, ପୈତୃକ ଅଳଙ୍କାର
ତୃଣମୂଳ କଂଗ୍ରେସ ଏମ୍ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍ରତ୍ ଜାହାଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏବେ ଚର୍ଚ୍ଚା ହେଉଛି ନୁଶ୍ରତ୍ କୁଆଡେ ୬ ମାସର ଗର୍ଭବତୀ...
କବୀର ସିଂର ଦୁଇ ବର୍ଷ ପରେ ସାହିଦ୍ ଶେୟାର କଲେ ଏମିତି ଭିଡିଓ, ପ୍ରଶଂସକ କହିଲେ…
ବଲିଉଡ୍ ଅଭିନେତା ସାହିଦ କପୁର ଏଯାବତ୍ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ‘କବୀର ସିଂ’ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା।...


